୧. ଭାଗ୍ୟଶାଳୀ ଲୋକଙ୍କ ପାଖରେ ଈଶ୍ୱର ଙ୍କ କୃପା ରହିଥାଏ।ତାଙ୍କ ଈଶ୍ୱରୀୟ ଶକ୍ତି ସେମାନଙ୍କୁ ବିପଦ ରୁ ରକ୍ଷା କରିଥାଏ ଏବଂ ସଠିକ ରାସ୍ତା ଦେଖାଇଥାଏ। ୨. ଯେଉଁ ବ୍ୟକ୍ତି ମାନଙ୍କ ପାଖରେ କାମ, କ୍ରୋଧ, ଲୋଭ, ମୋହ, ମାୟା, ଇର୍ଷା ଆଦି ଭଳି ଗୁଣ ବହୁତ କମ ରହିଥାଏ ସେମାନଙ୍କ ଉପରେ ଈଶ୍ୱର ଙ୍କ କୃପା ରହିଥାଏ।
୩. ଯେଉଁ ବ୍ୟକ୍ତି ମାନେ କେବେବି ଅନ୍ୟ ମାନଙ୍କୁ ଖରାପ କଥା କୁହନ୍ତି ନାହିଁ ଏବଂ ସୌହାର୍ଦ୍ଦ୍ୟ ଭାବ ରଖିଥାନ୍ତି ସେହି ବ୍ୟକ୍ତି ମାନଙ୍କ ଉପରେ ଈଶ୍ୱର ଙ୍କ କୃପା ରହିଥାଏ। ୪. ଯେଉଁ ଲୋକ କୌଣସି ବିଭିଚାର କରି ନଥାନ୍ତି ଏବଂ ଅଳ୍ପ ରେ ସନ୍ତୁଷ୍ଟ ରୁହନ୍ତି ସେମାନଙ୍କ ଉପରେ ସର୍ଵଦା ଈଶ୍ୱର ନିଜର କୃପା ଦୃଷ୍ଟି ବଜାୟ ରଖନ୍ତି। ୫. ଯେଉଁ ବ୍ୟକ୍ତି ମାନେ ସ୍ୱପ୍ନ ରେ ମନ୍ଦିର ଏବଂ ମନ୍ଦିର ର ଆଖପାଖ ପରିସର ଦେଖିଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି।
୬. ଯେଉଁ ବ୍ୟକ୍ତି ମାନେ ସ୍ୱପ୍ନ ରେ ଈଶ୍ୱର ଙ୍କୁ ଦେଖିଥାନ୍ତି ସେମାନଙ୍କ ପାଖରେ ଈଶ୍ୱରୀୟ ଶକ୍ତି ରହିଥାଏ।
୭. ଯେଉଁ ଲୋକମାନେ ନିଜର ଦୈନିକ କାର୍ଯ୍ୟ କରିବା ପରେ ଈଶ୍ୱର ଙ୍କୁ ଭକ୍ତି ଓ ଆରାଧନା କରିଥାନ୍ତି ସେମାନଙ୍କ ପାଖରେ ଈଶ୍ୱର ଙ୍କ ଶକ୍ତି ରହିଥାଏ।
୮. ଯେଉଁ ବ୍ୟକ୍ତି ମାନଙ୍କ ଉପରେ ଈଶ୍ୱର ଙ୍କ କୃପା ରହିଥାଏ ସେମାନେ ସମାଜ ର କାର୍ଯ୍ୟ ସମ୍ପାଦନ କରିବାରେ ସକ୍ଷମ ହୋଇଥାନ୍ତି।
୯. ଯେଉଁ ଲୋକ ମାନଙ୍କ ଉପରେ ଈଶ୍ୱର ଙ୍କ କୃପା ରହିଥାଏ ସେମାନେ ଅନ୍ୟ ର ସାହାଯ୍ୟ କରିବା ନିମନ୍ତେ ସମର୍ଥ ହୋଇଥାନ୍ତି।
୧୦. ଈଶ୍ୱର ଙ୍କ କୃପା ପ୍ରାପ୍ତ କରୁଥିବା ବ୍ୟକ୍ତି ମାନଙ୍କୁ ପୂର୍ବାଭାଷ ହୋଇଥାଏ ଏବଂ ସେମାନେ ଆଗାମୀ ଦିନ ରେ ଘଟିବାକୁ ଥିବା ଘଟଣା ସମ୍ବନ୍ଧରେ ଜାଣି ପାରନ୍ତି।
୧୧. ଯେଉଁ ବ୍ୟକ୍ତି ମାନେ ବ୍ରାହ୍ମ ମୁହୂର୍ତ୍ତରେ ଉଠିଥାନ୍ତି ଏବଂ ବ୍ରାହ୍ମ ମୁହୂର୍ତ୍ତରେ ଈଶ୍ୱର ଙ୍କ ଆରାଧନା କରନ୍ତି ସେମାନଙ୍କୁ ଈଶ୍ୱର ଙ୍କୁ ଦୈବ ଶକ୍ତି ପ୍ରାପ୍ତ ହୋଇଥାଏ।
୧୨. ଯେଉଁ ବ୍ୟକ୍ତି ମାନେ ସକାଳୁ ସ୍ନାନ କରିବା ପରେ ସୂର୍ଯ୍ୟ ଦେବ ଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି ସେମାନଙ୍କୁ ଈଶ୍ୱର ଙ୍କ କୃପା ଲାଭ ହୋଇଥାଏ।
୧୩. ଯେଉଁ ଲୋକ ମାନେ ନିଜ କୁ ପୂର୍ଣ୍ଣ ରୂପରେ ଈଶ୍ୱର ଙ୍କ ପ୍ରତି ସମର୍ପଣ କରନ୍ତି ସେମାନଙ୍କୁ ଈଶ୍ୱର ଙ୍କ କୃପା ପ୍ରାପ୍ତ ହୋଇଥାଏ।
୧୪. ଯଦି ଆପଣଙ୍କୁ ହଠାତ ମଧୁର ସଙ୍ଗୀତ ଶୁଣାଯାଏ ଏବଂ କାନ କୁ କିଛି ଶବ୍ଦ ଆଭାସ ହୋଇଥାଏ ତେବେ ଏହା ଦୈବୀ ଶକ୍ତି ର ଅନୁଭବ ଅଟେ।
୧୫. ଯଦି ପୂଜା କରୁଥିବା ସମୟ ରେ ଦେହ ଶୀତେଇ ଉଠେ କିମ୍ବା ଶିହରଣ ସୃଷ୍ଟି ହୋଇଥାଏ ତେବେ ଏହା ଦୈବୀ କୃପା ପ୍ରାପ୍ତି ର ସଙ୍କେତ ହୋଇଥାଏ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।