ଅଧା କପାଳି ମୁଣ୍ଡବିନ୍ଧା ମାତ୍ର 2 ମିନିଟ ରେ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଅଧା କପାଳି ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏହା ଏଭଳି ଏକ ସମସ୍ୟା ଅଟେ ଯାହା ମୁଣ୍ଡର ଡାହାଣ କିମ୍ବା ବାମ ପାର୍ଶ୍ୱ କୌଣସି ବି ଗୋଟିଏ ପାଖରେ ଭୟଙ୍କର ଯ-ନ୍ତ୍ର-ଣା ଅନୁଭୂତ ହୋଇଥାଏ । ଏହାର ଯ-ନ୍ତ୍ର-ଣା ବହୁତ ହିଁ କଷ୍ଟ ଦାୟକ ହୋଇଥାଏ । ଏହି ମୁଣ୍ଡ ବିନ୍ଧା ଭଳି ସମସ୍ୟା କୁ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାର ଔଷଧ ର ମଧ୍ୟ ସେବନ କରିଥାନ୍ତି ।

ଏହା ଦ୍ବାରା କିଛି ସମୟ ପାଇଁ ଆରାମ ମିଳିଥାଏ । କିନ୍ତୁ ପୁଣିଥରେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଏହି ଅଧା କପାଳି ମୁଣ୍ଡ ବିନ୍ଧା ରୁ ସବୁଦିନ ପାଇଁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଉକ୍ତ ଘରୋଇ ଉପଚାର କୁ ପ୍ରସ୍ତୁତ କରନ୍ତୁ । ମୁଣ୍ଡବିନ୍ଧା ଭଳି ସମସ୍ୟା କୁ ଦୂର କରିବା ନିମନ୍ତେ କାବୁଲି ବାଦାମ ର ସବୁଠାରୁ ଅଧିକ ଅବଶ୍ୟକତା ରହିଛି । ଆପଣ ଏଥିପାଇଁ ୩ ରୁ ୪ଟି କାବୁଲି ବାଦାମ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ବାଟି ଦିଅନ୍ତୁ । ଏହାପରେ ଆପଣ ଏକ ଗ୍ରାଇଣ୍ଡର୍ ଜଗ୍ ନିଅନ୍ତୁ । ସେଥିରେ ଏହି କାବୁଲି ବାଦାମ ବଟା କୁ ପକାଇ ଦିଅନ୍ତୁ । ଏହାପରେ ଆପଣ ୨୫୦ ଗାଈ କ୍ଷୀର ନିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡର୍ ଜଗ୍ ରେ ପକାନ୍ତୁ ।

ଏହାପରେ ଆପଣ ଶେଷ ସାମଗ୍ରୀ ଛୋଟ ଖଣ୍ଡ ମିଶ୍ରି ନେଇ ଗ୍ରାଇଣ୍ଡର୍ ରେ ପକାଇ ଦିଅନ୍ତୁ । ବର୍ତ୍ତମାନ ଏହି ସମସ୍ତ ସାମଗ୍ରୀ କୁ ଆପଣ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏହାପରେ ଆପଣ ସେହି ମିଶ୍ରଣ କୁ ଏକ ଗ୍ଲାସ ରେ ରଖନ୍ତୁ । ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ମାନେ ପ୍ରତିଦିନ ଏହି ଉପଚାର କୁ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ ।

ଆପଣ ଦେଖିବେ ବହୁତ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଅଧା କପାଳି ମୁଣ୍ଡ ବିନ୍ଧା ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ଏବଂ ଆପଣଙ୍କୁ ତୁରନ୍ତ ଆରାମ ମିଳିବ । ତେଣୁ ଯଦି ଆପଣ ମାନେ ଅଧା କପାଳି ମୁଣ୍ଡବିନ୍ଧା ରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ନିଶ୍ଚିତ ଭାବରେ ଆରାମ ମିଳିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *