ଜଣଙ୍କ ନାମ ଭାବି ବାଛନ୍ତୁ ଯେ କୌଣସି 1 ନମ୍ବର, ଦେଖିବା ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ? (Tarot card reading)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ଭାଗ୍ୟ ପୂର୍ବ ନିର୍ଦ୍ଦାରିତ ହୋଇଯାଇଥାଏ । ଭାଗ୍ୟ ଅନୁସାରେ ହିଁ ବ୍ୟକ୍ତି ପରିଚାଳିତ ହୋଇଥାଏ କିନ୍ତୁ ଏହା ସହିତ ବ୍ୟକ୍ତିକୁ ନିଜର କର୍ମ ଉପରେ ମଧ୍ୟ ବିଶ୍ବାସ ରଖିବା ପାଇଁ ପଡିଥାଏ । ଆପଣଙ୍କୁ ୩ଟି ନମ୍ବର ଦିଆଯିବ । ସେହି ନମ୍ବର ଗୁଡିକ ହେଉଛି ୧, ୨ ଓ ୩ । ଆପଣ ଜାଣିବାକୁ ଚାହୁଁଥିବା କାହାର ମନ କଥା ପାଇଁ ଏହି ୩ଟି ନମ୍ବର ମଧ୍ୟରୁ ଯେକୌଣସି ଗୋଟିଏ ନମ୍ବରକୁ ପସନ୍ଦ କରନ୍ତୁ ।

୧ ନମ୍ବର ;- ଏହି ନମ୍ବରକୁ ପସନ୍ଦ କରିଥିବା ଲୋକଙ୍କ ପାଇଁ ଟାରୋଟ କାର୍ଡ ଏହା ସୂଚନା ଦେଉଛି କି ଆପଣ ଯାହା କଥା ମନରେ ଭାବି ଏହି ସଂଖ୍ୟାକୁ ବାଛିଥିଲେ । ସେହି ବ୍ୟକ୍ତି ଓ ଆପଣଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ସୂଚନା ଦେଉଛି । ସେହି ବ୍ୟକ୍ତି ଆପଣଙ୍କ ଲଭର ହୋଇପାରନ୍ତି କିମ୍ବା ଆପଣଙ୍କ ଜୀବନସାଥି ମଧ୍ୟ ହୋଇପାରନ୍ତି ।

ଯଦି ଆପଣ ଲଭ ରିଲେସନରେ ଆଗରୁ ଥିଲେ ବର୍ତ୍ତମାନ ପ୍ରେମ ସମ୍ପର୍କ ଆଗ ଭଳି ନାହିଁ ।ତଥାପି ସେହି ବ୍ୟକ୍ତି ଆପଣଙ୍କ ସାଥିରେ ପୁଣି ଥରେ ପ୍ରେମ ସମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି । ନଚେତ ସେହି ବ୍ୟକ୍ତି ଆପଣଙ୍କ ସାଥିରେ ବନ୍ଧୁତା ରଖିବାର ସମ୍ଭାବନା ଏଠାରେ ଦେଖାଯାଉଛି । ୨ ନମ୍ବର ;- ଯେଉଁମାନେ ଏହି ୨ ନମ୍ବରକୁ କେଉଁ ବ୍ଯକ୍ତିର ମନର ଭାବନା ଆପଣ ପାଇଁ କଣ ଅଛି ଜାଣିବା ପସନ୍ଦ କରିଥିଲେ ।

ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଜୀବନସାଥି ହିଁ ଅଟନ୍ତି ।ଆପଣଙ୍କୁ ସେ ବହୁତ ସମ୍ମାନ କରନ୍ତି ।ଆପଣ ଜଣେ ଦାୟିତ୍ଵବାନ ବୋଲି ସେ ଭାବନ୍ତି । ଆପଣଙ୍କ ସହିତ ଏକ ସୁନ୍ଦର ସଂସାର ଗଢିବା ପାଇଁ ତାଙ୍କର ଇଚ୍ଛା ଅଛି । ଯେଉଁ ଥିରେ ଆପଣ ଦୁହେଁ ଓ ଆପଣଙ୍କ ପିଲାମାନଙ୍କୁ ନେଇ ଏକ ପରିବାର ଗଢିବାର ଏକ ବଡ ସ୍ଵପ୍ନ ତାଙ୍କ ମନର ଭାବନାରେ ଅଛି । ଯଦି ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କ ସାଥିରେ ବିବାହ ହୋଇନଥାଏ କି ପାର୍ଟନର ମଧ୍ୟ ହୋଇନଥାଏ ।

ତେବେ ସେହି ବ୍ୟକ୍ତି ଆପଣଙ୍କୁ ନେଇ ଏହି ସବୁ ଭାବନା ମନରେ ରଖିଛନ୍ତି କିନ୍ତୁ କହିପାରୁ ନାହାନ୍ତି ।୩ ନମ୍ବର ;-  ଯେଉଁମାନେ ଏହି ୩ ନମ୍ବର କାହା ମନ କଥା ଜାଣିବା ପାଇଁ ବାଛିଚନ୍ତି । ସେହି ବ୍ୟକ୍ତି ଓ ଆପଣଙ୍କ ଭିତରେ ଯେଉଁ ସମ୍ପର୍କ ଥାଉ । ଏହି ସମ୍ପର୍କ ପ୍ରେମ, ସାଙ୍ଗ କିମ୍ବା କିଛିବି ରିଲେସନ ହୋଇପାରେ କିନ୍ତୁ ସେହି ସମ୍ପର୍କ ଭାଙ୍ଗି ଯାଇଛି । ଆଗ ଭଳି ମଧୁରତା ଆପଣ ଦୁହିଁଙ୍କ ମଧ୍ୟରେ ନାହିଁ ।

ସେହି ବ୍ୟକ୍ତି ଭାବୁଛନ୍ତି ଏହି ସମ୍ପର୍କ ଭାଙ୍ଗିବା ଆଗରୁ ଆପଣ ଚାହିଁଥିଲେ ଏହାକୁ ମଜଭୁତ କରିପାରିଥାନ୍ତେ । ଆପଣଙ୍କର ହେଳା ପ୍ରତି ସମ୍ପର୍କରେ ହୁଏତ ଏଥିରେ ଫାଟ ସୃଷ୍ଟି ହୋଇଛି ସେହି ବ୍ୟକ୍ତିଙ୍କ ମତ ରହିଛି । ସେ ଏହି ସମ୍ପର୍କକୁ ଆଗକୁ ବଢେଇବା ପାଇଁ ଚାହୁଁ ନାହାନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *