ଆପଣ ମାନେ ଜାଣିଥିବେ କି କେଉଁ ତିଥି କିମ୍ବା କେଉଁ ନକ୍ଷତ୍ରରେ ଜନ୍ମ ହୋଇଥିବା ଜାଣିଥିଲେ ଆମେ ସେହି ମଣିଷର ବ୍ୱାଭାବ ବିଷୟରେ କହି ଦେଇ ଥାଉ । କିନ୍ତୁ ଯଦି ଆପଣ ମାନେ ଜାଣିଥିବେ କି ଆପଣ କେଉଁ ବାର ରେ ଜନ୍ମ ହୋଇଥିବା ଜାଣିଥିଲେ ମଧ୍ୟ ଆପଣ ନିଜ ବିଷୟରେ ଯାନୀ ପାରିବେ ।
ଆପଣ ମାନେ ଜାଣିଥିବେ କି ସବୁ ବେଳେ ଆମେ ଆମ ସହ ଜାତକ ଧରି ବୁଲି ପାରିବ ନାହି ତେଣୁ କରି ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ଉପାୟ ଅଛି ଯାହାକୁ ବ୍ୟବହାର କରି ଆମେ ଯାନୀ ପାରିବା କି ମଣିଷର ସ୍ଵଭାବ କଣ ଅଟେ । ସପ୍ତାହ ର ସାତଟି ବାର ଅଛି ଆପଣ ଜାଣିଥିବେ ତେବେ ପ୍ରଥମ ବାର ହେଉଛି ରବିବାର ।
ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନୀ, କ୍ରୋଧୀ, କାମତୁର, ର-ତି କ୍ରୀ-ଡା-ରେ ପାରଙ୍ଗମ ହୋଇଥାନ୍ତି । ଏହା ସହ ସେ ନିଜ ସ୍ତ୍ରୀ କୁ ଭରପୁର ସୁଖ ପ୍ରଦାନ କରିବା ବ୍ୟକ୍ତି ହୋଇଥାନ୍ତି । ମିଷ୍ଟ ଭାସି ଏହା ସହ ଭ୍ରମଣ ପ୍ରିୟ, ଧାର୍ମିକ ହୋଇଥାନ୍ତି ।
ଯେଉଁ ମାନେ ସୋମ ବାର ଦିନ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଖୁବ ଅଳସୁଆ, ଭୋ-ଗ-ବି-ଳା-ଷୀ, ରୀତି ନୀତି କାର୍ଯ୍ୟରେ ଉ-ତ୍ତେ-ଜିତ ଥାନ୍ତି । ସେମାନେ ନିଜ ସ୍ତ୍ରୀ କୁ ର-ତି କ୍ରୀ-ଡା-ରେ ଶାନ୍ତି ପ୍ରଦାନ କରିବା ସହ ସୁଖ ପ୍ରଦାନ କରିବା ଓ ସାନ୍ତ ସ୍ଵଭାବ ର ହୋଇଥାନ୍ତି ।
ଯେଉଁ ମାନେ ମଙ୍ଗଳବାର ରେ ଜନ୍ମ ହୋଇଥାନ୍ତି ସେମାନେ କ୍ଷୀ-ଣ କୋ-ପୀ, ଚଞ୍ଚଲ ମତି, ବୁଦ୍ଧିମତୀ, ବିଦ୍ୟା ପ୍ରବଳ କାର୍ଯ୍ୟ କରିବାରେ କୌଶଳୀ ରୀତି ସୁଖରେ ସୁଖୀ ତଥା ଚିନ୍ତା ଶୀଳ ହୋଇଥାନ୍ତି ।
ବୁଧବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ ଚିନ୍ତାଶିଳ ଗଭୀର ଚିନ୍ତା ରେ ରହିବା ଭଳି ବ୍ୟକ୍ତି ହୋଇଥାନ୍ତି । ଏମାନେ ନ୍ୟାୟବନ୍ତ, ଗୁଣୀ, ଅତି ଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ । ଭୋଗବିଳାଶ ପ୍ରିୟ, ଅନେକ ସ୍ତ୍ରୀ ସହ ସମ୍ବନ୍ଧ ରାଖୀଥାନ୍ତି । ଏମାନେ ଉତ୍ତମ କ୍ରୀଡାରେ ପାରଙ୍ଗମ ହୋଇଥାନ୍ତି ଓ କର୍ମ ବନ୍ତ ହୋଇଥାନ୍ତି ।
ଯେଉଁ ବ୍ୟକ୍ତି ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାନ୍ତି । ବୁଦ୍ଧି, ବିଦ୍ୟାରେ ବିଚକ୍ଷଣ ହେବା ସହ ପଶୁ ପରି ସ୍ଵଭାବ ଦେଖାଇ ଥାନ୍ତି । ଶାସ୍ତ୍ର, ଧାର୍ମିକ, ନ୍ୟାୟବନ୍ତ ମଧ୍ୟ ହୋଇଥାନ୍ତି ।
ଯେଉଁ ବ୍ୟକ୍ତି ମାନେ ଶୁକ୍ରବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସବୁ ବେଳେ ନୀତି ନିୟମ କୁ ଅକହି ଆଗରେ ରଖୀ କାମ କରିବା ପାଇଁ ଚେଷ୍ଟା କରିଥାନ୍ତି । ସେମାନେ ପରଉପକାରୀ ଭ୍ରମଣ ପ୍ରିୟ, କା-ମ-ନା ବି-ଳା-ଷୀ ହୋଇଥାନ୍ତି । ନିଜ ସ୍ତ୍ରୀ କୁ ସବୁ ଦିନ ସୁଖ ପ୍ରଦାନ କରିବାରେ କେବେ ଭି ଅବହେଳା କରି ନାହାନ୍ତି ।
ଶନି ବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସେମାନେ କ୍ଷୀ-ଣ କୋ-ପୀ, ଚଞ୍ଚଲ ମନ, ତା-ମ-ଶି-କ ରେ ପ୍ରବୀଣ ହୋଇ ଥାନ୍ତି । ଏହି ବ୍ୟକ୍ତି ମାନେ ଧନରେ ଯଶସ୍ଵୀ ହୋଇଥାନ୍ତି । ସେମାନେ ସବୁ ବେଳେ ଖୁସିରେ ରହିବା ପାଇଁ ଭଲ ପାଇଥାନ୍ତି ଓ ସେମାନେ ନିଜ ଜିବନ ସାଥି ସହ ସବୁବେଳେ ଖୁସିରେ ରହିବା ସହ ନ୍ଯାୟ ପତ୍ନୀ କୁ ସବୁବେଳେ ସୁଖ ପ୍ରଦାନ କରିଥାନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।