ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରୁ ପୁଅ ହେବ କି ଝିଅ ହେବ ଜାଣନ୍ତୁ – Jyotisha shastra

ବନ୍ଧୁଗଣ ପ୍ରତ୍ଯେକଟି ବିବାହିତ ଦମ୍ପତ୍ତିଙ୍କର ବାପାମାଆ ହେବାକୁ ଇଛା ରହିଥାଏ । ତେଣିକି ସେ ଝିଅ ହେଉ ଅବା ପୁଅ ହେଲେ କୋଳକୁ ସନ୍ତାନଟିଏ ଆସିବାର ଖୁସି ପାଇବାକୁ ସବୁ ଦମ୍ପତ୍ତିଙ୍କର ଇଛା ରହିଥାଏ । ତେବେ ବନ୍ଧୁଗଣ ସନ୍ତାନ ପୁଅ ହେବ କି ଝିଅ ଏହା ଉପରେ ଆଜି ଆମେ ଆପଣଙ୍କୁ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ଯାଉଛୁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଅର୍ଥାତ ପୂର୍ବକାଳର ମାନ୍ୟତା ଅନୁସାରେ ଅମାବାସ୍ୟା ଓ ପୂର୍ଣ୍ଣିମାରେ ଜନ୍ମ ହେଉଥିବା ସନ୍ତାନ ମାନଙ୍କ ଉପରେ କିଛି ଏଭଳି ମତ ରହିଆସୁଛି। ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେ ସମ୍ପର୍କରେ ଜାଣିବା ।

ମାସକ 30 କିମ୍ବା 31 ଦିନ ହୋଇଥାଏ । ମାସର 15 ଦିନକୁ ଚାନ୍ଦିନୀ ରାତି ଅର୍ଥାତ ଶୁକ୍ଳ ପକ୍ଷ କୁହାଯାଉଥିବା ବେଳେ ବାକି 15 ଦିନକୁ ଅନ୍ଧାର ରାତି ଅର୍ଥାତ କୃଷ୍ଣ ପକ୍ଷ ବୋଲି କୁହାଯାଇଥାଏ । ବନ୍ଧୁଗଣ ପୂର୍ଣ୍ଣିମା ଠାରୁ ଆରମ୍ଭ କରି 15 ଦିନ ଅର୍ଥାତ ଅମାବାସ୍ୟା ପର୍ଯ୍ୟନ୍ତ ତିଥିକୁ କୃଷ୍ଣ ପକ୍ଷ ବୋଲି କୁହାଯାଇଥାଏ । ଯାହାକୁ ଜ୍ଯୋତିଷ ଶାସ୍ତ୍ରରେ ସାଧାରଣତଃ ଅନ୍ଧାର ରାତ୍ରୀ ବୋଲି କୁହାଯାଇଥାଏ ।

ଠିକ ସେହିଭଳି ଅମାବାସ୍ୟା ଠାରୁ ଆରମ୍ଭ କରି ପୂର୍ଣ୍ଣିମା ପର୍ଯ୍ଯନ୍ତ ତିଥିକୁ ଶୁକ୍ଳ ପକ୍ଷ କୁହାଯାଇଥାଏ । ଅର୍ଥାତ ଜ୍ଯୋତିଷ ଶାସ୍ତ୍ରରେ ଯାହାକୁ ଚାନ୍ଦିନୀ ରାତ୍ରୀ ବୋଲି କୁହାଯାଇଥାଏ । ତେବେ ପୂର୍ଣ୍ଣିମା ଠାରୁ ନେଇ ଅମାବାସ୍ୟା ପର୍ଯ୍ୟନ୍ତ ଯେଉଁ କୃଷ୍ଣ ପକ୍ଷ ତିଥି 15 ଦିନ ରହିଲା । ସେହି ସମୟ ଅବଧି ମଧ୍ୟରେ ଯେଉଁ ଦମ୍ପତ୍ତି ଗର୍ଭଧାରଣ କରିଥାଏ । ସେମାନଙ୍କର କନ୍ୟା ସନ୍ତାନ ଜନ୍ମ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ ।

ଅପର ପକ୍ଷରେ ଅମାବାସ୍ୟା ଠାରୁ ନେଇକି ପୂର୍ଣ୍ଣିମା ଅର୍ଥାତ 15 ଦିନର ଯେଉଁ ଶୁକ୍ଳ ପକ୍ଷ ତିଥି ଚାଲୁଥାଏ । ଏହି ସମୟ ମଧ୍ୟରେ କୌଣସି ଦମ୍ପତ୍ତି ଗର୍ଭଧାରଣ କରିଥାଏ । ତେବେ ସେମାନଙ୍କର ପୁତ୍ର ସନ୍ତାନ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ ।

ତେବେ ଜ୍ଯୋତିଷ ଶାସ୍ତ୍ରର ମାନ୍ୟତା ଅନୁସାରେ କୃଷ୍ଣ ପକ୍ଷରେ ଗର୍ଭଧାରଣ କରୁଥିଲେ । ସେହି ଦମ୍ପତ୍ତିଙ୍କର କନ୍ୟା ସନ୍ତାନ ହେବାର ସମ୍ଭାବନା ରହିଥାଏ ବୋଲି ପୂର୍ବ କାଳରୁ ମାନାଯାଇଥାଏ । ଠିକ ସେହିଭଳି ଶୁକ୍ଳପକ୍ଷ ତିଥିରେ ଗର୍ଭଧାରଣ କରୁଥିବା ମହିଳାଙ୍କର ପୁତ୍ର ସନ୍ତାନ ହେବାର ସମ୍ଭାବନା ରହିଥାଏ ବୋଲି ମଧ୍ୟ ପୂର୍ବକାଳରୁ ମାନ୍ୟତା ରହି ଆସୁଛି ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *