ବାଛନ୍ତୁ ଯେ କୌଣସି ଗୋଟିଏ ଫୁଲ ଓ ଜାଣନ୍ତୁ ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ଫୁଲ ର ଚିତ୍ର ଦେଖାଇବୁ ।

ଆପଣଂକୁ ଏହି ଫୁଲ ମଧ୍ୟରୁ ଯେ କୌଣସି ଗୋଟିଏ ଫୁଲ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଂକୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଂକୁ ଯେ କୌଣସି ଗୋଟିଏ ଫୁଲ ର ଚିତ୍ର କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ଫୁଲ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ଭବିଷ୍ୟତ ରେ ଲଭ ମ୍ୟାରେଜ କରିବେ ଅଥବା ଆରେଞ୍ଜ ମ୍ୟାରେଜ ।ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ଫୁଲର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ଫୁଲ କୁ ବାଛିବାକୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଫୁଲର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ଫୁଲ ର ଛବି ଅନୁସାରେ ଆପଣ ଭବିଷ୍ୟତ ରେ ଲଭ ମ୍ୟାରେଜ କରିବେ ଅଥବା ଆରେଞ୍ଜ ମ୍ୟାରେଜ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ଫୁଲ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ରେ ଥିବା ଫୁଲ ର ଛବି କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଭବିଷ୍ୟତ ରେ ଲଭ ମ୍ୟାରେଜ କରିବେ କାରଣ ଆପଣ ଦେଖିବାକୁ ବହୁତ ସୁନ୍ଦର ଏବଂ ଆଟ୍ରାକ୍ଟିଭ ଅଟନ୍ତି । ଆପଣ ବହୁତ ରୋମାଣ୍ଟିକ ମଧ୍ୟ ଅଟନ୍ତି । ତେଣୁ ଆପଣ ଲଭ ମ୍ୟାରେଜ କରିବାରେ ଅଧିକ ରୁଚି ରଖନ୍ତି ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୨ ରେ ଥିବା ଫୁଲ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୨ ରେ ଥିବା ଫୁଲ ର ଛବି କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଭବିଷ୍ୟତ ରେ ଆରେଞ୍ଜ ମ୍ୟାରେଜ କରିବେ । କାରଣ ଆପଣ ଜଣେ ଶାନ୍ତ ଏବଂ ସାଧାସିଧା ବ୍ୟକ୍ତିତ୍ବ ଅଟନ୍ତି । ଆପଣ ସର୍ବଦା ଶାନ୍ତିପୂର୍ଣ୍ଣ ରେ ନିଜର କାମ କରିବାକୁ ପସନ୍ଦ କରନ୍ତି ଏବଂ ଆପଣ ଆରେଞ୍ଜ ମ୍ୟାରେଜ ଉପରେ ଅଧିକ ବିଶ୍ୱାସ ରଖନ୍ତି ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୩ ରେ ଥିବା ଫୁଲ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୩ ରେ ଥିବା ଫୁଲ ର ଛବି କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଭବିଷ୍ୟତ ରେ ଲଭ ମ୍ୟାରେଜ କରିବେ । କାରଣ ଆପଣ ସମ୍ପର୍କ ର ମହତ୍ତ୍ୱ କୁ ବୁଝିଥାନ୍ତି ଏବଂ ସମସ୍ତ ଙ୍କୁ ମାନ ସମ୍ମାନ ପ୍ରଦାନ କରନ୍ତି । ଆପଣ ସମସ୍ତ ସମ୍ପର୍କ କୁ ଗୁରୁତ୍ୱ ପ୍ରଦାନ କରନ୍ତି ଏବଂ ଆପଣ ଲଭ ମ୍ୟାରେଜ ଉପରେ ଅଧିକ ବିଶ୍ୱାସ ରଖନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *