ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥାନ୍ତି । ଏମିତିକି ଚାକିରି କ୍ଷେତ୍ରରେ କେତେକ ସାଧାରଣ ଜ୍ଞାନର ବହୁତ ଗୁରୁତ୍ଵ ରହିଥାଏ । ବନ୍ଧୁଗଣ ସବୁଠାରୁ କଠିନ ପରୀକ୍ଷା ହେଉଛି ଆଇଏଏସ ପରୀକ୍ଷା । ଆପଣ ମାନେ ସମସ୍ତେ ଏହି ପରୀକ୍ଷା ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ପରୀକ୍ଷାରେ ବହୁତ କଠିନ ପ୍ରଶ୍ନ ପଚରା ହୋଇଥାଏ ଓ ବହୁତ କମ ଲୋକ ଏହି କଠିନ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ।
୧;- ହେଲିକପ୍ଟରରେ ସମୁଦାୟ କେତୋଟି ସିଟ ଥାଏ ?
ଉତ୍ତର;- ୧୨ ଟି ।
୨;- ଲାଲକିଲା ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ଅଛି ?
ଉତ୍ତର;- ପାକିସ୍ଥାନର ଲାହୋରରେ ।
୩;- କେଉଁ ଦେଶରେ କ୍ଷୀର ବିକିବା ଅପରାଧ ଅଟେ ?
ଉତ୍ତର;- ଫିନଲାଣ୍ଡ ।
୪;- କେଉଁ ପ୍ରାଣୀ ର ହାତ କଟିଗଲେ ସଙ୍ଗେ ସଙ୍ଗେ ଆଉ ଗୋଟେ ହାତ ଆସିଯାଏ ?
ଉତ୍ତର;- ପ୍ରଜାପତି ।
୫;- ମେଘର ଘର ଭାରତର କେଉଁ ରାଜ୍ୟ କୁ କୁହାଯାଏ ?
ଉତ୍ତର;- ମେଘାଳୟକୁ ।
୬;- କେଉଁ ଗ୍ରହକୁ ଲାଲ ଗ୍ରହ କହିଥାନ୍ତି ?
ଉତ୍ତର;- ମଙ୍ଗଳ ଗ୍ରହ ।
୭;- ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ଅଛି ?
ଉତ୍ତର;- ସ୍ଵେନ ଦେଶରେ ।
୮;- କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର, ତାହା କ’ଣ ?
ଉତ୍ତର;- ଉଙ୍କୁଣୀ ।
୯;- କହିଲ ଦେଖି କେଉଁ ଫଳର ଆଖି ତିନୋଟି ?
ଉତ୍ତର;- ନଡିଆ ।
୧୦;- କାତିଳେ ରକଟା ନାହିଁ, କୁଟିଲେ ହାଡ ବି ନାହିଁ କି ଜୀବ ସିଏ କହିଲ ଭାଇ ?
ଉତ୍ତର;- ଚିଙ୍ଗୁଡି ।
୧୧;- କାଠର ବାଛୁରୀ ପଥର ଗାଈ ଯେତେ ଦୂହୁଁ ଥିଲେ ପହ୍ନଉ ଥାଇ ?
ଉତ୍ତର;- ଚନ୍ଦନ ।
୧୨;- ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର;- ବାଷ୍ପ ।
୧୩;- ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?
ଉତ୍ତର;- ଭେଣ୍ଡି ।
୧୪;- କଞ୍ଚା ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା ?
ଉତ୍ତର;- ଖଜୁରୀ ।
୧୫;- ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଅନ୍ୟ ମାନଙ୍କର ଦେଖାଯାଇଥାଏ କିନ୍ତୁ ନିଜର ଦେଖାଯାଇ ନଥାଏ ?
ଉତ୍ତର;- ଦୋଷ ବା ଭୁଲ ।
୧୬;- ଆମ୍ବୁଲାନ୍ସ କୁ ଓଡିଆ ରେ କଣ କୁହାଯାଏ ?
ଉତ୍ତର;- ଆପତ କାଳ ବାହନ ।
୧୭;- ଆସିଲା ବଡ ଚଢେଇ ବସିଲା ଡେଣା ମେଲାଇ, ଧରିଲା ମାଛ ଖାଇଲା ନାହିଁ ?
ଉତ୍ତର;- ଜାଲ ।
୧୮;- ଦୁନିଆର ସବୁଠାରୁ ସୁନ୍ଦର ଦେଶ କଣ ଅଟେ ?
ଉତ୍ତର;- ସିଙ୍ଗାପୁର ।
୧୯;- ଗୋଟିଏ ମୂଷା ର ହୃଦୟ ଏକ ମିନିଟ କୁ କେତେ ଥର ଧକଧକ କରିଥାଏ ?
ଉତ୍ତର;- ୬୩୨ ।
୨୦;- ବ୍ୟାଙ୍କ କୁ ଓଡିଆରେ କ’ଣ କୁହନ୍ତି ?
ଉତ୍ତର;- ଅଧିକୋଷ ।
୨୧;- ମାଛ କାହା ଦ୍ଵାରା ନିଶ୍ଵାସ ନିଅନ୍ତି ?
ଉତ୍ତର;- ଗାଲି ।
୨୨;- ମହଲର ସହର ବୋଲି କାହାକୁ କୁହାଯାଏ ?
ଉତ୍ତର;- କୋଲକାତା ।
୨୩;- ବ୍ୟାଙ୍କ ରେ ନୋଟ ଜାରି କରିଥିବା ପ୍ରଥମ ଦେଶ କଣ ଥିଲା ?
ଉତ୍ତର;- ସ୍ଵିଡେନ ।
୨୪;- ସଂସଦ ର ଉଚ୍ଚ ସଦନ କଣ ହୋଇଥାଏ ?
ଉତ୍ତର;- ରାଜ୍ୟପାଳ ।
୨୫;- ଭାରତର ସବୁଠାରୁ ବଡ ମସଜିତ କଣ ଅଟେ ?
ଉତ୍ତର;- ଜାମା ମସଜିତ ।
୨୬;- ସବୁଠୁ ଭୟାନକ ପିମ୍ପୁଡି କଣ ହୋଇଥାଏ ?
ଉତ୍ତର;- ବୁଲଡଗ ।