Ajira Anuchinta- ଆଖି ଡେଇଁବାର ଅର୍ଥ କଣ ? ଶୁଭ ନା ଅଶୁଭ ?

ନମସ୍କାର ବନ୍ଧୁଗଣ , ଆମେ ଅନେକ ସମୟରେ ଅନୁଭବ କରିଥାଉ କି ଆମ ଆଖି କିଛି ସମୟ ପାଇଁ ଡେଉଥିବା ଭଳି ଲାଗିଥାଏ । କେତେ ଲୋକ ଆଖି  ଡ଼େଈଂବାକୁ ମହତ୍ଵ ଦେଇଥାନ୍ତି । କିନ୍ତୁ ଆଉ କିଛି ଲୋକମାନେ ଏହାକୁ ଅନ୍ଧବିଶ୍ଵାସ ଭାବିଥାନ୍ତି । ଯେଉଁମାନେ ଏହାକୁ ମହତ୍ଵ ଦେଇଥାନ୍ତି ସେମାନଙ୍କୁ ମୁଁ ଆଜି ସେହିମାନଙ୍କୁ କହିବାକୁ ଚାହୁଛି ଯେ ଆଖି  ଡ଼େଈଂବା ଅର୍ଥ ସମ୍ବନ୍ଧରେ । ଆଖି  ଡ଼େଈଂବା  ଶୁଭ ନା ଅଶୁଭ ।

ସମୁଦ୍ର ଶାସ୍ତ୍ର ଅନୁସାରେ ମଣିଷ ପାଖରେ ଏମିତି କିଛି ଶକ୍ତି ରହିଛି ଯାହା ଦ୍ଵାରା ମଣିଷ ଭବିଷ୍ୟତ ରେ ଆସୁଥିବା ବିପଦକୁ ପୂର୍ବରୁ ଜାଣିପାରିଥାଏ । ବିପଦକୁ ଜାଣିବାର କ୍ରିୟା ତାଙ୍କ ଜୀବନରେ କେଉଁ ନା କେଉଁ ମାଧ୍ୟମ ରେ ହୋଇଥାଏ । ଆଖି  ଡ଼େଈଂବା ମଧ୍ୟ ଏକ ଚିହ୍ନ ବା କ୍ରିୟା ଅଟେ ଯାହା ଦ୍ଵାରା ଆମେ ଜାଣିପାରିଥାଉ କି ଆମ ଜୀବନରେ କିଛି ବିପଦ ଆସିବାକୁ ଯାଉଛି । ଡାହାଣ ଆଖି  ଡ଼େଈଂବା  ପୁରୁଷ ପାଇଁ ଭଲ ହୋଇଥାଏ ଏବଂ ବାମ ଆଖି  ଡ଼େଈଂବା  ସ୍ତ୍ରୀ ପାଇଁ ଶୁଭ ହୋଇଥାଏ ।

ଯଦି କୋଣସି ନାରୀ ବ ସ୍ତ୍ରୀଙ୍କ ଡାହାଣ ଆଖି ହଲ୍ ଚଲ୍ ହୋଇଥାଏ ଏହାର ପରିଣାମ ଭଲ ମାନା ଯାଏ ନାହିଁ । ଏହା ଅଶୁଭ ର ସଂକେତ ହୋଇଥାଏ । ଯଦି ସ୍ତ୍ରୀଙ୍କର ଡାହାଣ ଆଖି  ଡ଼େଈଂ ଥାଏ ତେବେ ସେ ସ୍ତ୍ରୀକୁ ଅଧିକ ସଚେତନ ରହିବାକୁ ହୋଇଥାଏ । କାରଣ ଆପଣଙ୍କୁ ପୂର୍ବରୁ ଆସୁଥିବା ବିପଦର ସୂଚନା ଦେଇଥାଏ ।

ଆପଣଙ୍କ ଜୀବନରେ ଯେ କୋଣସି ମୁହୁତ୍ତରେ କିଛି ବି ଘଟି ପାରେ , ତେଣୁ ଏହା ପ୍ରତି ଅଧିକ ଜାଗ୍ରତ ରହିବା ସେ ସ୍ତ୍ରୀ ପାଇଁ ଉଚିତ୍ ହୋଇଥାଏ । ଯଦି ପୁରୁଷଙ୍କ ଡାହାଣ ଆଖି  ଡ଼େଈଂ ଥାଏ ତେବେ ତାହା ପୁରୁଷଙ୍କ ପ୍ରତି ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଶୁଭ ବାର୍ତ୍ତା ଆସିବାକୁ ଯାଉଛି , ଏମିତି କିଛି ଭଲ କଥା ଆପଣ ଶୁଣିବାକୁ ପାଇଥାନ୍ତି ।

ସ୍ତ୍ରୀମାନଙ୍କ ବାମ ଆଖି  ଡ଼େଈଂବା କୁ ବହୁତ ଶୁଭ ମାନା ଯାଇଥାଏ । ଯଦି କୋଣସି ଝିଅର ବାମ ଆଖି ଡ଼େଇ ଥାଏ ତେବେ ଏହା ଶୁଭ ସଙ୍କେତ ଦେଇଥାଏ , ଯଦି ବାମ ଆଖି ଚାରି ପାଖତୁ  ଡ଼େଈଂ ଥାଏ ତେବେ ଏହା ବିବାହ ର ସଙ୍କେତ ଦେଇଥାଏ । ଯଦି କୋଣସି ପୁରୁଷର ବାମ ଆଖି  ଡ଼େଈଂଥାଏ , ତେବେ ପୁରୁଷ କୁ ବହୁତ କଷ୍ଟକର ପରିସ୍ଥିତି ଡ଼େଇ ଯିବାକୁ ପଡିଥାଏ ।

ଏହାକୁ ଅଶୁଭ ମାନା ଯାଇଥାଏ ସେହି ଦିନ ଏହି ବ୍ୟକ୍ତି କୁ ଅଧିକ ସର୍ତର୍କ ରହିବାକୁ ପଡିଥାଏ । ଯଦି ପୁରୁଷ ଏବଂ ସ୍ତ୍ରୀଙ୍କ ଦୁଇ ଆଖି ଏକ ସହ  ଡ଼େଈଂବାକୁ ଲାଗିଥାଏ ତେବେ ଉଭୟ ପ୍ରତି ଏହା ଏକ ପ୍ରଭାବ ପକେଇ ଥାଏ । ସେହି ଦିନ କୋଣସି ପୁରୁଣା ମିତ୍ର ସହ ଆପଣଙ୍କ ଭେଟ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *