କେଉଁ ସ୍ତ୍ରୀ ପାଇଁ ସ୍ଵାମୀ ହୋଇଥାଏ ଧନବାନ୍ ? ଜାଣନ୍ତୁ ଆହୁରି ଏହିପରି 20 ଟି Anuchinta

ନମସ୍କାର ବନ୍ଧୁଗଣ , ଯେଉଁ ମହିଳାମାନେ ସକାଳ ଓ ସନ୍ଧ୍ୟା ରେ ଘରେ ଦେବଦେବୀଙ୍କୁ ଧୂପଦୀପଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି । ଯେଉଁ ମହିଳାଙ୍କ ଗାଲ ଗୋଲ , ସୁନ୍ଦର ଓ  ଶିର ଦେଖାନଯାଏ ସେମାନେ ଦୈବୀ ଗୁଣଯୁକ୍ତ ମହିଳା ଅଟନ୍ତି । ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି , ସୁନ୍ଦର ଓ ମାଂସାଳ ହୋଇଥାଏ ସେମାନେ ଶୋଭାଗ୍ୟଶାଳୀ ମହିଳା ଅଟନ୍ତି । ଯେଉଁ ମହିଳାଙ୍କ ବେକରେ ଘଣ୍ଟିକା ଉଚ୍ଛା ହୋଇଥାଏ ସେମାନେ ସୋଭାଗ୍ଯ ଶାଳି ମହିଳା ହୋଇଥାନ୍ତି ।

ଯେଉଁ ମହିଳାମାନଙ୍କ ବେକରେ ତିନୋଟି ରେଖା ପଡିଥାଏ ସେମାନଙ୍କ ସ୍ଵାମୀ ଐଶ୍ଚର୍ଜ୍ୟ ଶାଳୀ ହୋଇଥାନ୍ତି ।  ଯେଉଁ ମହିଳାଙ୍କ ନାକର ଅଗ୍ରଭାଗ ଅଳ୍ପ ଲମ୍ବାଥାଏ ସେମାନେ ବହୁତ ସୁଖ ଓ ସୋଭାଗ୍ଯ ପ୍ରାପ୍ତ ହୋଇଥାନ୍ତି । ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଛେପା ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରି ଅଟନ୍ତି । ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ସୋଭାଗ୍ଯ ଶାଳୀ ମହିଳା ହୋଇଥାନ୍ତି ।

ଯେଉଁ ମହିଳାମାନନଅକା ପାଟିରେ ଉପରେ ଷୋଳଟି ଏବଂ ତଳେ ଷୋଳ ଟି ଦାନ୍ତ କ୍ଷୀରପରି ସଫା ଥାଏ ସେ ସ୍ଵାମୀ ପ୍ରିୟ ହୋଇଥାନ୍ତି । ଯେଉଁ ମହିଳାଙ୍କ ଜିଭ ପତଳା , ଲାଲ ଏବଂ କୋମଳ ହୋଇଥାଏ ସେମାନଙ୍କୁ ଉତ୍ତମ ପତି ଏବଂ ସୋଭାଗ୍ଯ ପ୍ରାପ୍ତ ହୋଇଥାଏ । ଯେଉଁ ମହିଳାମାନେ ହସିବା ବେଳେ ପାଟି ଅଳ୍ପଖୋଲର ଏବଂ ଦାନ୍ତ ଦେଖା ଯାଏ ନାହିଁ ସେ ସ୍ଵାମୀଙ୍କ ପାଇଁ ସୋଭାଗ୍ୟ ଆଣିଥାନ୍ତି ।

ଯେଉଁ ମହିଳା ମାନଙ୍କ ହାତ କୋମଳ , ଲୋମ ନଥାଏ ସେମାନେ ଜୀବନରେ ବହୁତ ସୁଖ ଭୋଗକରନ୍ତି । ଯେଉଁ ମହିଳାମାନଙ୍କ ଆଖି ହରିଣ ପରି , ଡୋଳା କଳା , ଆଖି ପତାରେ ଛୋଟ କଳା ଚୁଟିଥାଏ ସେମାନେ ଶୁଭ ହୋଇଥାନ୍ତି । ଯେଉଁ ମହିଳାଙ୍କ ବାମ ହାତରେ , ବେକରେ , ଗାଲରେ ଓଠ ଓ କାନରେ ତିଳଚିହ୍ନ ଥାଏ ସେମାନେ ସୁଖଭୋଗ କରିଥାନ୍ତି ।

ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ ଏବଂ ହାତରେ ପତଳା , ମାଛ ଓ ଶଙ୍ଖ ଚିହ୍ନଥାଏ ସେମାନଙ୍କ ସ୍ଵାମୀ ଧନବାନ ହୋଇଥାନ୍ତି । ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଗୁଡାକ ଲାଗିକରିଥାଏ ଏବଂ କୋମଳ ହୋଇଥାଏ ସେ ବହୁତ ସୋଭାଗ୍ଯ ଶାଳୀ ହୋଇଥାନ୍ତି । ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଫଙ୍କାଥାଏ ସେମାନେ ଧନସଞ୍ଚୟ କରିପାରି ନଥାନ୍ତି ।

ଯେଉଁ ମହିଳାଙ୍କ ପାଦର କାଣି ଆଙ୍ଗୁଠି ଭୂମିରେ ସ୍ପର୍ଶକରେ  ନାହିଁ ସେମାନେ ସମୟ ଅନୁସାରେ ନିଜକୁ ବଦଳେଇ ଦିଅନ୍ତି । ମହିଳାମାନେ ନିଜର ସମସ୍ତ ଅଳଙ୍କାର ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖିବା ଉଚିତ୍ ଏହା ମଙ୍ଗଳ ହୋଇଥାଏ । ମହିଳାମାନେ କେବେବୀ ଲୁଣ ରଖିଥିବା ପାତ୍ର କୁ ଖୋଲା ରଖିବ ନାହିଁ ଏହା ଦ୍ଵାରା ଘରେ ଧନର ଅଭାବ ହୋଇଥାଏ ।

ମହିଳାମାନେ ରୋଷେଇ କରିସାରିବା ପରେ ଚୁଲା ଉପରେ କୋଣସି ଅନ୍ୟ ଜିନିଷ ରଖନ୍ତୁନାହିଁ ଏହା ଅମଙ୍ଗଳ ହୋଇଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *