୧- ଅଧକପାଳୀ ହେଲେ ବହୁତ କଷ୍ଟ ତଥା ଯ-ନ୍ତ୍ର-ଣା ଅନୁଭବ ହୋଇଥାଏ । ଯଦି ଅଧ କପାଳୀ ହେଉଛି ତେବେ ଆପଣ ଏହାର ପ୍ରୟୋଗ ଭୁଲନ୍ତୁ ନାହିଁ । ଆପଣ ଘରୁ ବାହାରିବେ, ଦକ୍ଷିଣ ଦିଗ କୁ ମୁହଁ କରି ବାହାରିବେ । ଡାହାଣ ହାତରେ ଗୁଡ ଖଣ୍ଡେ ଧରିବେ, ତାକୁ ଦାନ୍ତରେ କା-ମୁ-ଡି ଦେବେ । ଏହା ପରେ ସେହି ଗୁଡଟିକୁ ଧରି ଏପରି ଗୋଟିଏ ଛକଟିକୁ ଯାଇ ତାହାକୁ ଏଭଳି ଜାଗାରେ ଫି-ଙ୍ଗି-ଦେବେ ତାହାକୁ ଫି-ଙ୍ଗି-ଲା ବେଳେ ଯେପରି କେହି ନ ଦେଖିବେ । ଆପଣ ଏପରି ମାତ୍ର ୪ ରୁ ୫ ଥର କରନ୍ତୁ । ଆପଣଙ୍କ ଅଧା କପାଳୀ ସମାପ୍ତ ହୋଇଯିବ ।
୨- ଭାରି ଜିନିଷ ଉଠାଇବା ଅଥବା ଅଧିକ ସମୟ ପର୍ଯ୍ୟନ୍ତ ଉଠାଇ ରଖିବା ତ୍ୟାଗ କରିବା ଉଚିତ । ଏବା ବେକ ଏବଂ ପିଠିରେ ସମସ୍ୟା ସୃଷ୍ଟି କରିଥାଏ ।
୩- ପ୍ରତ୍ୟକ ଦିନ ସକାଳୁ ଉଠି କିଛି ନୀତିନିୟମ ପାଳନ କରିଲେ, ଶରୀର ମନ ସୁସ୍ଥ ସବଳ ରହିବା ସହିତ ଉତ୍ତରତୋର ଉନ୍ନତି ହୋଇଥାଏ ।
୪- ସକାଳେ ଉଠି ଅଟା ରେ ଚିନୀ ମିଶାଇ ପିମ୍ପୁଡି କୁ ନିୟମିତ ଭାବରେ ଖାଇବାକୁ ଦେବା ଦ୍ଵାରା ଶୋଇଥିବା ଭାଗ୍ୟ ଜାଗୃତ ହୁଏ ।
୫- ସକାଳୁ ନିୟମିତ ଭାବରେ ପ୍ରଚୁର ପାଣି ସେବନ କରିବା ଦ୍ଵାରା ଚରମ ଜନିତ ସମସ୍ୟା ଦୂର ହୋଇଥାଏ । ଏବଂ କେଶ ମଜବୁତ ହୋଇଥାଏ ।
୬- ପ୍ରତ୍ୟକ ଦିନ ସକାଳୁ ପ୍ରଚୁର ପାଣି ସେବନ କରିବା ଅଭ୍ୟାସ କରିବା ଉଚିତ, ଏହାଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
୭- ସକାଳୁ ପ୍ରଚୁର ପାଣି ସେବନ କରିବା ଦ୍ଵାରା ପଥୁରି ରୋଗ ଦୂର ହେବାରେ ସାହାର୍ଯ୍ୟ କରିଥାଏ ଏହା ସହିତ ରକ୍ତ ଶୁଦ୍ଧ ହୁଏ ।
୮- ସକାଳୁ ଉଠି ପ୍ରଚୁର ପାଣି ସେବନ କରିବା ଦ୍ଵାରା କୋଷ୍ଠକାନିଷ୍ଠ ଦୂର ହୋଇଥାଏ ଏବଂ ପେଟର ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୯- ସକାଳୁ ପ୍ରଚୁର ପାଣି ସେବନ କରିବା ଦ୍ଵାରା ପେଟ ସଫା ରହିଥାଏ ଏବଂ ଭୋକ ଠିକ ହୋଇଥାଏ ।
୧୦- ଭଲଭାବେ ହାତ ଧୋଇବା ଉଚିତ ତେବେ ଠିକ ଭାବରେ ହାତ ନ ଧୋଇବା ଦ୍ଵାରା ପୃଥିବୀରେ ଦଶଲକ୍ଷ ଲୋକ ବର୍ଷକୁ ରୋଗରେ ପ୍ରାଣ ହରାଇଥାନ୍ତି ।
୧୧- ଦୈନନ୍ଦିନ ଜୀବନରେ ପର୍ଯ୍ୟାପ୍ତ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ତେବେ ଜୀବନର ପଚିଶ ବର୍ଷ କେବଳ ଶୋଇବାରେ କଟିଯାଇଥାଏ ।
୧୨- ମୋବାଇଲ ରେ ଡାଟା ଷ୍ଟୋର କରିବା ସମସ୍ତେ ଜାଣନ୍ତି ତେବେ ମଣିଷର ମସ୍ତିଷ୍କ ପ୍ରାୟ ଦଶଲକ୍ଷ ଜିବି ଡାଟା ଜୀବନକାଳ ଭିତରେ ଷ୍ଟୋର କରିଥାଏ ।
୧୩- ଦୁନିଆରେ ଅଧିକାଂଶ ଲୋକ ମାଂସ ଖାଇବାକୁ ପସନ୍ଦ କରିଥାନ୍ତି ତେବେ ଜଣେ ଲୋକ ତା ଜୀବନ କାଳ ଭିତରେ ସାତ ହଜାର ପଶୁ ପକ୍ଷୀଙ୍କ ମାଂସ ଖାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।