କେବଳ ଭଜା ତରକାରୀ ନୁହେଁ ଏହି ସବୁ କାମରେ ମଧ୍ୟ ବାଇଗଣକୁ ବହୁତ ବ୍ୟବହାର କରାଯାଏ

ଯଦି ତୁମେ ତୁମର ସ୍ମୃତିକୁ ତୀକ୍ଷ୍ଣ କରିବାକୁ ଚାହୁଁଛ, ଖାଦ୍ୟରେ ବାଇଗଣ ଅନ୍ତର୍ଭୂକ୍ତ ନିଶ୍ଚିତ କରନ୍ତୁ । ବାଇଗଣରେ ଅନେକ ରୋଗ ପ୍ରତିରୋଧ ଶକ୍ତି ପୋଷକ ତତ୍ତ୍ୱ ରହିଥାଏ ଯାହା କୋଷର ମେମ୍ବ୍ରାନକୁ କ୍ଷତିରୁ ରକ୍ଷା କରିଥାଏ ଯାହା ଏକ ମେସେଞ୍ଜର ପରି କାର୍ଯ୍ୟ କରିଥାଏ । ଆମ ଦୀମାଗ ତେଜ ହୋଇଥାଏ । ସ୍ମୃତି ଶକ୍ତି ଭଲ ରହିଥାଏ ।

ଓଜନ ହ୍ରାସ କରିବା :

ମୋଟପଣ ସମସ୍ୟା ରେ ପୀଡିତ ଥିଲେ ଆପଣଙ୍କ ପାଇଁ ଭଲ ଖବର । ଯଦି ଆପଣ ଅଧିକ ଓଜନିଆ ଅଟନ୍ତି ଏବଂ ଆପଣ ଏହାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଆପଣଙ୍କ ଖାଦ୍ୟରେ ବାଇଗଣ ଅନ୍ତର୍ଭୁକ୍ତ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ, ବାସ୍ତବରେ ବାଇଗଣ କ୍ୟାଲୋରୀରେ କମ୍ ଏବଂ ଫାଇବରରେ ଭରପୂର ଅଟେ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଯବାନ ରଖିଥାଏ :

ପ୍ରତ୍ୟେକ ମହିଳା ତାଙ୍କ ପ୍ରକୃତ ବୟସ ଠାରୁ ସାନ ଦେଖାଯିବାକୁ ଚାହାଁନ୍ତି । ଆପଣଙ୍କ ବୟସଠାରୁ ସାନ ଦେଖାଯିବାରେ ଆପଣଙ୍କୁ ବାଇଗଣ ଅନେକ ସାହାଯ୍ୟ କରିପାରେ । କାରଣ ବାଇଗଣ ରେ ଆଣ୍ଟୋସିୟାନିନ ଥାଏ ଏବଂ ଏହି ଆଣ୍ଟିଅକ୍ସିଡାଣ୍ଟ ଏକ ଆଣ୍ଟିଜିଂ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥାଏ । ଏହା ଆମ ଚର୍ମ କୁ ରିପାଇର କରେ । ଚର୍ମ ରେ ଉଜ୍ଜ୍ୱଲ୍ୟ ଆଣିଥାଏ, କିନ୍ତୁ କିଛି ଲୋକଙ୍କ ଠାରେ ବାଇଗଣ ଆଲର୍ଜି କରିଥାଏ ।

ଦାନ୍ତ ରୋଗ :

ବାଇଗଣର ବ୍ୟବହାର ଦାନ୍ତ ପୋକ ଖାଇବା ବିରୋଧୀ ଭାବରେ କାର୍ଯ୍ୟ କରିଥାଏ, ଏହାର ରସ ଦାନ୍ତରେ ଯନ୍ତ୍ରଣା ରୁ ଉପଶମ ଦେଇଥାଏ ଏବଂ ଏହାର ମୂଳ ମଧ୍ୟ ଆଜମା ରୋକିବାରେ ବ୍ୟବହୃତ ହୁଏ ।

କେଶ ଝଡ଼ିବା :

କେଶ ଝଡ଼ିବାକୁ ରୋକିବା ପାଇଁ ଆମେ ଅନେକ ଦାମୀ ଦ୍ରବ୍ୟ ବ୍ୟବହାର କରୁ, କିନ୍ତୁ ଆପଣ ଜାଣନ୍ତି କି ବାଇଗଣ ଆପଣଙ୍କ କେଶକୁ ଝଡ଼ିବାରୁ ରକ୍ଷା କରିପାରିବ ! ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *