ଅନେକ ସମୟରେ negative thoughts ପାଇଁ ଚିନ୍ତାରେ ରହୁଛନ୍ତି କି ! ଏହାକୁ କରିବା ପରେ ସବୁଦିନ ଚିନ୍ତାରୁ ମୁକ୍ତି ହୋଇଯିବେ… Motivational Speech

ବନ୍ଧୁଗଣ ଆମ ସମସ୍ତଙ୍କ ମାଇଣ୍ଡରେ ସବୁବେଳେ କିଛି ନ କିଛି ଭାବନା ଚାଲୁ ରହିଥାଏ । ମାଇଣ୍ଡରେ ଅନେକ ପ୍ରକାର ଚିନ୍ତାଧାରା, ଓ ଭାବନା ଆସିବା ଏହା ବ୍ୟକ୍ତିର ଅଟୋମେଟିକାଲ ପ୍ରୋସେସ ହୋଇଥାଏ । ବିଜ୍ଞାନ ଅନୁଯାଇ ପ୍ରତ୍ଯେକଟି ବ୍ୟକ୍ତିର ମନକୁ ଦିନକୁ 50 ରୁ 60 ହଜାର ଭାବନା ଆସିଥାଏ । ଏଥିରୁ ଅନେକ ପ୍ରକାର ଭାବନା ନେଗେଟିଭ ହୋଇକି ଆସିଥାଏ । ଯାହା ଆମ ମନ ଓ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପକାଇ ଥାଏ ।

ଯେତେବେଳେ ଆମେ ଶାରୀରିକ କାର୍ଯ୍ୟ କରିଥାଉ । ସେତେବେଳେ ଆମ ଶରୀର ଥକା ଅନୁଭବ କରିଥାଏ । ଠିକ ସେହିପରି ଆମେ ଯଦି ମାନସିକ ଭାବେ ବହୁତ କିଛି ଭାବିବା । ତେବେ ଆମେ ମାନସିକ ଭାବେ ମଧ୍ୟ ଥକା ଅନୁଭବ କରିଥାଉ । ଯାହାର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ । ଆମ ମନ କୌଣସି ମଧ୍ୟ କାର୍ଯ୍ୟରେ ଲାଗି ନଥାଏ । ତେଣୁ ମାଇଣ୍ଡ ମଧ୍ୟକୁ ଯେତେ କମ୍ ଭାବନା ଆଣିବେ । ସେତେ ହିଁ ଆପଣଙ୍କ ଶାରୀରିକ ଓ ମାନସିକ କ୍ଷେତ୍ରରେ ଏହାର ଭଲ ପ୍ରଭାବ ପଡିବ ।

କାରଣ ଆମ ମନକୁ ଯେତେ କମ ଭାବନା ଆସିବ । ଆମ ମସ୍ତିଷ୍କରେ ଅଧିକ କିଛି ଭାବିବାର ପ୍ରେସର ପଡିବ ନାହିଁ । ଯାହା ଦ୍ଵାରା ମାଇଣ୍ଡ ଓ ଶରୀର ଉଭୟ ରିଲାକ୍ଷ ଅନୁଭବ କରିବେ । ଏଥିସହ ମନକୁ ସବୁବେଳେ ସକାରାତ୍ମକ କରି ରଖିବା ଉଚିତ । କାରଣ ଆମେ ଆମ ମନକୁ ଯେତେ ପଜିଟିଭ କରି ରଖିବା ଆମ ମନକୁ ସେତେ ପଜିଟିଭ ଚିନ୍ତାଧାରା ହିଁ ଆସିବ । ଏଥିସହ ଆମ ମାନଙ୍କ ସହ ସବୁକିଛି ପଜିଟିଭ ହିଁ ହେବ ।

ଯେତେ ସମ୍ଭବ ନିଜକୁ ନେଗେଟିଭ ଚିନ୍ତାଧାରା ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । 1- କୌଣସି କଥାକୁ ବହୁ ସମୟ ଭାବି ଓଭରଥିଂକିଂ କରନ୍ତୁ ନାହିଁ । ଗୋଟିଏ କଥାକୁ ଯେତିକି ଅଳ୍ପ ସମୟ ମଧ୍ୟରେ ଭାବି ସାରି ଅନ୍ୟ କିଛି କାମ ଉପରେ ଫୋକୋଷ କରିବାକୁ ଚେଷ୍ଟା କରନ୍ତୁ ।

2- ଜୀବନରେ ଯଦି କିଛି କାର୍ଯ୍ୟରେ ଅସଫଳ ହେବା କାରଣରୁ ନିରାଶ ହୋଇଯାଉଛନ୍ତି । ତେଣୁ ସେଥିପ୍ରତି ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ । ନିଜ ବିଫଳତାରୁ କିଛି ଶିକ୍ଷା ଗ୍ରହଣ କରି ଆଗକୁ ପୁଣି ଥରେ ବଢିବା ଆରମ୍ଭ କରି ଦିଅନ୍ତୁ । 3- ନିଜ ମନ ଓ ମସ୍ତିଷ୍କକୁ ସବୁବେଳେ ଶାନ୍ତ ରଖିବା ପାଇଁ ପ୍ରତ୍ଯେକ ଦିନ ନିଜ ପାଇଁ କିଛି ସମୟ ବାହାର କରି ମେଡିଟେସନ କରନ୍ତୁ ।

4- କିଛି କାମ ନଥିବା ସମୟରେ କୌଣସି ଭଲ କାର୍ଯ୍ୟ କି ଭଲ ବୁକ୍ ପଢିବାକୁ ଚେଷ୍ଟା କରନ୍ତୁ । ଆପଣ ମାନଙ୍କୁ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *