3 ଥରରେ ଅଣ୍ଟା ବିନ୍ଧା, ଆଣ୍ଠୁ ବିନ୍ଧା ଓ ସମସ୍ତ ପ୍ରକାରର Joint Pain ମୂଳରୁ ଭଲ କରିଦେବ ଏହି ଘରୋଇ ଉପାୟ ! (Health Tips)

ଆଜିକାଲି ଖରାପ ଲାଇଫ ଷ୍ଟାଇଲ ଓ ଖରାପ ପରିବେଶ ଯୋଗୁ ସମସ୍ତେ ନାନା ପ୍ରକାରର ସମସ୍ୟାର ସାମ୍ନା କରୁଛନ୍ତି । ବ୍ୟସ୍ତପୂର୍ଣ ଜୀବନ କାରଣରୁ ନା ହିଁ ସଠିକ ସମୟରେ ଖାଦ୍ୟ ସେବନ କରୁଛନ୍ତି ଓ ନା ହିଁ ସଠିକ ସମୟରେ ଶୋଇବାକୁ ଯାଉଛନ୍ତି । ନିଜ ପାଇଁ ତ କାହା ପାଖରେ ସମୟ ହିଁ ନାହିଁ । ଏକ୍ସରସାଇଜ ଓ ଯୋଗ ଇତ୍ୟାଦି ଦୂର କଥା । ଏହି କାରଣରୁ ଧୀରେ ଧୀରେ ସମସ୍ତେ ଶାରୀରିକ ରୂପରେ କମଜୋର ହୋଇ ଯାଉଛନ୍ତି । ବିଶେଷ କରି ପୁରୁଷମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଏ ।

ସେମାନେ ଦୁର୍ବଳ ହୋଇ ଯାଆନ୍ତି । ବୟସ ବଢିବା ସହିତ ଆଣ୍ଠୁ ବିନ୍ଧା, ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ଓ ଗୋଡରେ ଯନ୍ତ୍ରଣା, ଗୋଇଠିରେ ଯନ୍ତ୍ରଣା ହେବା ବି ଆରମ୍ଭ ହୋଇଯାଏ । ପୁରା ଶରୀରରେ ଏତେ ଯନ୍ତ୍ରଣା ହୁଏ କି ଆପଣ ସେହି ଯନ୍ତ୍ରଣାକୁ ସହି ପାରନ୍ତି ନାହିଁ ।

ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ, ଯାହାର ୩ ଥର ସେବନ କରିଲେ ଆପଣଙ୍କ ଶରୀରର ପ୍ରାୟତଃ ସବୁ ସମସ୍ୟା ଦୂର ହୋଇଯିବ । ଏହି ଘରୋଇ ଉପଚାର ପାଇଁ ସୂତା ବାଲା ମିଶିରି, କାଶ୍ମିରୀ ବାଦାମ, ଗାଢା ମାଠିଆ ରଙ୍ଗର ଗୁଡ ଦରକାର । ବର୍ତ୍ତମାନ ଚାଳନ୍ତୁ ଜାଣିବା ଏହି ୩ ଟି ଜିନିଷକୁ ଆପଣ କେମିତି ବ୍ୟବହାର କରିବେ । ଯଦି ଆପଣଙ୍କ ହାତ ଓ ଗୋଡରେ ଯନ୍ତ୍ରଣା ହେଉଛି, ଅର୍ଥରାଇଡ୍ସର ସମସ୍ୟା ଅଛି । ତେବେ ଏହିଭଳି ସ୍ଥିତିରେ ଆପଣ ଏହାକୁ କେମିତି ବ୍ୟବହାର କରିବେ ।

କହିବାକୁ ଗଲେ ମନୁଷ୍ୟର ଶରୀର ତିନି ପ୍ରକାରର ହୋଇଥାଏ । ବାତ ପ୍ରକୃତି, କଫ ଓ ପିତ୍ତ ପ୍ରକୃତି । ଏହି ତିନୋଟି ପ୍ରକୃତିରେ ଆପଣଙ୍କୁ ଏହି ୩ ଟି ଜିନିଷକୁ ଭିନ୍ନ ଭିନ୍ନ ଉପାୟରେ ବ୍ୟବାହାର କରିବାକୁ ପଡିବ । ଯଦି ଆପଣଙ୍କ ଶରୀର ପିତ୍ତ ପ୍ରକୃତିର ଅଟେ ଅର୍ଥାତ ଯେଉଁମାନଙ୍କ ଶରୀର ଅଧିକ ଗରମ ରହିଥାଏ । ଏହି କାରଣରୁ ସେମାନଙ୍କ ଚେହେରାରେ ବ୍ରଣ ଚାଲି ଆସେ ଓ ଅନ୍ୟ ବହୁତ ସମସ୍ୟା ଦେଖାଯାଏ ।

ଆପଣମାନେ ରାତିରେ ବାଦାମକୁ ପାଣିରେ ରଖି ଦିଅନ୍ତୁ । ସକାଳେ ଉଠି ଏହି ବାଦାମର ଚୋପା ଛଡାଇ ସେଥିରେ ଅଳ୍ପ ମିଶିରି ଓ ଗୁଡ ମିଶାଇ ତାକୁ ପାଉଡର କରି ଏହାକୁ ଅଳ୍ପ ଉଷୁମ ପାଣି ସହ ସେବନ କରନ୍ତୁ । ବର୍ତ୍ତମାନ ଚାଳନ୍ତୁ ଜାଣିବା କଫ ପ୍ରକୃତି ଓ ବାତ ପ୍ରକୃତିର ଲୋକମାନେ ଏହାକୁ କେମିତି ସେବନ କରିବେ । ଏଥିପାଇଁ ଆପଣଙ୍କୁ ରାତିରେ ବାଦାମକୁ ପାଣିରେ ରଖିବାକୁ ପଡିବ ନାହିଁ । ଆପଣ ଏହି ବାଦାମର ପାଉଡର କରି ଦେବେ ।

ସକାଳୁ ଉଠି ଉଷୁମ ପାଣି ସହ ବାଦାମ, ମିଶିରି ଓ ଗୁଡ ମିଶାଇ ସେବନ କରନ୍ତୁ । କିନ୍ତୁ ଏହି ଜିନିଷକୁ ଆପଣ ସଠିକ ସମୟରେ ସଠିକ ମାତ୍ରାରେ ସେବନ କରିବାକୁ ପଡିବ । କାରଣ ଏହା ଏତେ ଗରମ ହୋଇଥାଏ କି ଏହାକୁ ହଜମ କରିବା ନିହାତି ଆବଶ୍ୟକ । ନଚେତ ଏହା ଶରୀରରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇ ପାରେ । ଯୋଗ ଓ ଏକ୍ସରସାଇଜ ବି କରିବାକୁ ପଡିବ ।

ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *