Garuda Puran- ଅକାଳ ମୃତ୍ୟୁର କାହିଁକି ହୋଇଥାଏ ? ଅଚାନକ କ’ଣ ପାଇଁ ହୋଇଥାଏ ମୃତ୍ୟୁ, ଜାଣନ୍ତୁ ରହସ୍ୟ !

ବନ୍ଧୁଗଣ, ଅଧିକାଂଶ ସମୟରେ ଆପଣ ମାନେ ଦେଖିଥିବେ, ଯେ କାହାର ଆକ୍ସିଡେଣ୍ଟ ହୋଇଯାଇଥାଏ ଏବଂ ତାହାର ମୃ-ତ୍ୟୁ ହୋଇଯାଇଥାଏ, ଏହାପରେ ଘର ଲୋକ କହିଥାନ୍ତି ଯେ ଯଦି ତୁମ୍ଭେ ସେଠାକୁ ଯାଇ ନଥାନ୍ତ ତେବେ ଏପରି ହୋଇ ନଥାନ୍ତା । କୌଣସି ବ୍ୟକ୍ତି ପାଣିରେ ଯଦି ଡୁବି ମରିଯାଏ ତେବେ କେହି କେହି କହିଥାନ୍ତି ଯଦି ନଦୀ କୁ ନ ଯାଇଥାନ୍ତେ ତେବେ ଏପରି ହୋଇ ନଥାନ୍ତା ।

“ରାମଚରିତ ମାନସ” ର ବଳକାଣ୍ଡ ରେ ସ୍ପଷ୍ଟ ଭାବରେ ଏହା ଲେଖା ଯାଇଅଛି, ଉଦାହରଣ ସ୍ୱରୂପ ଜଣେ ପ୍ରତାବ ଭାନୁ ନାମକ ରାଜା ଥିଲେ । ଏବଂ ଥରେ ସେମାନଙ୍କ ଘରକୁ ବହୁତ ସନ୍ଥ ଆସିଲେ, ବ୍ରାହ୍ମଣ ଆସିଲେ । ସେ ସମସ୍ତଙ୍କୁ ଭୋଜନ କରାଉଥିଲେ, ମାତ୍ର ତାଙ୍କର ଯିଏ ରୋଷେଇୟା ଥିଲେ ଅର୍ଥାତ ଭୋଜନ ବନାଇଲାବାଲା ସେ ରୋଷେଇୟା ମାୟାବୀ ରାକ୍ଷସ ଥିଲା ।

ସେହି ମାୟାବୀ ରାକ୍ଷସ ସବୁ ସନ୍ଥ ଙ୍କୁ ଏବଂ ବ୍ରାହ୍ମଣ ଙ୍କୁ ମାଂସ ପରୋଷି ଦେଲେ, ଏବଂ ସନ୍ଥ ତଥା ବ୍ରାହ୍ମଣ ମାନେ ଦେଖିଲେ ଯେ ଆମ୍ଭ ଥାଳିରେ ମାଂସ ଅଛି । ଏହାପରେ ସେମାନେ ରାଜା ପ୍ରତାବ ଭାନୁ ଙ୍କୁ ସରାପ ଦେଇଦେଲେ ଯେ ତୁ ସବୁଦିନ ଲାଗି ରାକ୍ଷାଶ ବନିଜାଅ । ଏହାପରେ ରାଜା ପ୍ରତାବ ଭାନୁ ଚିନ୍ତା କରନ୍ତି ଯେ ଯଦି ମୁଁ ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇ ନଥାନ୍ତି ତେବେ ଆଜି ମୋର ଏହି ଦୁର୍ଗତି ହୋଇ ନଥାନ୍ତା ।

ଏହାପରେ ସେହି ରାଜା ପ୍ରତାବ ଭାନୁ ତାପରେ ରାବଣ ବନିଲେ । ରାମଚରିତ ମାନସ ରେ ଲେଖାଯାଇଅଛି ଯେ ଯାହା ହେବାର ଥିବ ତାହା ଆମ୍ଭ ସହିତ ଅଥବା ଆପଣଙ୍କ ସହିତ ହୋଇ ରହିବ, ତାହା କୌଣସି ପ୍ରକାରରେ ମଧ୍ୟ ଟଳି ନଥାଏ । ଏବଂ ଯାହା ହେବାର ନଥିଲା ତାହା ଆମ୍ଭ ସହିତ କେବେ ମଧ୍ୟ ହେବ ନାହିଁ । ଯାହାର ମୃ-ତ୍ୟୁ ଯେଉଁଠାରେ ଲେଖା ଯାଇଅଛି, ଏବଂ ଯେବେ ଲେଖା ହୋଇଛି ତାହା ନିଶ୍ଚିତ ଭାବରେ ହୋଇ ରହିଥାଏ ।

ମହାଭାରତରେ ଭୀଷ୍ମ ପିତାମହ ଙ୍କ ମୃ-ତ୍ୟୁ ଯେଉଁଭଳି ଲେଖା ଯାଇଥିଲା ଠିକ ସେହିଭଳି ହୋଇଥିଲା । ତେବେ ଯାହାର ମୃ-ତ୍ୟୁ ଯେଉଁଭଳି ପୂର୍ବରୁ ଲେଖାଯାଇଅଛି ଠିକ ସେହିଭଳି ହେଉଛି । ତେବେ ଏଥିପାଇଁ ଆମ୍ଭକୁ ଏହା ଉପରେ ଶୋକ କରିବା କଥା ନୁହେଁ । ଏହା ଉପରେ ଆମ୍ଭକୁ ଚିନ୍ତା କରିବା କଥା ନୁହେଁ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *