ବାଛନ୍ତୁ ନିଜ ପସନ୍ଦ ର ଗୋଟିଏ ଗିଫ୍ଟ ବକ୍ସ ଓ ଜାଣନ୍ତୁ ଏପ୍ରିଲ ରେ ଆପଣଙ୍କୁ କଣ ମିଳିବ ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ଗିଫ୍ଟ ବକ୍ସ ର ଚିତ୍ର ଦେଖାଇବୁ ।

ଆପଣଂକୁ ଏହି ଗିଫ୍ଟ ବକ୍ସ ମଧ୍ୟରୁ ଯେ କୌଣସି ଗୋଟିଏ ଗିଫ୍ଟ ବକ୍ସ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଂକୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ ସେକେଣ୍ଡ ମଧ୍ୟରେ ଆପଣଂକୁ ଯେକୌଣସି ଗୋଟିଏ ଗିଫ୍ଟ ବକ୍ସ ର ଚିତ୍ର କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ଗିଫ୍ଟ ବକ୍ସ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କୁ ଏପ୍ରିଲ ମାସରେ କଣ ଗିଫ୍ଟ ମିଳିବ । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ଗିଫ୍ଟ ବକ୍ସ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ଗିଫ୍ଟ ର ବକ୍ସ କୁ ବାଛିବାକୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଗିଫ୍ଟ ବକ୍ସ ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ଗିଫ୍ଟ ବକ୍ସ ର ଛବି ଅନୁସାରେ ଆପଣଙ୍କୁ ଏପ୍ରିଲ ମାସରେ କଣ ଗିଫ୍ଟ ମିଳିବ । । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ଗିଫ୍ଟ ବକ୍ସ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ରେ ଥିବା ଗିଫ୍ଟ ବକ୍ସ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଏହି ଏପ୍ରିଲ ମାସରେ ଗିଫ୍ଟ ସ୍ୱରୂପ ଚାକିରୀ ଏବଂ ପଇସା ପ୍ରାପ୍ତ ହେବ ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୨ ରେ ଥିବା ଗିଫ୍ଟ ବକ୍ସ ର ଚିତ୍ର ସମ୍ବନ୍ଧରେ । ଯଦି ଆପଣ ନମ୍ବର ୨ ରେ ଥିବା ଗିଫ୍ଟ ବକ୍ସ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଏହି ଏପ୍ରିଲ ମାସରେ ଗିଫ୍ଟ ସ୍ୱରୂପ ଆପଣଙ୍କ ପାର୍ଟନର ଙ୍କ ପକ୍ଷ ରୁ ଲଭ୍, କେୟାର ଏବଂ ସପୋର୍ଟ ପ୍ରାପ୍ତ ହେବ ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୩ ରେ ଥିବା ଗିଫ୍ଟ ବକ୍ସ ର ଚିତ୍ର ସମ୍ବନ୍ଧରେ । ଯଦି ଆପଣ ନମ୍ବର ୩ ରେ ଥିବା ଗିଫ୍ଟ ବକ୍ସ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଙ୍କୁ ଏହି ଏପ୍ରିଲ ମାସରେ ଗିଫ୍ଟ ସ୍ୱରୂପ ନୂଆ ନୂଆ ମିତ୍ର ଏବଂ ଅନେକ ଖୁସି ପ୍ରାପ୍ତ ହେବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ମଜାଦାର ଗେମ ଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।  ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *