Tarot Card- ଆପଣଙ୍କ ଇଚ୍ଛା କେବେ ଓ କିଭଳି ଭାବେ ପୂରଣ ହେବ ? ଜାଣିବା ପାଇଁ ନିଜ ପାଇଁ ବାଛି ନିଅନ୍ତୁ ଏକ ନମ୍ବର !

ସମସ୍ତଙ୍କ ଜୀବନରେ କିଛି ନା କିଛି ସ୍ଵପ୍ନ ଥାଏ । ଯେପରି ଅନେକ ଲୋକଙ୍କ ମନରେ କିଛି ନା କିଛି ନିର୍ଦ୍ଧିଷ୍ଠ ଏକ ସ୍ଵପ୍ନ ସେହି ସମୟରେ ରହିଥାଏ । ଯେଉଁ ସମୟରେ ସେହି ସ୍ଵପ୍ନକୁ ପୂରଣ କରିବାର ଆବଶ୍ୟକତା ରହିଥାଏ । ତେବେ ଯଦି ଆପଣଙ୍କର ଲକ୍ଷ ବା ଏମ୍ କେବେ ପୁରା ହେବାକୁ ଯାଉଛି । ତାହା ଜାଣିବା ପାଇଁ ଚାହୁଁଛନ୍ତି । ତେବେ କପ୍ ତଳେ ଦିଆଯାଇଥିବା 1, 2, ଓ 3 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ନିଅନ୍ତୁ ।

1- ଯାହା ବି ଆପଣଙ୍କ ମନରେ ସ୍ଵପ୍ନ ରହିଛି । ତାହା ନିହାତି ଭାବରେ ପୂରଣ ହେବ । କାରଣ ଆପଣ ଯେଉଁ ନମ୍ବରକୁ ବାଛିଛନ୍ତି । ସେହି ନମ୍ବର ଅନୁସାରେ ଆପଣଙ୍କର ଭାଗ୍ୟରେ ଆପଣଙ୍କର ସେହି ସ୍ଵପ୍ନ ବହୁତ ଶୀଘ୍ର ପୂରଣ ହେବାକୁ ଯାଉଛି । ହେଲେ ଏଥିପାଇଁ ଆପଣଙ୍କୁ 3 ମାସ କିମ୍ବା 1 ରୁ 2 ବର୍ଷ ଭଳି ସମୟ ଲାଗିପାରେ । ଏହା ବିଜିନେଷ୍ କୁ ନେଇ କିଛି ସ୍ଵପ୍ନ ହୋଇପାରେ । ବା ଆପଣଙ୍କର କ୍ଯାରିଅରକୁ ନେଇ କିଛି ଲକ୍ଷ ହୋଇପାରେ । କାରଣ ଆପଣ ଏଥିରେ ବହୁ ପରିଶ୍ରମ କରୁଥିବାର ଜଣା ପଡୁଛି ।


2-ଯେଉଁ ମାନେ ନମ୍ବର 2 କୁ ବାଛିଛନ୍ତି । ଆପଣ ମାନେ ଯାହାକୁ ପାଇବା ପାଇଁ ସ୍ଵପ୍ନ ଦେଖିଥିଲେ । ସେହି ସ୍ଵପ୍ନ ଆପଣଙ୍କର ଅଧୁରା ରହିଯାଇଛି ବୋଲି ଆପଣ ହୁଏତ ଭାଙ୍ଗି ପଡିଛନ୍ତି । ତେଣୁ ବର୍ତ୍ତମାନ ଆପଣଙ୍କ ସ୍ଥିତି ଅନୁଯାଇ ଯେଉଁଠାରୁ ବି ଆପଣ ହର୍ଟ ହୋଇଛନ୍ତି ବୋଲି ଭାବୁଛନ୍ତି । ସେଠାରେ କିଛି ପାଇବାର ଆଶା ନରଖି ମୁଭ ଅନ୍ କରିଦେବ ହିଁ ଆପଣଙ୍କ ପାଇଁ ଭଗବାନଙ୍କ ତରଫରୁ ଈଷାରା ମିଳୁଛି । ଆପଣ ଲୋକଙ୍କର ସେବା ଓ ସହାୟତା କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ସବୁକିଛି ଆଗାମୀ ଦିନରେ ଭଲ ହେବାକୁ ଯାଉଛି ।


3- ଯେଉଁ ମାନେ ନମ୍ବର 3 କୁ ବାଛିଛନ୍ତି । ଆପଣଙ୍କୁ ଆପଣ ଭାବିଥିବା ଡ୍ରିମ ନିହାତି ଭାବରେ ପୂରଣ ହେବାର ସମ୍ଭାବନା ରହିଛି । କାରଣ ଏହି ସ୍ଵପ୍ନ ଆପଣ ବହୁତ ସିକ୍ରେଟ ଭାବରେ ଭବିକି ରଖିଛନ୍ତି । ତାହା ହିଁ ଆପଣଙ୍କୁ ମିଳିବ ବୋଲି ଭାଗ୍ୟରେ ଲେଖା ମଧ୍ୟ ସରିଛି । ତେଣୁ ନିଜର ଡ୍ରିମ ପୁରା ହେବାର କେବଳ ଏକ ଉଚିତ ସମୟକୁ ହିଁ ଆପଣକୁ ଅପେକ୍ଷା କରିବାକୁ ପଡିବ । ହେଲେ ଭଗବାନଙ୍କ ତରଫରୁ ଆପଣଙ୍କ ପାଇଁ ବହୁତ ହିଁ ଭଲ ତଥା ପଜିଟିଭ ଶକ୍ତି ରହିଛି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *