Jyotish Shastra- ଆଗାମୀ 33 ବର୍ଷ ପର୍ଯ୍ଯନ୍ତ ଏହି ରାଶି ହେବେ କୋଟିପତି, ପ୍ରଭୁ ଶନିଦେବ ଦେଲେ ଶୁଭ ସଙ୍କେତ !

ବନ୍ଧୁଗଣ ହିନ୍ଦୁ ଧର୍ମରେ ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହା ଯାଇଥାଏ । ଭଗବାନ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଓ ମୋକ୍ଷ ଦେବତା ଅଟନ୍ତି । ଭଗବାନ ଶନିଙ୍କୁ ନ୍ୟାୟଧୀଶ ଉପାଧି ଦିଆଯାଇଛି । ଶନି ପ୍ରତେକ ପ୍ରାଣୀଙ୍କ ସହ ଉଚିତ ନ୍ୟାୟ କରିଥାନ୍ତି । ଯେଉଁ ଲୋକ ଭଲ କାମ କରିଥାନ୍ତି ତାଙ୍କୁ ଶନିଦେବ ସୁଫଳ ଦେଇଥାନ୍ତି । କିନ୍ତୁ ଯେଉଁ ମାନେ ଖରାପ କାମ କରିଥାନ୍ତି ସେମାନଙ୍କୁ ଶନିଦେବ ଦଣ୍ଡ ଦେଇଥାନ୍ତି ।

ଆଜି ରାତି ଠାରୁ ଆଗାମୀ ୩୩ ବର୍ଷ ଯାଏଁ ଶନିଦେବ କିଛି ରାଶି ଉପରେ କୃପା ବର୍ଷାଇବାକୁ ଯାଉଛନ୍ତି । ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବିଛା ରାଶି : ଏହି ରାଶିର ଲୋକ ମାନଙ୍କର ଭଗବାନ ଶନିଦେବଙ୍କ କୃପାରୁ ସମୟ ଭଲ ରହିବ ।

କୌଣସି କ୍ଷେତ୍ରରୁ ଶୁଭ ଖବର ଆସିବ । ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ମିଥୁନ ରାଶି : ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କର ଆଗାମୀ ସମୟ ଭାଗ୍ୟଶାଳୀ ରହିବ । ଆପଣଙ୍କର ଅଟକିଥିବା କାମ ପୂରଣ ହେବ । କହି ଦେଉଛୁ ଆପଣଙ୍କୁ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ରହିବ ।

କନ୍ୟା ରାଶି : ଆପଣ ନିବେଶ କରିପାରନ୍ତି । ଯେଉଁଠା ରୁ ଆର୍ଥିକ ଲାଭ ମିଳିବ । ଇବେଶ ଦ୍ରୁଷ୍ଟି କୋଣ ପାଇଁ ବହୁତ ଭଲ ସମୟ ଅଟେ । ତେଣୁ ଆପଣଙ୍କର ଅନୁଭବ ଅନୁସାରେ ନିବେଶର ଭାବନା କରିପାରନ୍ତି । ଆର୍ଥିକ ଲାଭର ଭଲ ସୁଯୋଗ ପ୍ରାପ୍ତ ହେବ ।

ବୃଷ ରାଶି : ଯଦି ଆପଣ କେଉଁଠି ଚାକିରି କରୁଛନ୍ତି ତେବେ ପ୍ରମୋଶନ ହୋଇପାରେ । ଏହା ସହ ଆପଣଙ୍କର ପ୍ରଶଂସା ଚାରିଆଡେ ବଢିଯିବ । ଆପଣଙ୍କର ଆଗାମୀ ଦିନରେ ପ୍ରଶଂସନୀୟ କାର୍ଯ୍ୟ କରିପାରନ୍ତି ।

ମକର ରାଶି : କହି ଦେଉଛି ଆଗାମୀ ସମୟ ବହୁତ ଖାସ ହେବ । ଟଙ୍କା ପଇସା ଉପରେ ବିଚାର ନିହାତି କରନ୍ତୁ । ଟଙ୍କା ସହ ଜଡିତ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କର ନିସ୍ପତି ସଠିକ ସାବ୍ୟସ୍ତ ହେବ ।

ତୁଳା ରାଶି : ପାଠ ପଢାରେ ଆଗକୁ ବଢିବାର ଅନେକ ଅବସର ମିଳିବ । ଭାବନାତ୍ମକ ସମସ୍ଯା ଆପଣଙ୍କର ଶେଷ ହେବ । ଆପଣଙ୍କ କୁଣ୍ଡଳୀରେ ଅନେକ ଧନ ଲାଭର ଅନେକ ଅନୁକୂଳ ସମୟ ଆସିଛି । ମନ ଓ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବ । ଚାକିରି ସହ ଜଡିତ ସମସ୍ଯା ଦୂର ହେବ ।

ସିଂହ ରାଶି : ଏହି ରାଶିର ଲୋକଙ୍କୁ ନିଜର ପରିଶ୍ରମର ସଂପୂର୍ଣ୍ଣ ଲାଭ ହେବ । ପ୍ରେମ ଜୀବନ ରୋମାଣ୍ଟିକ ହେବ । ଅବିବାହିତ ଲୋକଙ୍କୁ ବିବାହର ନୂଆ ପ୍ରସ୍ତାବ ମିଳିବ । ଆପଣଙ୍କର ଲଭ ପାର୍ଟନର କୌଣସି ବିବାଦକୁ ନେଇ ଦୂରେଇ ରହିପାରନ୍ତି ।

କୁମ୍ଭ ରାଶି : ଶନିଦେବ ଆପଣଙ୍କ ରାଶିର ସ୍ଵାମୀ ଅଟନ୍ତି । ଆଗାମୀ ଭବିଷ୍ଯତରେ ଶନିଦେବ ଆପଣଙ୍କର ସବୁ କାର୍ଯ୍ୟକୁ ଖୁସିରେ ପୂର୍ଣ୍ଣ କରିବେ । ଚାକିରି କ୍ଷେତ୍ରରେ କରାଯାଇଥିବା ସାବି ଚେଷ୍ଟା ସଫଳତା ଆଣିଦେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *