Jyotish Shastra- ଆଜି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଶନିଙ୍କ କୃପାରୁ ହେବ ଧନବର୍ଷା, 2021 ରୁ 2030 ପର୍ଯ୍ୟନ୍ତ କୋଟିପତି ରାଶି

ଜ୍ଯୋତିଷ ସାସ୍ତ୍ର ଅନୁସାରେ ଆମେ ଗ୍ରହ ମାନଙ୍କ ଚଳନ ବଦଳିବା ଦ୍ଵାରା ସବୁ ପ୍ରାକର ପରିବର୍ତ୍ତନ ଆସିଥାଏ । ତେବେ ଯଦି ଗ୍ରହ ବଦଲୁଛି ତେବେ ସବୁ ପ୍ରକାର ରାଶି ମାନଙ୍କ ଉପରେ ପଡିଥାଏ । ତେବେ ଏବେ ଶନି ଦେବଙ୍କ ଗ୍ରହ ପରିବର୍ତ୍ତନ ଦ୍ଵାରା ୧୨ ଟି ଯାକ ରାଶି ଉପରେ ପ୍ରଭାବ ପଡି ଥାଏ ।

ତେବବେ ଶନି ଦେବଙ୍କ ଗ୍ରହ ପରିବର୍ତ୍ତନ ଦ୍ଵାରା କିଛି ରାଶି ମାନଙ୍କ ଉପରେ ଏହାର ଖରାପ ପ୍ରଭାବ ଓ କିଛି ରାଶି ମାନକ ଉପରେ ଏହାର ଭଲ ପ୍ରଭାବ ପଡିବା ପାଇଁ ଯାଉଛି । ତେବେ ଶନି ଦେବଙ୍କୁ ଆମେ କର୍ମର ଦେବତା କହି ଥାଉ । ସେ ଲୋକମାନଙ୍କ କର୍ମ ଅନୁସାରେ ତାଙ୍କୁ ଫଳ ଦେଇ ଥାନ୍ତି । ତେବେ ଯେଉଁ ମାନେ ଜେଭଳି କାମ କରିଥାନ୍ତି ସେମାନେ ସେଭଳି ଫଳ ପାଇ ଥାନ୍ତି  ।   ଏବେ କିଛି ଏଭଳି ରାଶି ମାନେ ଅଛନ୍ତି ଯାହା ଉପରେ ହେବାକୁ ଯାଉଛି ଶନି ଦେବଙ୍କ ଦୟା । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନେ କିଏ କିଏ ଅଟନ୍ତି ।

ମେଷ ରାଶି – ଏହି ରାଶି ମାନଙ୍କର ଧନର ଅଭାବ ରହିବ ନି । ଆପଣଙ୍କ ସବୁ ପ୍ରକାର ମନସ୍କାମନା ପୂରଣ ହେବାକୁ ଯାଉଛି । ଆପଣ ସବୁ ପ୍ରକାର ସୁଖ ପାଇବା ପାଇଁ ଯାଉଛନ୍ତି । ଆପଣ କିଛି ଏଭଳି କାମ କରିବେ ଯାହା ପାଇଁ ଆପଣ ସବୁ ବେଳେ ନିଜ ପରିବାର ଓ ସମାଜ ଆଗରେ ସମ୍ମାନ ପାଇବେ । ଏହି ରାଶିର ଲୋକମାନେ ଖୁବ ମାନଶୀକ ଶାନ୍ତି ପାଇବେ । ମାତ୍ର ଆପଣ ଏହି ସମୟରେ ଭଗବାନ ଶନିଦେବ ଙ୍କ ଉପରେ ବିସବାଶ ରଖିବେ ।

ସିଂହ ରାଶି – ଏହି ରାଶିର ମହିଳା ମାନେ ଅଧିକ ଲାଭ ବାନ ରହିବେ । ଆପଣ କିଛି ଭଲ କାମ କରିବା ପାଇଁ ଯାଉଛନ୍ତି । ଆପଣ ଏହି ସମୟରେ ନିଜ ପରିବାର ଶହ କିଛି ଭଲ ସମୟ ବିତାଇବେ । ଆପଣ କିଛି ମାଙ୍ଗଳିକ କାମରେ ନିଜକୁ ନିବେଶ କରି ପାରିବେ ।

କନ୍ୟା ରାଶି – ଏହୀ ରାଶି ମାନକ ପାଇ ଏହି ସମୟ ଖୁବ ଭଲ ଅଟେ । ଆପଣ କିଛି କାମରେ ବାହାରକୁ ଯାଇ ପାରନ୍ତି । ଆପଣ କିଛି ନୂଆ କାମ ଶିଖି ପାରନ୍ତି ଜୀଉନ ମାନେ ବାହାରକୁ ଯାଇ କିଛି ନୂଆ ବିଦ୍ୟା ଅର୍ଜନ କରିବା ପାଇଁ ବାହାରକୁ ଯିବା ପାଇଁ ଚାହୁଁ ଛନ୍ତି ସେମାନେ ଯାଇ ପାରନ୍ତି । ଏହି ସମୟ  ଆପଣଙ୍କ ପାଇ ଖୁବ ଭଲ ରହିବ ।

ତୁଳା ରାଶି – ଏହି ରାଶିର ଲୋକମାନେ ଖୁବ ଭଲ କାମ କରିବା ପାଇଁ ଯାଉଛନ୍ତି । ଏହି ରାଶିର ମହିଳା ମାନେ କ୍ଷ୍ହୁବ ଭଲ ସମୟ ବିତାଇବେ । ଆପଣ ନିଜ ପରିବାର ସହ କିଛି ଭଲ ସମୟ ବିତାଇବା ପାଇଁ ଯାଉଛନ୍ତି । ଆପଣ ଏହି ସମୟରେ  ସବୁ ପ୍ରକାର କରଜ ରୁ ମୁକ୍ତ ହେବା ପାଇଁ ଯାଉଛନ୍ତି । ଆପଣ କିଛି ଭି ଧନ ପାଇବା ପାଇଁ ଯାଉଛନ୍ତି  । ଆପଣଙ୍କ ଆର୍ଥିକ ସ୍ଥିତି ଧୀରେ ଧୀରେ ଭଲ ହେବା ରେ ଲାଗିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *