ବାହାରିଥିବା ପେଟ (Belly Fat), ମୋଟାପା, ଚଉଡା ଅଣ୍ଟା, Double Chin ଓ ଜଙ୍ଘର ଚର୍ବି ମହମ ପରି ତରଳିଯିବ, କେବେଳ କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ, ଆଜିଭଳି ଦିନରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ମୋଟାପଣରୁ ଚିନ୍ତିତ ଅଛନ୍ତି । ମୋଟାପଣ ଆପଣଙ୍କ ସୁନ୍ଦରତା କୁ ହ୍ରାସ କରିବା ସହିତ ଅନେକ ବିମାରୀ କୁ ନିମନ୍ତ୍ରଣ ଦେଇଥାଏ । ମୋଟାପଣ ଅନେକ ପ୍ରକାରର ହୋଇଥାଏ, କେତେକ ଲୋକଙ୍କର କେବଳ ପେଟ ବାହାରକୁ ବାହାରି ଥାଏ, ମାତ୍ର ଅନେକ କେତେକଙ୍କ ଶରୀରରେ ସବୁଆଡେ ଚର୍ବି ଚଢି ରହିଥାଏ । ମୋଟାପଣ ର ଅନେକ ଗୁଡିଏ କାରଣ ହୋଇପାରେ ଯେପରିକି ଆଜିର ଖାଦ୍ୟପେୟ ।

ମୋଟାପଣ କୁ କମ କରିବା ନିମନ୍ତେ ଆମ୍ଭମାନେ ମାର୍କେଟରେ ମିଳୁଥିବା ମହଙ୍ଗା ଔଷଧ ଗୁଡିକର ବ୍ୟବହାର ମଧ୍ୟ କରିଥାଉ । ମାତ୍ର ଏହାର କାମ କେବଳ ଶରୀରର ପାଣି ସୁଖାଇବା ହୋଇଥାଏ । ଏପରି ଭାବରେ ଆପଣଙ୍କୁ ଲାଗିଥାଏ ଯେ ଆପଣଙ୍କ ଓଜନ କମିଯାଇଛି ମାତ୍ର ଚର୍ବି ଏହାଦ୍ଵାରା ହ୍ରାସ ହୋଇ ନଥାଏ ତାହା ପୁନର୍ବାର କିଛି ଦିନ ମଧ୍ୟରେ ପେଟ ବାହାରି ଆସିଥାଏ ।

ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ ଯେଉଁଥିରେ ଆପଣ ଆପଣ ନିଜ ଶରୀରର ମୋଟାପଣ କୁ କମ କରି ପାରିବେ । ଏହାର କୌଣସି ପ୍ରକାରର ମଧ୍ୟ ସାଇଡ ଇଫେକ୍ଟ ନଥାଏ । ଏହି ଉପାୟ କୁ ବନାଇବା ପାଇଁ ଆପଣ ଆଲସୀ ନିଅନ୍ତୁ । ଏଥିରେ ଓମେଗା-୩ ଏବଂ ଫ୍ୟାଟି ଏସିଡ ରହିଥାଏ । ଏହା ମେଟାବେଲିଜିୟମ ରେଟ କୁ ହାଇ କରିଥାଏ ।

ଏହାଦ୍ଵାରା ଓଜନ କମ ହୋଇଥାଏ । ଏହାପରେ ଆପଣ ଜୁଆଣୀ ନିଅନ୍ତୁ । ଏହା ଆପଣଙ୍କ ଶରୀରକୁ ଗରମ କରିଥାଏ । ଏହାପରେ ତୃତୀୟ ଜିନିଷ ଆପଣ ନିଅନ୍ତୁ ପାନମଧୁରୀ, ଏହା ଗ୍ୟାସ ଜନିତ ସମସ୍ୟା କୁ ହ୍ରାସ କରାଇ ଥାଏ । ଏହା ଆପଣଙ୍କ ପଚନ ଶକ୍ତି କୁ ବଢାଇ ଥାଏ । ଏହାପରେ ଆପଣ କାଳିଜିରୀ ନିଅନ୍ତୁ । ଏ ସବୁରୁ ୨ ଚାମଚ ଲେଖାଏଁ ନିଅନ୍ତୁ, ଏହାପରେ ପ୍ୟାନ ରେ ପକାଇ ଏହାକୁ ଭଲ ଭାବରେ ଭାଜି ନିଅନ୍ତୁ । ଏହାକୁ ୧ ରୁ ୨ ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ ଏହାପରେ ଏହା ଯେତେବେଳେ ଥଣ୍ଡା ହୋଇଯିବ ତେବେ ଆପଣ ଏହାର ଚୁରନ ବନାଇ ନିଅନ୍ତୁ ।

ଏହାପରେ କୌଣସି ଡବା ମଧ୍ୟରେ ପୁରାଇ ରଖି ନିଅନ୍ତୁ । ଆପଣ ଗରମ ପାଣି ନିଅନ୍ତୁ, ସେଥିରେ ଏହି ଚୁରନ ରୁ ୧ ଚାମଚ ମିଶାନ୍ତୁ । ଏହାପରେ ଅଧଫାଳ ଲେମ୍ବୁ ଏଥିରେ ମିଶାନ୍ତୁ । ଆପଣ ଏଥିରେ ଅଧଚାମଚ ମହୁ ମଧ୍ୟ ମିଶାଇ ପାରିବେ । ଏହାପରେ ଆପଣ ଏହାକୁ ସେବନ କରନ୍ତୁ । ଏହିପରି ନିୟମିତ ଖାଲି ପେଟରେ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରର ଫ୍ୟାଟ ଅଥବା ମୋଟାପଣ ନିଶ୍ଚିତ ଭାବରେ କମିଯିବ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *