ବାଛନ୍ତୁ ଗୋଟିଏ ଫେସ ମାସ୍କ ଓ ଜାଣନ୍ତୁ ତାଙ୍କର ଆପଣଙ୍କ ଲାଇଫ ରେ ଆସିବାର ମତଲବ କଣ ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ଫେସ ମାସ୍କ ର ଚିତ୍ର ଦେଖାଇବୁ ।

ଏବଂ ଆପଣଙ୍କୁ ଏହି ଫେସ ମାସ୍କ ମଧ୍ୟରୁ ଯେ କୌଣସି ଗୋଟିଏ ଫେସମାସ୍କ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ ।

ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ଫେସ ମାସ୍କ ର ଚିତ୍ର କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ଫେସ ମାସ୍କ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କ ପାର୍ଟନର ଆପଣଙ୍କ ଜୀବନ କୁ ଆସିବାର ଉଦ୍ଦେଶ୍ୟ କଣ ଅଟେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ଫେସ ମାସ୍କ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ଫେସ ମାସ୍କ ର ଚିତ୍ର କୁ ବାଛିବାକୁ ପଡ଼ିବ ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଫେସ ମାସ୍କ ର ଛବିକୁ ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ଫେସ ମାସ୍କ ର ଛବି ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କ ଜୀବନ ରେ ଆସିବାର ଉଦ୍ଦେଶ୍ୟ କଣ ଅଟେ । । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯଦି ଆପଣ ପ୍ରଥମ ନମ୍ବର ରେ ଥିବା ଫେସ ମାସ୍କ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କୁ ହୃଦୟ ରୁ ଭଲ ପାଆନ୍ତି ଏବଂ ନିଜ ଠାରୁ ମଧ୍ୟ ଅଧିକ ଆପଣଙ୍କ ବିଷୟରେ ଜାଣିଥାନ୍ତି । ସେ ସର୍ଵଦା ଆପଣଙ୍କ ଆଖପାଖ ରେ ରହିବାକୁ ପସନ୍ଦ କରନ୍ତି ଏବଂ ସେ ଗୋଟିଏ ମୁହୂର୍ତ୍ତ ମଧ୍ୟ ଆପଣଙ୍କ ବିନା ରହି ପାରିବେ ନାହିଁ । ଏହି କାରଣରୁ ସେ ଆପଣଙ୍କ ଜୀବନ କୁ ଆସିଛନ୍ତି ।

୨. ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ନମ୍ବର ରେ ଥିବା ଫେସ ମାସ୍କ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି ଏବଂ ଆପଣଙ୍କୁ ବିବାହ କରିବାକୁ ଚାହାନ୍ତି । ଏହି କାରଣରୁ ସେ ଆପଣଙ୍କ ଜୀବନ କୁ ଆସିଛନ୍ତି ।

୩. ବନ୍ଧୁଗଣ ଯଦି ଆପଣ ତୃତୀୟ ନମ୍ବର ରେ ଥିବା ଫେସ ମାସ୍କ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ବିନା ବଞ୍ଚି ପାରିବେ ନାହିଁ ଏବଂ ସେ ଆପଣଙ୍କୁ ଯେ କୌଣସି ଉପାୟ ରେ ହାସଲ କରିବାକୁ ଚାହାନ୍ତି । ଏହି କାରଣରୁ ସେ ଆପଣଙ୍କ ଜୀବନକୁ ଆସିଛନ୍ତି ।

୪. ବନ୍ଧୁଗଣ ଯଦି ଆପଣ ଚତୁର୍ଥ ନମ୍ବର ରେ ଥିବା ଫେସ ମାସ୍କ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ବହୁତ ସମ୍ମାନ କରନ୍ତି ଏବଂ ସେ ସର୍ବଦା ଆପଣଙ୍କ ହୃଦୟ ରେ ରହିବାକୁ ଚାହାନ୍ତି । ଆପଣଙ୍କ ସାଥ ତାଙ୍କୁ ବହୁତ ପସନ୍ଦ । ଏହି କାରଣରୁ ସେ ଆପଣଙ୍କ ଜୀବନ ରେ ଆସିଛନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *