ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପରୀ ଏବଂ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା- Personality Test

ନମସ୍କାର ବନ୍ଧୁଗଣ ପରୀ ସମସ୍ତଙ୍କୁ ପସନ୍ଦ ଥାଆନ୍ତି । ଛୋଟ ବେଳେ ବୁଢ଼ୀ ମାଆ ଙ୍କ କାହାଣୀ ହିଁ ଆମକୁ ଏମାନଙ୍କ ସହ ଯୋଡି ରଖିଛି । କିନ୍ତୁ ପରୀ ବାସ୍ତବରେ ଥାଆନ୍ତି କିମ୍ବା ନାହିଁ ଏହା ଏକ ବଡ଼ ପ୍ରଶ୍ନ ରହିଛି ।

କିନ୍ତୁ ଅନେକ କ୍ଷେତ୍ରରେ ଏହା ପ୍ରମାଣିତ କରା ଯାଇଛି କି ବାସ୍ତବରେ ପରୀ ମାନେ ରହିଥାନ୍ତି ଏବଂ ଦେଵତା ଏବଂ ଅଦୃଶ୍ୟ ଶକ୍ତି ସହ ସେମାନଙ୍କର ସମ୍ପର୍କ ରହିଥାଏ । ଏଠାରେ ଆମେ ଆପଣ ଙ୍କୁ ଚିତ୍ର ମାଧ୍ୟମରେ ଚାରି ଜଣ ପରୀ ଙ୍କୁ ଦେଖାଉଛୁ ।

ଏହି ଚାରି ଜଣ ପରୀ ଅଲଗା ଅଲଗା ରଙ୍ଗର ଏବଂ ଏହା ଭିତରୁ ହିଁ ଆପଣଙ୍କୁ ଗୋଟିଏ ରଙ୍ଗର ପରୀ କୁ ବାଛିବାର ଅଛି ଏବଂ ଏହି ଚୟନ ଦ୍ୱାରା ହିଁ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ଆପଣଙ୍କ ମନରେ ଥିବା ରହସ୍ୟ ମଧ୍ୟ ଆମେ ଜାଣି ପାରିବା । ତେବେ ଆସନ୍ତୁ ଜାଣିନେବା ଏହି ପରୀ ମାନଙ୍କ ଚୟନ ପଛରେ ଥିବା ରହସ୍ୟ ।

୧-ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ରଙ୍ଗର ଅର୍ଥାତ ନାଲି ରଙ୍ଗର ପରୀ କୁ ଚୟନ କରୁଛନ୍ତି ତେବେ ଆପଣ ଏକ ଉର୍ଜାବାନ ବ୍ୟକ୍ତିତ୍ବ ଏବଂ ଆପଣ ସବୁ ପରିସ୍ଥିତି କୁ ବହୁତ ଶାନ୍ତ ଏବଂ ସହଜରେ ଗ୍ରହଣ କରିଥାନ୍ତି ଏବଂ ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନେବା ଆପଣଂକୁ ପସନ୍ଦ ନୁହେଁ । ଆପଣଙ୍କ ବ୍ୟକ୍ତିତ୍ବ କୁ କେହି ଅତି ସହଜରେ ବୁଝି ପାରିବେ ନାହିଁ ଯେତେ ପର୍ଯ୍ୟନ୍ତ ସେ ଆପଣଙ୍କ ସହ ମିଶି ନାହିଁ ।

ଆପଣ ନିଜ ସହିତ ଯୋଡି ହୋଇ ରହିଥିବା ଲୋକଙ୍କ ର ବହୁତ ଖାସ ଏବଂ ଆପଣ ତାଙ୍କ ଖୁସି ପାଇଁ କିଛିବି କରି ପାରିବେ । ଆପଣ ଏକଦମ ଖୋଲା ହୃଦୟ ରଖୁଥିବା ବ୍ୟକ୍ତି ତା ସହିତ ଆପଣଙ୍କ ବିଚାର ମଧ୍ୟ ଆଧୁନିକ ଏବଂ ଆପଣ ସର୍ଵଦା ସତ କୁହନ୍ତି ଏବଂ ଅନ୍ୟଙ୍କୁ ନିଜ ଭୁଲ କହି ସେମାନଙ୍କୁ ସୁଧାରିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି ।

୨- ଯଦି ଆପଣ ଦ୍ୱିତୀୟ ଅର୍ଥାତ ସବୁଜ ରଙ୍ଗର ପରୀ କୁ ଚୟନ କରୁଛନ୍ତି ତେବେ ଆପଣ ପ୍ରକୃତି ଭଳି ଶାନ୍ତ ଏବଂ ସରଳ ସ୍ଵଭାଵ ର ଆପଣଙ୍କ ପ୍ରତି କେହି ବି ଆକର୍ଷିତ ହୋଇ ଯାଏ ଏବଂ ଏହା ସତ୍ୟ ମଧ୍ୟ କି ଆପଣ କେବେବି କାହାକୁ କଷ୍ଟ ଦେବା ପସନ୍ଦ କରନ୍ତି ନାହିଁ । ସମସ୍ତଙ୍କ ସହ ଖୁସିରେ ରହିବା ପସନ୍ଦ ।

୩- ଯଦି ଆପଣ ତୃତୀୟ ଅର୍ଥାତ ବାଇଗଣୀ ରଙ୍ଗର ପରୀ କୁ ଚୟନ କରିଛନ୍ତି ତେବେ ଆପଣ ସେହି ଭଳି ବ୍ୟକ୍ତି ଯିଏ ବହୁତ ଗଭୀର ଚିନ୍ତା ଧାରା ରଖିଥାନ୍ତି । ଆପଣ ନିଜ ଭାବନାରେ ଏତେ ବୁଡି ଯାଆନ୍ତି କି ଆପଣଙ୍କ ଆଖ ପାଖରେ କଣ ଘଟୁଛି ତାର ମଧ୍ୟ ଅନୁଭବ ହୁଏ ନାହିଁ । ଆପଣ ଅନ୍ୟକୁ ସାହାଯ୍ୟ କରିବା ଏବଂ ତାଙ୍କ ଦୁଃଖ କୁ ନିଜ ଦୁଃଖ ଭାବିବା ଆପଣଙ୍କ ସ୍ଵଭାଵ ର ଅଂଶ । ସମସ୍ତ ଙ୍କ ସହ ଆପଣ ବାନ୍ଧି ହୋଇ ରହିଥାନ୍ତି ।

୪- ଯଦି ଆପଣ ଚତୁର୍ଥ ଅର୍ଥାତ ନୀଳ ରଙ୍ଗର ପରୀ କୁ ଚୟନ କରିଛନ୍ତି ତେବେ ଆପଣ ସର୍ଵଦା ଖୁସି ରେ ରୁହନ୍ତି ଏବଂ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି । ଆପଣ ଜୀବନର ପୁରା ଆନଂଦ ନେଇଥାନ୍ତି । ଜୀବନରେ ଆସୁଥିବା ସମସ୍ୟା କୁ ଡରନ୍ତି ନାହିଁ କିମ୍ବା ଭାଙ୍ଗନ୍ତି ନାହିଁ ତାର ସାମ୍ନା କରିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *