ବନ୍ଧୁଗଣ, ମନୁଷ୍ୟ ର ବ୍ଲଡ଼ଗୃପ ଦ୍ଵାରା ତାହାର ଚରିତ୍ର କିପରି ଅଟେ ତାହା ଜଣାଯାଇଥାଏ । ତେବେ ଆପଣ ଚିନ୍ତା କରୁଥିବେ ଏହା କିପରି ସମ୍ଭବ ତେବେ ବନ୍ଧୁଗଣ ଯଦି ଆପଣ ଜାପାନ ତଥା ସାଉଥ କୋରିଆ ରେ ଅଛନ୍ତି ତେବେ ଆପଣ ହୋରୋସ୍କୋପ କୁ ଭୁଲି ଜାଆନ୍ତୁ । କାରଣ ସେଠାରେ ପଚାରି ନଥାନ୍ତି ଯେ ଆପଣଙ୍କ ର ବର୍ଥସାଇନ କଣ ଅଟେ ? ସେଠାରେ ପଚାରିଥାନ୍ତି ଯେ ଆପଣଙ୍କର ବ୍ଲ-ଡ଼ସାଇନ କଣ ଅଟେ ?
ଏହା ପୁଣି ଜଣଙ୍କର ଚରିତ୍ର ନିର୍ମାଣ କରିବା ନିମନ୍ତେ କରାଯାଇଥାଏ । ଏହି ଦୁଇ ଦେଶରେ ଅନେକ ଏଭଳି ଥିୟୋରୀ ରହିଅଛି ଯାହା ଦର୍ଶାଇ ଥାଏ ଯେ ଅନ୍ୟ ମାନଙ୍କ ସହିତ ଆପଣଙ୍କ ସମ୍ପର୍କ କିପରି ତାହା ବ୍ଲଡ଼ଗୃପ ଉପରେ ନିର୍ଭର କରିଥାଏ । 2016 ରେ ଜାପାନ ରେ ଯେତେବେଳେ ଏକ ସର୍ଭେ ହୋଇଥିଲା ତେବେ ଦେଖିବାକୁ ମିଳିଥିଲା ଯେ 99 ପ୍ରତିଶତ ଲୋକେ ନିଜ ବ୍ଲଡ଼ ଟାଇପ ରେ ଫେମିଲିୟର ଅଟନ୍ତି ।
ଏହା ଅନ୍ଧବିଶ୍ଵାସ ହୋଇପାରେ ମାତ୍ର ଏହା ସଠିକ ନୁହେଁ ଯେ ସମସ୍ତଙ୍କ ବ୍ଲଡ଼ ସମାନ ହୋଇଥାଏ । ମଣିଷ ଙ୍କ ରକ୍ତ ରେ ୨ ପ୍ରକାରର ଆଣ୍ଟିଯାଇନ ରହିଥାଏ ତାହା ହେଉଛି A ଏବଂ B । ଏମାନଙ୍କ ଉପସ୍ଥିତି ଦ୍ଵାରା ବିଜ୍ଞାନ ରେ ଏହାକୁ ୪ ପ୍ରକାରରେ ଭାଗ କରାଯାଇଥାଏ । ତାହା ହେଉଛି A,B, AB, ଏବଂ O ।
୧;- A ବ୍ଲଡ଼ ଟାଇପ ଲୋକେ ବହୁତ ସ୍ମାର୍ଟ ତଥା ଫ୍ୟାସନ ଯୁକ୍ତ ହୋଇଥାନ୍ତି । ଏମାନେ ପ୍ରତ୍ୟକ କାର୍ଯ୍ୟ କୁ ବହୁତ ଭାବିଛିନ୍ତି ଏବଂ ଉତ୍ତମ ଭାବରେ କରିବାକୁ ଚେଷ୍ଟା କରିଥାନ୍ତି । ଏହା ବ୍ୟତୀତ ଏମାନେ ସବୁ ଜିନିଷ କୁ ବହୁତ ସିରିୟସ ନେଇଥାନ୍ତି । ଏବଂ ବହୁତ ଜଲ୍ଦି ଚିନ୍ତିତ ମଧ୍ୟ ହୋଇଯାଇଥାନ୍ତି । ଏହିଭଳି ଲୋକଙ୍କୁ ଝଗଡା ଆଦୌ ପସନ୍ଦ ନଥାଏ । ଏମାନେ ସାଧାରଣତ ଶାନ୍ତି ରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି ।
୨;- B, ଏହି ବ୍ଲଡ଼ ଗୃପ ର ଲୋକେ ଏମାନେ ସାଧାରଣତ ଟାଇପ A ଗୃପ ଲୋକଙ୍କ ବିପରୀତ ହୋଇଥାନ୍ତି । ଯେଉଁଠାରେ ଟାଇପ A ଗୃପ ର ଲୋକେ କୌଣସି ନିସ୍ପତି ନେବା ସମୟରେ ହଜାର ଥର ଚିନ୍ତା କରିଥାନ୍ତି । ଏମାନେ ସାଧାରଣତ କାହାକୁ ଷପୋର୍ଟ କରି ନଥାନ୍ତି । ନିଜ କଥା ନିଜେ ଚୀନ ତା କରିଥାନ୍ତି । ଏମାନେ ଆଦୌ କୌଣସି ବିଷୟ କୁ ନେଇ ଚିନ୍ତା କରି ନଥାନ୍ତି । ଏହିଭଳି ନେଚର ଏମାନଙ୍କୁ ସବୁଠାରୁ ଅନୋଖା ବନାଇଥାଏ । ଏମାନଙ୍କ ମସ୍ତିସ୍କ ରୁ ବହୁତ ବିଚକ୍ଷଣ ଆଇଡିଆ ବାହାରି ଥାଏ ।
୩;- AB, ଏହିଭଳି ଲୋକ ଟାଇପ A ଏବଂ ଟାଇପ B ର ମିଶ୍ଚର ହୋଇଥାନ୍ତି । ଯେବେ କୌଣସି ଲୋକ ଏମାନଙ୍କୁ ଭଲ ଭାବରେ ଜାଣି ନଥାଏ ସେ ପର୍ଯ୍ୟନ୍ତ ଏମାନଙ୍କ ସମ୍ବନ୍ଧରେ କେହି ମଧ୍ୟ ଉଚିତ ଭାବରେ କିଛି କହିପାରିନଥାନ୍ତି । ଏମାନେ ସାଧାରଣ ଭାବରେ ବହୁତ ଚାର୍ମିଙ୍ଗ ହୋଇଥାନ୍ତି ଏବଂ ସହଜରେ ବନ୍ଧୁ ବନାଇ ପାରନ୍ତି । ଏମାନଙ୍କୁ ମଣିଷ ଙ୍କ ନେଚର ସମ୍ବନ୍ଧରେ ବହୁତ ଭଲ ଭାବରେ ଜଣାଥାଏ ।
୪;- O, ଏମାନଙ୍କ ର-କ୍ତ ମସା ମାନଙ୍କୁ ସବୁଠାରୁ ଅଧିକ ଭଲ ଲାଗିଥାଏ । ଏମାନେ ସବୁଠାରୁ ଅଲଗା ହୋଇଥାନ୍ତି । ଏବଂ ଏମାନେ ସବୁଠାରୁ ଆଧିକ ଖଡୁସ ମଧ୍ୟ ହୋଇଥାନ୍ତି । ଏମାନେ ବହୁତ ଶାନ୍ତ, ସ୍ଵାଧୀନ ତଥା କେୟାରିଙ୍ଗ ସ୍ଵଭାବର ହୋଇଥାନ୍ତି । ଏହି ଟାଇପ ର ଲୋକେ ବହୁତ ଜଲ୍ଦି ଈର୍ଷା ମଧ୍ୟ କରିଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ