ଯଦି ଆପଣଙ୍କ ଜନ୍ମ ୧୯୮୦ ରୁ ୨୦୦୦ ଭିତରେ ହୋଇଛି ତେବେ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ ଏହି ଖାସ କଥା -Jyotish Shastra

ନମସ୍କାର, ଯଦି ଆପଣଙ୍କ ଜନ୍ମ ୧୯୮୦ ମସିହାରୁ ନେଇ ୨୦୦୦ ମସିହା ଭିତରେ ହୋଇଛି ତେବେ ଆଜି ଆମେ ଆପଣଂକୁ ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ ଜଣାଇବୁ । ପ୍ରତ୍ୟେକ ବ୍ୟକ୍ତି ଙ୍କ ଜନ୍ମ ବର୍ଷ ହିଁ ଆପଣଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ବନ୍ଧରେ କହିଥାଏ । ଆପଣ ଯେଉଁ ବର୍ଷ ରେ ଜନ୍ମ ହୋଇଥାନ୍ତି ସେହି ବର୍ଷ ହିଁ ଆପଣଙ୍କ ବର୍ତ୍ତମାନ ତଥା ଆପଣଙ୍କ ଭବିଷ୍ୟତରେ ଲୁଚି ରହିଥିବା ଅନେକ ରୋଚକ ତଥ୍ୟ ସମ୍ବନ୍ଧରେ ଜଣାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି ବ୍ୟକ୍ତି ମାନଙ୍କ ଭବିଷ୍ୟତ ସମ୍ବନ୍ଧରେ ଥିବା କିଛି ଖାସ କଥା କହିବୁ ଯେଉଁ ମାନଙ୍କ ଜନ୍ମ ବର୍ଷ ୧୯୮୦ ମସିହାରୁ ୨୦୦୦ ମସିହା ମଧ୍ୟରେ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜନ୍ମ ବର୍ଷ ଥିବା ବ୍ୟକ୍ତିଙ୍କ ଭବିଷ୍ୟତ ସମ୍ବନ୍ଧରେ ।

୧.  ୧୯୮୦, ୧୯୮୪- ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ଏହି ମସିହାରେ ହୋଇଥାଏ ସେମାନେ ସ୍ଵଭାବ ରୁ ଚୁମ୍ବକୀୟ ଆକର୍ଷଣ ର ହୋଇଥାନ୍ତି ଏବଂ ଏମାନଙ୍କ ଅନେକ ବନ୍ଧୁ ଥାଆନ୍ତି ଏବଂ ଏମାନଙ୍କ ବ୍ୟକ୍ତିତ୍ବ ଏବଂ ସ୍ଵଭାଵ ଙ୍କୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜର ଗର୍ବ ଗୁଣକୁ ନିୟନ୍ତ୍ରଣ କରିବା ଉଚିତ ।

୨. ୧୯୮୧, ୧୯୮୭- ଯେଉଁ ବ୍ୟକ୍ତି ମାନେ ଏହି ମସିହାରେ ଜନ୍ମ ହୋଇଥାନ୍ତି, ଏହି ବ୍ୟକ୍ତି ମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଏବଂ ଏମାନେ ନିଜ କଠିନ ପରିଶ୍ରମ ଦ୍ବାରା ସଫଳତା ହାସଲ କରିଥାନ୍ତି ଏବଂ ଏହି ବ୍ୟକ୍ତି ମାନେ ଶୀଘ୍ର କାହା ଉପରେ ବିଶ୍ୱାସ କରନ୍ତି ନାହିଁ ।

୩. ୧୯୮୨, ୧୯୯୧- ଯେଉଁ ବ୍ୟକ୍ତି ମାନେ ଏହି ମସିହାରେ ଜନ୍ମ ହୋଇଥାନ୍ତି ସେମାନେ ଅତ୍ୟନ୍ତ ବିଶ୍ୱସନୀୟ ହୋଇଥାନ୍ତି । ସେମାନେ ନିଜ ଠାରୁ ଯେଉଁ ବ୍ୟକ୍ତି ମାନଙ୍କୁ ଭଲ ପାଆନ୍ତି ସେମାନଙ୍କ ପାଇଁ କିଛିବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଏହି ବ୍ୟକ୍ତି ମାନଙ୍କ ସ୍ଵଭାଵ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ହୋଇଥାଏ ।

୪. ୧୯୮୩, ୧୯୯୩- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଦୟାଳୁ ହୋଇଥାନ୍ତି ଏବଂ ଶୀଘ୍ର ଅନ୍ୟଙ୍କ ଉପରେ ବିଶ୍ୱାସ କରନ୍ତି ଯାହା ଦ୍ୱାରା ବେଳେ ବେଳେ ଧୋକା ମଧ୍ୟ ଖାଇଥାନ୍ତି । ଜୀବନରେ ଅତ୍ୟନ୍ତ କଠିନ ପରିଶ୍ରମ କରିଥାନ୍ତି ଏବଂ ଭବିଷ୍ୟତରେ ଏମାନଙ୍କୁ ଏହାର ଫଳ ନିଶ୍ଚିତ ମିଳିବ ।

୫. ୧୯୮୬, ୧୯୯୫- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପଜେଟିଭ ସ୍ଵଭାଵ ର ହୋଇଥାନ୍ତି ଏଥିପାଇଁ ଏମାନେ ନିଜ ବନ୍ଧୁଙ୍କ ପ୍ରିୟ ପାତ୍ର ହୋଇ ଯାଇଥାନ୍ତି । ଏମାନେ କୌଣସି ବ୍ୟକ୍ତି ଙ୍କୁ କିଛି ବି କହି ଦିଅନ୍ତି ଯାହା ଦ୍ୱାରା ଏମାନେ ସମସ୍ତଙ୍କ ଆଗରେ ଖରାପ ହୋଇଯାନ୍ତି ।

୬. ୧୯୮୮, ୧୯୯୬- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସବୁବେଳେ ନିଜ ମନ କଥା ଶୁଣିଥାନ୍ତି । ଏମାନେ ନିଜ ଅନୁସାରେ ହିଁ କାର୍ଯ୍ୟ କରିଥାନ୍ତି ଏବଂ ଏମାନେ କେବେବି ଅନ୍ୟ କୌଣସି ବ୍ୟକ୍ତି ର ଉପଦେଶ କୁ ମାନି ନଥାନ୍ତି । ଜୀବନ ରେ ଖୁସି ରେ ରହିବା ନିମନ୍ତେ ଏହି ବ୍ୟକ୍ତି ମାନେ ନିଜ ରାଗ କୁ ନିୟନ୍ତ୍ରଣ କରି ରଖିବା ଉଚିତ ।

୭. ୧୯୮୯, ୧୯୯୮- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ମନରେ ପ୍ରେମ ଭରି ହୋଇ ରହିଥାଏ । ଏହି ବ୍ୟକ୍ତି ମାନେ ସବୁ ଜିନିଷ ପାଇବାର ଆଶା ରଖିଥାନ୍ତି ଏବଂ ଏହି ଆଶା ହିଁ ତାଙ୍କୁ ଜୀବନ ରେ କଠିନ ପରିଶ୍ରମ କରିବାର ପ୍ରେରଣା ଦେଇଥାଏ ।

୮. ୧୯୯୦, ୧୯୯୯- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଯେଉଁ ବ୍ୟକ୍ତି ଙ୍କୁ ଭଲ ପାଇଥାନ୍ତି ତାଙ୍କ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ହୋଇଥାନ୍ତି ଏବଂ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଭାବିଚିନ୍ତି ନିର୍ଣ୍ଣୟ ନେଇଥାନ୍ତି ।

୯. ୧୯୯୨, ୧୯୯୪- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ରଚନାତ୍ମକ ହୋଇଥାନ୍ତି ଏବଂ ବୁଦ୍ଧିମାନ ଅଟନ୍ତି । ଏମାନେ ସବୁ କ୍ଷେତ୍ରରେ ସଫଳତା ଲାଭ କରିଥାନ୍ତି । ଆତ୍ମବିଶ୍ୱାସୀ ହୋଇଥାନ୍ତି ଏବଂ ଏମାନେ ମିଛ କହୁଥିବା ବ୍ୟକ୍ତି ଙ୍କ ଠାରୁ ଦୂରେଇ ରୁହନ୍ତି ।

୧୦. ୧୯୯୭, ୨୦୦୦- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସେନ୍ସ ଅଫ ହ୍ୟୁମର ଅଧିକ ହୋଇଥାଏ ଏବଂ ଏହି କାରଣ ରୁ ଲୋକମାନେ ଏମାନଙ୍କୁ ବହୁତ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଯଦି ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ,  ଆଗକୁ ଜ୍ଯୋତିଷ ଶାସ୍ତ୍ର ସମ୍ବନ୍ଧୀୟ ସୂଚନା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *