ଅଟା ଦଳିବା ସମୟରେ ମାତ୍ର ଏହି ଗୋଟେ କାମ କରନ୍ତୁ, ପୁରା ପରିବାର ଲୋକଙ୍କ ଭାଗ୍ୟ ବଦଳେଇ ଦେବ…Anuchinta

ବନ୍ଧୁଗଣ ସବୁ ଲୋକଙ୍କ ଘରେ ଘରେ ରୁଟି ପ୍ରସ୍ତୁତ ହୋଇଥାଏ । ରୁଟି କରିବା ପାଇଁ ପ୍ରଥମେ ଅଟାକୁ ଭଲ ଭାବେ ଦଳିବାର ଆବଶ୍ୟକତା ରହିଥାଏ । ତେବେ ଏହି ଅଟା ଦଳିବା ସମୟରେ ଅଟା ଦଳୁଥିବା ଘରର ଯେକୌଣସି ସଦସ୍ୟଙ୍କୁ ଏହି କାମ କରିବା ଉଚିତ । ଯାହାଦ୍ୱାରା ସେହି ଚକଟା ଅଟାରୁ ପ୍ରସ୍ତୁତ ରୁଟି ଯିଏ ମଧ୍ୟ ଖାଇବ । ତେବେ ସେହି ଲୋକଙ୍କର ଶୋଇଥିବା ଭାଗ୍ୟର ଉଦୟ ହୋଇଯିବ ।

ହଁ ବନ୍ଧୁଗଣ ଆପଣଙ୍କୁ ଏହି କଥା ଶୁଣି ଅବାକ ଲାଗୁଥାଇପାରେ ହେଲେ ଏହି କଥାରେ କେତେ ଯେ ସତ୍ୟତା ରହିଛି । ଆମେ କହୁଥିବା ନିୟମକୁ ପାଳନ କରି ଯଦି ଆପଣ ଅଟା ଦଳି ସେଥିରୁ ପ୍ରସ୍ତୁତ ରୁଟି ଖାଇବେ ତେବେ ଯାଇ ଜାଣିପାରିବେ । ଅଟା ଚକଟୁଥିବା ସମୟରେ ସବୁବେଳେ ନିଜର ଇଷ୍ଟ ଦେବତାକୁ ସ୍ମରଣ କରନ୍ତୁ । ଆପଣ ଯେଉଁ ଧର୍ମର ହୋଇଥାନ୍ତୁ ନା କାହିଁକି ? ଆପଣଙ୍କର ଯିଏ ବି ଇଷ୍ଟ ଦେବତା ଅଟନ୍ତି । ତାଙ୍କୁ ସବୁବେଳେ ମନେ ପକାଇ ସ୍ମରଣ କରନ୍ତୁ ।

ଯେତେବେଳେ ମଧ୍ୟ ଆପଣ ଅଟା ଚକଟିବା ପାଇଁ ବସୁଛନ୍ତି । ପ୍ରଥମେ ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ବସନ୍ତୁ ଏବଂ ଅଟା ଦଳିବା ସମୟରେ ଯେପରି ଆପଣ ଆପଣଙ୍କର ଭଗବାନଙ୍କର ପାଦକୁ ଦବାଉଛନ୍ତି ସେହି କଥାକୁ ଧ୍ୟାନରେ ରଖି କାମ କରନ୍ତୁ । ଯେତେ ସମ୍ଭବ ସେହି ଭଗବାନଙ୍କୁ ସ୍ମରଣ କରନ୍ତୁ ।

କାରଣ ଯେତେବେଳେ ଆପଣ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ସେତେବେଳେ ଆପଣଙ୍କ ମନ ଖୁସି ରହିବା ଦରକାର । ଆପଣଙ୍କ ମନରେ ପଜିଟିଭ ଭାବନା ରହିବା ଉଚିତ । ଯଦି ଆପଣ ସବୁବେଳେ ଭଲ ଭାବନା ନେଇ ରୁଟି ହେଉ ଅବା ଯେ କୌଣସି ରୋଷେଇ ଭଲ ମନରେ କରିବେ । ତେବେ ଆପଣଙ୍କ ଖାଦ୍ୟ ଅଧିକ ସୁଆଦିଆ ଲାଗିବ । ଏଥିସହ ଯେଉଁ ଲୋକ ମଧ୍ୟ ସେହି ଖାଦ୍ୟକୁ ଖାଇବେ । ତାଙ୍କ ମନ ପ୍ରଫୁଲ୍ଲିତ ରହିବ ।

ପରିବାର ସଦସ୍ୟଙ୍କ ମନ ପ୍ରସନ୍ନ ରହିବା ଦ୍ଵାରା ଘରୁ ଅଶାନ୍ତି ଦୂର ହୋଇଥାଏ । ପରିବାରର ସମସ୍ତେ ଆନନ୍ଦରେ ରହିଥାନ୍ତି । ଘରର ଅଭାବ, ଗରିବୀ ଏସବୁ ଦୂର ହୋଇଥାଏ । ଯେଉଁ ଘର ପରିବାରରେ ଏକତା ଓ ସମସ୍ତଙ୍କ ମଧ୍ୟରେ ଭଲ ପାଇବା, ବୁଝାମଣା ସବୁ ରହିଥାଏ । ସେହି ଘର ଉପରେ ସବୁବେଳେ ଭଗବାନଙ୍କର ଆଶ୍ରୀବାଦ ରହିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *