ଆପଣ ଯେଉଁ ପଇସା ରୋଜଗାର କରୁଛନ୍ତି, ସେହି ପଇସା ମାସ ଶେଷ କୁ ଆପଣଙ୍କୁ ନିଅଣ୍ଟ ହେଉଅଛି ? କଷ୍ଟ ପାଉଛନ୍ତି ? ବନ୍ଧୁ ଠାରୁ ଲୋନ କରିଛନ୍ତି ? ଯଦି ରୋଜଗାର ବହୁତ ହେଉଛି ମାତ୍ର ତାହା କୁଆଡେ କୁଆଡେ ପଳେଇ ଯାଉଛି ଜାଣି ପାରୁ ନାହାଁନ୍ତି, ତେବେ ଗୋଟିଏ କାମ କରନ୍ତୁ ।
ଆପଣଙ୍କ ରୋଜଗାରର ଗୋଟିଏ ନିର୍ଦ୍ଧିଷ୍ଠ ସଂଖ୍ୟା, ଆପଣଙ୍କ ଇଷ୍ଟ ଦେବୀ ଅଥବା ଦେବତାଙ୍କ ପାଇଁ ଏକ ବାକ୍ସ କରି ପ୍ରତିଦିନ ସକାଳୁ ଉଠି ସର୍ବପ୍ରଥମେ ଡାହାଣ ପାଦ ପକାଇ ଇଷ୍ଟ ଙ୍କୁ ମୁ-ଣ୍ଡି-ଆ ମା-ରି ରାତିରୁ ଟଙ୍କା ଟେ ଥୋଇଥିବେ ସକାଳେ ଉଠି ସେଇ ବାକ୍ସ ରେ ପକାଇ ମୁଣ୍ଡିଆ ମା-ରି-ବେ ।
କହିବେ ପ୍ରଭୁ ଏହି ପଇସା ରହିଲା ମୋର ଯେଉଁ ଭୁଲ ହେଇ ଯାଉଅଛି ମୁଁ କିଛି ଦେଇ ପାରୁ ନାହିଁ, ଏହା ମାଧ୍ୟମରେ ମୁଁ ଏହାକୁ ଦେଉଛି । ଆପଣ ୩ ଟଙ୍କା ନହେଲେ ୭ ଟଙ୍କା ନହେଲେ ୮୪ ଟଙ୍କା ସବୁଦିନ ରଖନ୍ତୁ । ଆପଣ ଦେଖିବେ ଆପଣଙ୍କ ଟଙ୍କା କେବେ କମିବ ନାହିଁ ।
ଆପଣଙ୍କ ଘରେ ଘର ଦୋଷ ଅଛି, ତଥା ଆପଣ କଷ୍ଟ ପାଉଛନ୍ତି ତେବେ କିଭଳି ଜାଣିବେ ଆପଣ ? ଘର ପାଖରେ ସବୁଦିନ ଧୂଆଁ ହେଉଥିବ । ନିଆ ପୋଡି ହେଉଥିବ । ଘର ପାଖରେ ବାୟୁ ପ୍ରଦୂଷିତ ହେଉଥିବା ଗନ୍ଧ ଆସିବ । ଏପଟେ ସେପଟେ ନାଳ ନର୍ଦମା ରହିଥିବ ଦୁର୍ଗନ୍ଧ ଆସୁଥିବ । ଘରର ଆଗପଟେ ଅଥବା ପଛପଟେ ଯଦି ବାଉଁଶ ଗଛ ପାଖା ପାଖି ହୋଇକରି ଅଶ୍ଵଥ ଗଛ ଥିବ ତଥା ନିମ୍ବ ଗଛ ଥିବ, ଭୁତ, ଯକ୍ଷ ରହୁଛନ୍ତି ବୋଲି ବିଶ୍ଵାସ ଅଛି । ଘରରେ ସେହି ଛାଇ ବାଜିଲେ ଘର ଦୋଷ ଅଛି ବୋଲି ଜାଣନ୍ତୁ ।
ଦିନରେ ତଥା ରାତିରେ ଯଦି କାଉ ଆପଣଙ୍କ ଘର ପାଖରେ ବାସ କରନ୍ତି ଅଥବା କା କା କରି ରାବିଥାନ୍ତି ତେବେ ଘର ଦୋଷ ଖରାପ ଅଛି ବୋଲି ଜାଣନ୍ତୁ । ରାତିରେ ଯଦି ଘରର ବରିଷ୍ଠ ସଦସ୍ୟ ଯଦି ଭୁତ ପ୍ରେତ ର ସ୍ଵୋପ୍ନ ଦେଖିଲେ, ତେବେ ତାହା ବହୁତ ଖରାପ ।
ରାତିରେ ଆପଣଙ୍କ ଘର ସମୁଖରେ ବୃଷଭ ଅଥବା ଶଣ୍ଢ ଯଦି ବାରମ୍ବାର ରାବ କରୁଥିବେ, ତେବେ ତାହା ଖରାପ ଅଟେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ