Health Tips- ମଲା ପର୍ଯ୍ୟନ୍ତ ହେବ ନାହିଁ ଆଣ୍ଠୁ-ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା…80 ବର୍ଷ ବୟସରେ ବି ଭରିଦେବ 26 ବର୍ଷ ପରି ଜୋସ ଆଉ ଶକ୍ତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁଳସୀ ଗଛର ଅନେକ ପ୍ରକାର ବିଶେଷତା ରହିଛି । ଯେଉଁ କାରଣରୁ ଆମେ ତୁଳସୀକୁ ନିଜର ମା’ର ଆକ୍ଷା ଦେଇଥାଉ । ତୁଳସୀକୁ ଆମେ ବିଭିନ ପ୍ରକାର କାମରେ ଲଗାଇଥାଉ। ଯେପରି ପୂଜା ଠାରୁ ଆରମ୍ଭ କରି ଶରୀରର ହିତ ପାଇଁ ଏହାକୁ ଆମେ ଖାଇ ମଧ୍ୟ ଥାଉ । ଘରର ଅଗଣାରେ ତୁଳସୀ ଗଛ ଲଗାଇବା ହିତକର ହୋଇଥାଏ । କାରଣ ତୁଳସୀ ଗଛକୁ ଘର ଅଗଣାରେ ଲଗାଇବା ଦ୍ଵାରା ଏହା ନିଜ ପାଖରୁ  ସମସ୍ତ ଭାଇରସ ଓ ବାକ୍ଟେରିଆକୁ ଦୂରେଇ ରଖିଥାଏ ।

ତୁଳସୀ ଗଛ ଲାଗିଥିବା ସ୍ଥାନ ମାନଙ୍କରେ  ମଶା ମଧ୍ୟ ଆସିନଥାନ୍ତି । ତୁଳସୀ ଗଛର ପ୍ରଭାବରେ ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିନଥାନ୍ତି । ମନ୍ଦିରରେ ଯେଉଁ  ପିତ୍ତଳର ପାତ୍ରରେ ଚରଣାମୃତ ପ୍ରସ୍ତୁତ ହୋଇଥାଏ । ସେଥିରେ ମଧ୍ୟ ତୁଳସୀ ପତ୍ର ପଡିଥାଏ । ପିତ୍ତଳରେ ଯେଉଁ ପାଣି ଓ ଅନ୍ଯାନ୍ଯ ସାମଗ୍ରୀ ଓ ତୁଳସୀ ମିଶି ଚରଣାମୃତ ତିଆରି ହୋଇଥାଏ। ଆମେ ଖାଲି ପେଟରେ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଯେତେବେଳେ ଏହି ଅମୃତକୁ ସେବନ କରିଥାଉ ।

ଏହା ଆମ ଶରୀର ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ । ଯେପରିକି ଚୁଟି ଝଡିବା କମିଥାଏ, ବ୍ଲଡ଼ ପ୍ରେସର ଠିକ ରହିଥାଏ ଓ ଡାଇବେଟିସ କଣ୍ଟ୍ରୋଲ ହୋଇଥାଏ । ସେଥିପାଇଁ କି ଧର୍ମ ଉପରେ ନ ହସିକି ତା ପଛରେ ଥିବା ବିଜ୍ଞାନ କାରଣକୁ ବୁଝିବାକୁ ଚେଷ୍ଟା କରନ୍ତୁ । ତୁଳସୀ ଦୁଇ ପ୍ରକାର ଥାଏ । ଯେପରିକି ରାମ ତୁଳସୀ ଓ ଶ୍ଯାମ ତୁଳସୀ । ଶ୍ଯାମ ତୁଳସୀ ଯାହାକୁ ଆମେ କଳା ତୁଳସୀ ମଧ୍ୟ କହିଥାଉ ।

ତୁଳସୀ ପତ୍ରକୁ କେବେ ମଧ୍ୟ ଚୋବାଇ ନ ଖାଇ ତାକୁ ଟିକି ଟିକି କରି କାଟି ଗିଳି ଦିଅନ୍ତୁ।  ଆପଣଙ୍କର ଯଦି ଡାଇବେଟିସ ଅଛି, ତେବେ ସକାଳୁ ଖାଲି ପେଟରେ ତୁଳସୀ ପତ୍ରକୁ ଖାଆନ୍ତୁ । ଯାହା ସୁଗାର କଣ୍ଟ୍ରୋଲ କରି ଡାଇବେଟିସ ନିୟନ୍ତ୍ରଣରେ ରଖିବ । ଯାହାକୁ ଥଣ୍ଡା ଜ୍ଵର ହୋଇଥିବ, ସେ ତୁଳସୀ ପତ୍ରକୁ ବାଟି ତାର ରସରେ ମହୁ ମିଶାଇ ଏକ ଚାମଚ ପ୍ରତିଦିନ ସେବନ କରିବା ଦ୍ଵାରା ଆପଣଙ୍କର ସମସ୍ତ ଥଣ୍ଡା, ଜ୍ଵର ଓ କାଶ ମଧ୍ୟ ଭଲ ହୋଇଯିବ ।

ଯଦି ଆପଣଙ୍କର କେଶ ଝଡୁଥିବ, ରୁପି ହୋଇଥିବ ଓ କେଶ ବହୁତ ପତଳା ହୋଇଥିବ କିମ୍ବା କେଶ ଧଳା ହେବାକୁ ଲାଗୁଥିବ। ତାହେଲେ  ତୁଳସୀ ପତ୍ରର ରସ ବାହାର କରି ନିଜର କେଶର ମୂଳରେ ଲଗାନ୍ତୁ । ଏହିପରି କିଛି ଥର କରିବା ଦ୍ଵାରା ରୁପି ସମସ୍ଯା ଦୂର ହୋଇଥାଏ ।

ଏକ ମାସ ମଧ୍ୟରେ ଚୁଟି ଝଡିବା ସମସ୍ଯା ଦୂର ହୋଇଯାଇଥାଏ । ସପ୍ତାହକୁ ଏପରି ଦୁଇ ଥର କରିବା ଦ୍ଵାରା କେଶ ଜନିତ ସମସ୍ତ ସମସ୍ଯା ଦୂର ହୋଇଯାଇଥାଏ । ତୁଳସୀ ଓ ମୁଲେଠିକୁ ମିଶାଇ ଖାଲି ପେଟରେ ଖାଇବା ଦ୍ଵାରା ଆପଣଙ୍କର ଆସ୍ତମା ସମସ୍ଯା ଦୂର ହୋଇଥାଏ । ଯଦି ଆପଣଙ୍କୁ ଭୋକ ଲାଗିନଥାଏ ତେବେ ଖାଲି ପେଟରେ ତୁଳସୀକୁ ଖାଆନ୍ତୁ । ଦେଖିବେ ବହୁତ ଶୀଘ୍ର ଆପଣଙ୍କୁ ଭୋକ ଲାଗିବା ଆରମ୍ଭ ହୋଇଯିବ । ଆପଣ ମାନେ ଜାଣିପାରିଲେ ତୁଳସୀ ପତ୍ର ଦ୍ଵାରା ଆମର କେତେ ଉପକାର ହେଉଛି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *