କଣ ଅଣ୍ଡା ଖାଇବା ପାପ ? ଜାଣନ୍ତୁ କଣ କୁହନ୍ତି ଭଗବାନ ଶ୍ରୀକୃଷ୍ଣ !

ନମସ୍କାର ବନ୍ଧୁଗଣ ଯଦି ଆପଣ ବି ଅଣ୍ଡା ଖାଆନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଆପଣ ବହୁତ ବଡ଼ ପାପ ର ଭାଗିଦାରୀ ହୋଇ ସାରିଛନ୍ତି । ଆଜି କାଲି ଏହି ଦୁନିଆ ରେ ମାଛ,ମାଂସ, ସବୁ ଖିଆ ଯାଉଛି । ଅଧିକାଂଶ ଲୋକଙ୍କ ର ଆମିଷ ହେଉଛି ପ୍ରିୟ ଖାଦ୍ୟ । କିଛି ଲୋକ ନିଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ମାଂସ ଖାଇଥାନ୍ତି । କିଏ ନିଜର ଭଲ ଶରୀର ବନେଇବା ପାଇଁ ମଧ୍ୟ ଖାଆନ୍ତି । ତେବେ ହିନ୍ଦୁ ମାନଂକୁ କେବେବି ଆମିଷ ଖାଇବା ଉଚିତ ନୁହେଁ ।

କାରଣ ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତା ରେ କହିଛନ୍ତି କି ଯେଉଁ ହିନ୍ଦୁ ଧର୍ମର ବ୍ୟକ୍ତି ନିଜର ଭୋକ କୁ ବଢ଼ାଇବା ପାଇଁ ଅନ୍ୟ ପ୍ରାଣୀର ମାଂସ ଖାଇଥାଏ ତାଠାରୁ ବଡ଼ ମହାପାପୀ ଆଉ କେହି ନୁହେଁ ଏବଂ ମୃତ୍ୟୁ ପରେ ଏହି ସବୁ ପାପ ର ଦଣ୍ଡ ମଧ୍ୟ ଅବଶ୍ୟ ମିଳିବ ଯାହାକି ବହୁତ ଭୟାନକ ହୋଇଥିବ ।

ତେବେ କୁକୁଡ଼ା ମାଂସାହାରି ହୋଇଥାଏ କିନ୍ତୁ ଅଣ୍ଡା ମାଂସାହାରି କିମ୍ବା ସାକାହାରୀ କିମ୍ବା ଦୁଇଟା ହୋଇଥାଏ । ଅଣ୍ଡା ଖାଇବା ଦ୍ୱାରା ଆମକୁ କଣ ପାପ ଲାଗିଥାଏ ଚାଲନ୍ତୁ ଜାଣିନେବା । ତେବେ ଅଣ୍ଡା ସାକାହାରୀ ହୋଇଥାଏ । କିନ୍ତୁ ଏହାକୁ ସେଵନ କରିବା ଦ୍ୱାରା ବହୁତ ବଡ଼ ପାପ ଲାଗିଥାଏ ।

ଯେଉଁ ପ୍ରକାର ରେ ବନସ୍ପତି ହୋଇଥାନ୍ତି କିନ୍ତୁ ବନସ୍ପତି ରେ ଯେଉଁ ଚେତନ ଅବସ୍ଥା ରହିଥାଏ ତାହା ଶୁଦ୍ଧ ହୋଇଥାଏ ତେଣୁ ଆମେ ବନସ୍ପତି ଖାଇ ପାରିବା । ଯେମିତି କି ଧାନ, ଗହମ, ଡାଲି ଆଦି । ଯେଉଁ ଭଳି ବନସ୍ପତି ରେ ଶୁଦ୍ଧ ଅବସ୍ଥା ରହିଥାଏ । ସେହି ପ୍ରକାର ମଧ୍ୟ ଅଣ୍ଡା ରେ ଶୁଦ୍ଧ ଅବସ୍ଥା ଗୁଡିକ ରହିଥାଏ ।

କିନ୍ତୁ ଅଣ୍ଡା କୁ ଖାଇବା ଦ୍ୱାରା ପାପ ଲାଗିଥାଏ ଏହି ବନସ୍ପତି କିମ୍ବା ଶସ୍ୟ କୁ ଖାଇବାରେ ପାପ ଲାଗି ନଥାଏ । କାରଣ ତାହା ଆମରି ଦ୍ୱାରା ହିଁ ସୃଷ୍ଟି କରାଯାଇଛି । କିନ୍ତୁ ଅଣ୍ଡା ଯାହା ଏକ କୁକୁଡ଼ା ଦ୍ୱାରା ଉତ୍ପନ୍ନ ହୋଇଥାଏ ଏବଂ ଯଦି ଆମେ ତାକୁ ଖାଇଥାଉ ତେବେ ଏହା ସବୁଠାରୁ ବଡ ପାପ ଅଟେ ।

କାରଣ ଶ୍ରୀକୃଷ୍ଣ କୁହନ୍ତି କି ଯେତେବେଳେ ଏକ କୁକୁଡ଼ା ନିଜ ଛୁଆ ଦିଏ ଏବଂ କିଛି ଲୋକ ତାକୁ କେବଳ ଅଣ୍ଡା ଭାବିକି ଖାଇ ଦିଅନ୍ତି ତେବେ ତାହା ଏକ ମୃତ୍ୟୁ ବୋଲି ଜଣାଯାଏ । ଶ୍ରୀକୃଷ୍ଣ ଙ୍କ ଅନୁସାରେ ନିଜ ପେଟ ପାଳିବା ପାଇଁ କାହାର ବି କ୍ଷତି କରିବା ଉଚିତ ନୁହେଁ । କାରଣ କୁକୁଡ଼ା ଅର୍ଥାତ ଗୋଟିଏ ମାଆ ଅଣ୍ଡା ଦେବା କିମ୍ବା ଛୁଆ ଜନ୍ମ କରିବା ସମୟରେ ସେ ଅଣ୍ଡା ଯଦି ଆପଣଙ୍କ ଖାଦ୍ୟର ଶିକାର ହୁଏ ତେବେ ସେ ମାଆ କୁ କିଭଳି ଲାଗିବ । କାରଣ ତା ଛୁଆ ଦୁନିଆ ଦେଖିବା ଆଗରୁ ହିଁ ମୃତ୍ୟୁ ହୋଇଗଲା ତେଣୁ ଅଣ୍ଡା ଖାଇବା ମହାପାପ ଅଟେ ।

Leave a Reply

Your email address will not be published. Required fields are marked *