କଣ ଆପଣ ଜାଣନ୍ତି ସୂର୍ଯ୍ୟ କାହିଁକି ପୂର୍ବ ଦିଗରେ ହିଁ ବାହାରେ? ଆଇଏସ ପରୀକ୍ଷା ପ୍ରଶ୍ନ

ବନ୍ଧୁଗଣ ଆଇଏସ ପରୀକ୍ଷା ଇଣ୍ଟରଭିଉ ବହୁତ କଷ୍ଟ ପୂର୍ଣ ହୋଇଥାଏ । ଅନେକ ଟପର ପିଲା ମଧ୍ୟ ଏହି ପରୀକ୍ଷାରେ ଫେଲ ମାରନ୍ତି । ଏହି ପରୀକ୍ଷାରେ ପାସ ହେବାକୁ ହେଲେ ସମ୍ପୁର୍ଣ୍ଣ ଜ୍ଞାନ ରଖିବାକୁ ପଡ଼ିଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଇଏସ ପରୀକ୍ଷା ରେ ପଚରା ଯାଉଥିବା ସୌର ମଣ୍ଡଳ ବିଜ୍ଞାନ ବିଷୟରେ କିଛି ପ୍ରଶ୍ନ । ଯାହା କି ପୂର୍ବରୁ ଅନେକ ଥର ଅନେକ ପରୀକ୍ଷାର୍ଥୀ ଙ୍କୁ ପଚରା ଯାଇଛି । ତେବେ ଆସନ୍ତୁ ନିମ୍ନ ଲିଖିତ ପ୍ରଶ୍ନ ଗୁଡ଼ିକ ଆଲୋଚନା କରିବା ।

ପ୍ରଶ୍ନ 1. ବ୍ରହ୍ମାଣ୍ଡରେ ମଧ୍ୟ ବିସ୍ଫୋରଣକୁ ତାରା କୁହାଯାଏ କି?

ଉତ୍ତର: ଅଭିନାଭ ତର

ପ୍ରଶ୍ନ 2. ସକଳ ଶକ୍ତିର ଆଧାର କିଏ ?

ଉତ୍ତର: ସୂର୍ଯ୍ୟ

ପ୍ରଶ୍ନ 3. କେଉଁ ଗ୍ରହଗୁଡିକ ଓଲଟା ଦିଗରେ ଘୂର୍ଣ୍ଣନ କରନ୍ତି?

ଉତ୍ତର: ଶୁକ୍ର ଏବଂ ବରୁଣ

ପ୍ରଶ୍ନ 4. କେଉଁ ଗ୍ରହ ର ରଙ୍ଗ ଲୋହିତ ଲାଲ ଅଟେ?

ଉତ୍ତର: ମଙ୍ଗଳ

ପ୍ରଶ୍ନ 5. ବୃହସ୍ପତି ସହିତ ଥିବା ଉପଗ୍ରହମାନଙ୍କର ସଂଖ୍ୟା କେତେ?

ଉତ୍ତର: 79

ପ୍ରଶ୍ନ 6. ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଥିବା କହିଥିବା ପ୍ରଥମ ବୈଜ୍ଞାନିକ କିଏ?

ଉତ୍ତର: କପର୍ନିକସ୍

ପ୍ରଶ୍ନ 7. ସୂର୍ଯ୍ୟର ଉପର ଅଂଶକୁ କ’ଣ କୁହାଯାଏ?

ଉତ୍ତର: କ୍ରୋମୋସଫର

ପ୍ରଶ୍ନ 8. ସୂର୍ଯ୍ୟର କେନ୍ଦ୍ରୀୟ ଅଂଶକୁ କ’ଣ କୁହାଯାଏ?

ଉତ୍ତର: ପ୍ରକାଶ ମଣ୍ଡଳ

ପ୍ରଶ୍ନ 9. ସୂର୍ଯ୍ୟଙ୍କ ସଂଗଠନରେ ସହାୟକ ଗ୍ୟାସ୍ କଣ?

ଉତ୍ତର: ହାଇଡ୍ରୋଜେନ୍ ଏବଂ ହିଲିୟମ୍

ପ୍ରଶ୍ନ 10. ସୂର୍ଯ୍ୟ ସର୍ବଦା ପୂର୍ବରେ କାହିଁକି ଉଦୟ ହୁଅନ୍ତି?

ଉତ୍ତର: କାରଣ ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୂର୍ଣ୍ଣନ କରେ (ଦେଖିଲେ ତ କେତେ ସହଜ ଥିଲା ଏହି ପ୍ରଶ୍ନର ଉତ୍ତର)

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *