Jyotish Shastra- ଆସନ୍ତା ୨୪ ଘଣ୍ଟାରେ ଏହି ୫ ରାଶିରେ ପ୍ରବଳ ପଇସା ବର୍ଷା, ସୁନା ପରି ଚମକିବ ଭାଗ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଗ୍ରହ ମାନଙ୍କ ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରେ । ଗ୍ରହ ର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ । ରାଶି ମାନଙ୍କ ଭାଗ୍ୟ ଗ୍ରହ ଗୁଡିକର ଚଳନ ଉପରେ ହିଁ ନିର୍ଭରଶୀଳ ।

ତେବେ ବନ୍ଧୁଗଣ ଆଜି ଠାରୁ ୧୨ ଟି ରାଶି ମଧ୍ୟରୁ ୫ଟି ରାଶି ମାନଙ୍କ ର ଗ୍ରହର ଚଳନ ହେତୁ ସେମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି ଏବଂ ସେମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ସିଂହ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ସିଂହ ରାଶି’ । ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ସକାରାତ୍ମକତା ଉର୍ଜା ର ସଞ୍ଚୟ ହେବ । ଏହାଦ୍ବାରା ଆପଣଙ୍କୁ କୌଣସି ବଡ଼ ଧରଣ ର ଲାଭ ପ୍ରାପ୍ତ ହେବ । ବହୁତ ଦିନ ଧରି କରି ଆସୁଥିବା କାର୍ଯ୍ୟ ରେ ଉଚିତ ଫଳ ମିଳିବ । ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ନିଜ କର୍ମ କ୍ଷେତ୍ର ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଅନୁଭବ ଓ ବୁଦ୍ଧିମାନ କାରଣରୁ ଲୋକମାନେ ଆପଣଙ୍କୁ ଆଦର୍ଶ ମଧ୍ୟ ମାନି ପାରନ୍ତି ଏବଂ ଆପଣଙ୍କ ଠାରୁ ପରାମର୍ଶ ମଧ୍ୟ ଲୋଡ଼ା କରିବେ । ଆପଣଙ୍କ ମାନ, ସମ୍ମାନ ଓ ଖ୍ୟାତି ରେ ବୃଦ୍ଧି ଘଟିବ ।

୨. କନ୍ୟା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘କନ୍ୟା ରାଶି’ । ଏହି ରାଶିର ବ୍ୟକ୍ତି ଙ୍କ ଜୀବନ ରେ ଥିବା ସମସ୍ତ ଆର୍ଥିକ ଜନିତ ସମସ୍ୟା ର ସମାଧାନ ହେବ । କୌଣସି ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ଠାରୁ ପରାମର୍ଶ ମିଳି ପାରିବ । ପରିବାର ର ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ । ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏମାନଙ୍କ ଜୀବନ ର ସମସ୍ତ ସମସ୍ୟା ର ସମାଧାନ ଅତି ସହଜରେ ହୋଇଯିବ । କୌଣସି ବିଶ୍ୱାସନୀୟ ବ୍ୟକ୍ତି ଙ୍କ ସହିତ ଆପଣ ନିଜ ମନର କଥାକୁ ବାଣ୍ଟି ପାରିବେ ।

୩. ବୃଷ ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ବୃଷ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଧନ ପ୍ରାପ୍ତି ନିମନ୍ତେ ନୂଆ ନୂଆ ମାର୍ଗ ଦେଖାଯିବ । ଏମାନଙ୍କ ଜୀବନ ରେ ଥିବା ସମସ୍ତ ବିବାଦ ର ସମାଧାନ ହେବ । ଲୋକମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ । ମହିଳା ମାନେ ନଇଁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ କାର୍ଯ୍ୟ କୁ ବୁଦ୍ଧି ବିଚାର କରି କରନ୍ତୁ, ସଫଳତା ହାସଲ କରିବେ । କୌଣସି ମନ ଭୁଲାଣିଆ କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ ।

୪. କୁମ୍ଭ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘କୁମ୍ଭ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅବଶ୍ୟ ସଫଳତା ହାସଲ ହେବ । ପରିବାର ରେ ଥିବା ଗୃହ କ୍ଳେଶ ଓ ମତାନ୍ତର ଦୂର ହେବ । ପତି ଓ ପତ୍ନୀ ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ସମ୍ପର୍କ ରେ ମଧୁରତା ଆସିବ ।

୫. ବିଚ୍ଛା ରାଶି- ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି, ‘ବିଚ୍ଛା ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଚାକିରୀ ଏବଂ ବ୍ୟାପାର ଉଭୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଏମାନେ କୌଣସି ବ୍ୟକ୍ତି ଙ୍କୁ ପ୍ରଭାବିତ ମଧ୍ୟ କରି ପାରନ୍ତି । ପାର୍ଟନରସିପ ରେ କରିଥିବା କାର୍ଯ୍ୟ ରେ ସଫଳ ହେବେ । କୌଣସି ମନୋରମ ସ୍ଥାନ କୁ ଭ୍ରମଣ କରିବା ନିମନ୍ତେ ଯାଇ ପାରନ୍ତି । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ । ପ୍ରତିଯୋଗୀତା କ୍ଷେତ୍ରରେ ସଫଳତା ହାସଲ କରିବେ । ଏହି ରାଶିର ବ୍ୟକ୍ତି ମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି କିଛି ସମସ୍ୟା ଦେଖାଯିବ,ଏଥିପ୍ରତି ସଚେତନ ରୁହନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *