ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।
୧- ଭାଗ୍ୟଶାଳୀ ଲୋକଙ୍କ ଉପରେ ଈଶ୍ଵରଙ୍କ କୃପା ରହିଥାଏ, ଏବଂ ତାଙ୍କ ଈଶ୍ଵରୀୟ ଶକ୍ତି ମନୁଷ୍ୟର ଚାରିପାଖରେ ରହି ବିପଦ ଆପଦ ରକ୍ଷା କରିବା ସହିତ ସଠିକ ରାସ୍ତା ଦେଖାଇଥାଏ ।
୨- ଯେଉଁ ଲୋକ ମାନଙ୍କ ପାଖରେ କା-ମ, କ୍ରୋ-ଧ, ଈ-ର୍ଷା, ମୋ-ହ, ମା-ୟା, ଲୋ-ଭ ଏବଂ ଅ-ହଂ-କା-ର ଭଳି ଗୁଣ ବହୁତ କମ ରହିଥାଏ, ସେମାନଙ୍କ ଉପରେ ଇଶ୍ଵରଙ୍କ ବିଶେଷ କୃପା ରହିଥାଏ ।
୩- ଯେଉଁ ଲୋକ ମାନେ ମୁଖରେ ଅନ୍ୟକୁ ଖରାପ କଥା କହି ନଥାନ୍ତି ଏବଂ ଅନ୍ୟପ୍ରତି ସ୍ନେହ ସଇହାର୍ଦ୍ୟ ରଖୁଥିବା ଲୋକଙ୍କ ଉପରେ ଇଶ୍ଵରଙ୍କ କୃପା ରହିଥାଏ ।
୪- ଯେଉଁ ଲୋକ କୌଣସି ବ୍ୟ-ଭି-ଚା-ର କରିନଥାନ୍ତି ଏବଂ ଅଳ୍ପରେ ସନ୍ତୁଷ୍ଟ ରହୁଥିବା ଲୋକଙ୍କ ଉପରେ ଇଶ୍ଵରଙ୍କ କୃପା ରହିଥାଏ ।
୫- ଯେଉଁ ଲୋକ ନିଜ ସ୍ଵପ୍ନ ରେ ମନ୍ଦିର କିମ୍ବା ମନ୍ଦିରର ଆଖପାଖ ଦେଖିଥାନ୍ତି, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଲୋକମାନେ ସ୍ଵପ୍ନ ରେ ଈଶ୍ଵରଙ୍କୁ ସାକ୍ଷାତକାର କରିଥାନ୍ତି, ସେମାନଙ୍କ ପାଖରେ ଈଶ୍ଵରୀୟ ଶକ୍ତି ରହିଥାଏ ।
୬- ଯେଉଁ ଲୋକ ମାନେ ଦୈନିକ କାର୍ଯ୍ୟ କରିବା ପରେ ଈଶ୍ଵରଙ୍କୁ ଭକ୍ତି, ଆରାଧନା ଏବଂ ନାମ ସ୍ମରଣ କରିଥାନ୍ତି ସେମାନଙ୍କୁ ଅଲୌକିକ ଶକ୍ତି ସୁରକ୍ଷା ଦେଇଥାଏ ।
୭- ଯେଉଁ ଲୋକଙ୍କ ଉପରେ ଇଶ୍ଵରଙ୍କ କୃପା ରହିଥାଏ, ସେମାନେ ସମାଜପ୍ରତି ଥିବା ଦାଇତ୍ଵ ସମ୍ପାଦନ କରିବାରେ ସମର୍ଥ ହୋଇଥାନ୍ତି ।
୮- ଯେଉଁ ଲୋକଙ୍କ ଉପରେ ଇଶ୍ଵର ଙ୍କ କୃପା ହୋଇଥାଏ, ସେମାନେ ବି-ପ-ଦ ଆପଦ ସମୟରେ ମନୁଷ୍ୟ କିମ୍ବା ଜୀବଜନ୍ତୁ ଙ୍କୁ ସାହାର୍ଯ୍ୟ କରିବାରେ ସମର୍ଥ ହୋଇଥାନ୍ତି ।
୯- ଇଶ୍ଵରଙ୍କ କୃପା ପ୍ରାପ୍ତ କରିଥିବା ଲୋକ ମାନେ ବୃଦ୍ଧ ଅସହାୟ ଲୋକଙ୍କ ପ୍ରତି ସମର୍ପିତ ଭାବ ରଖିଥାନ୍ତି ଏବଂ ସମାଜରେ ଉଦାହରଣ ସୃଷ୍ଟି କରିଥାନ୍ତି ।
୧୦- ଇଶ୍ଵରଙ୍କ କୃପା ପ୍ରାପ୍ତ କରିଥିବା ଲୋକ ମାନଙ୍କୁ ପୂର୍ବାଭାସ ହୋଇଥାଏ । ଅର୍ଥାତ ଆଗକୁ ଘଟିବାକୁ ଥିବା ଘଟଣାର ସଂକେତ ପ୍ରାପ୍ତ ହୋଇଥାଏ ।
୧୧- ଯେଉଁ ଲୋକମାନେ ନିଜ ଚାରି ପାଖରେ ସୁଗନ୍ଧିତ ପୁଷ୍ପ, ଧୂପ କିମ୍ବା କର୍ପୁର ବାସନାର ଅନୁଭବ କରିଥାନ୍ତି, ସେମାନଙ୍କୁ ଦଇବିକୃପା ଅଥବା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
୧୨- ଯେଉଁ ଲୋକ ମାନେ ବ୍ରହ୍ମମୂହୁର୍ତ୍ତ ରେ ଉଠିଥାନ୍ତି ଏବଂ ଯେଉଁମାନେ ବ୍ରହ୍ମ ମୁହୂର୍ତ୍ତରେ ଇଶ୍ଵର ଆରାଧନା କରିଥାନ୍ତି, ସେମାନେ ଇଶ୍ଵର ଙ୍କ କୃପା ପ୍ରାପ୍ତ କରିଥାନ୍ତି ।
୧୩- ଯେଉଁ ଲୋକ ମାନେ ନିତ୍ୟ ନିରନ୍ତର ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାନ୍ତି ସେମାନଙ୍କ ଉପରେ ଇଶ୍ଵର ଙ୍କ କୃପା ସଦାସର୍ବଦା ରହିଥାଏ ।
୧୪- ଇଶ୍ଵରଙ୍କ ଭଜନ କୀର୍ତ୍ତନ କରିବା ସମୟରେ କିମ୍ବା ଶୁଣିବା ସମୟରେ ଯେଉଁ ମାନଙ୍କର ମନ ତଲ୍ଲିନ ରହିଥାଏ, ସେମାନଙ୍କୁ ଇଶ୍ଵରଙ୍କ କୃପା ପ୍ରାପ୍ତ ହୋଇଥାଏ ।
୧୫- ଯେଉଁ ଲୋକମାନେ ନିଜକୁ ଇଶ୍ଵରଙ୍କ ଚରଣ ସମର୍ପିତ କରିଥାନ୍ତି, ସେମାନଙ୍କୁ ଇଶ୍ଵରଙ୍କ କୃପା ପ୍ରାପ୍ତ ହୋଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ