ବାଛନ୍ତୁ ଯେ କୌଣସି ଗୋଟିଏ ହାର୍ଟ ଓ ଜାଣନ୍ତୁ ନିଜର ଲଭ ସିକ୍ରେଟ- Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ ୩ଟି ହାର୍ଟ ର ଚିତ୍ର ଦେଖାଇବୁ ।

ଆପଣଙ୍କୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ଲଭ୍ ସିକ୍ରେଟ କଣ । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ୩ଟି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ଲଭ୍ ସିକ୍ରେଟ କଣ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯଦି ଆପଣ ପ୍ରଥମ ନମ୍ବର ରେ ଥିବା ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ଶୀଘ୍ର ପ୍ରେମ ରେ ପଡ଼ି ଯାଆନ୍ତି । କିନ୍ତୁ ଆପଣ ଏହା ପୂର୍ବରୁ ଯାହାକୁ ବି ଭଲ ପାଆନ୍ତି ତାଙ୍କ ସମ୍ବନ୍ଧରେ ସବୁ ଜିନିଷ ଭଲ ଭାବରେ ପରୀକ୍ଷା କରନ୍ତି । ଆପଣ ଯେଉଁ ବ୍ୟକ୍ତି କୁ ଭଲ ପାଆନ୍ତି ସେହି ବ୍ୟକ୍ତି କୁ ହିଁ ନିଜର ଜୀବନ ସାଥି କରନ୍ତି । ପ୍ରେମ ମାମଲାରେ ପ୍ରପୋଜ କରିବା ଆପଣଙ୍କୁ ଖୁବ ଭଲ ଭାବରେ ଜଣା ।

୨. ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ନମ୍ବର ରେ ଥିବା ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ପ୍ରେମ ମାମଲାରେ ସବୁ ଛୋଟ ଛୋଟ କଥା କୁ ମନରେ ଲଗାଇ ଦିଅନ୍ତି । କିନ୍ତୁ ଆପଣ ଯାହାକୁ ବି ପ୍ରେମ କରନ୍ତି ସେହି ପ୍ରେମ କୁ ନିଭାଇବାକୁ ସର୍ବଦା ଚେଷ୍ଟା କରନ୍ତି । ଆପଣ ନିଜ ପ୍ରେମ କୁ ପାଇବା ନିମନ୍ତେ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି ।

୩. ବନ୍ଧୁଗଣ ଯଦି ଆପଣ ତୃତୀୟ ନମ୍ବର ରେ ଥିବା ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ପ୍ରେମ ମାମଲାରେ ବହୁତ ରୋମାଣ୍ଟିକ ଅଟନ୍ତି । ଆପଣଙ୍କୁ ଭଲ ପାଉଥିବା ବ୍ୟକ୍ତି ଙ୍କ ଲିଷ୍ଟ ବହୁର ଲମ୍ବା ଅଟେ । କିନ୍ତୁ ଆପଣ ସର୍ବଦା ନିଜର ପାର୍ଟନର ଙ୍କୁ ହିଁ ଭଲ ପାଆନ୍ତି ଏବଂ ତାଙ୍କ ପ୍ରତି ଇମାନଦାର ରୁହନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *