ଆମ୍ବ ଖାଇବା ପରେ ଭୁଲ ରେ ବି ଖାଆନ୍ତୁ ନାହିଁ ଏହି ୩ ଟି ଜିନିଷ, ନ ହେଲେ ଶରୀର ହେଇଯିବ ରୋଗ ର ଘର- Health Tips

ବନ୍ଧୁଗଣ ପ୍ରାୟ ସମସ୍ତ ମଣିଷ ଶୀତରୁତୁକୁ ପସନ୍ଦ କରିଥାନ୍ତି ହେଲେ ବନ୍ଧୁଗଣ ଗ୍ରୀଷ୍ମଋତୁର ମଧ୍ୟ ଏକ ବଡ ମହତ୍ଵ ରହିଛି । କାରଣ ଏହି ଗ୍ରୀଷ୍ମ ଋତୁରେ ଆମ୍ବ ହୋଇଥାଏ ଯାହାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥାନ୍ତି ।

ବନ୍ଧୁଗଣ ଆମ ସମସ୍ତ ଲୋକଙ୍କୁ ଖାଇବାକୁ ପସନ୍ଦ ଆସିଥାଏ । କାରଣ ଆମ୍ବ ହେଉଛି ଏକ ସ୍ଵାଦିଷ୍ଟ ଫଳ ଯାହାକୁ ଲୋକମାନେ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି ।

ଆମ୍ବରେ ବହୁତ ଭିଟାମିନ୍ସ ଓ ମିନିରାଲ୍ସ ମଧ୍ୟ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ହେଲେ ବନ୍ଧୁଗଣ ଆମ୍ବ ଖାଇବାର ତୁରନ୍ତ ପରେ ଏପରି କିଛି ଜିନିଷ ରହିଛି ଯାହାକୁ ଖାଇବା ଉଚିତ ନୁହେଁ ।

ଏହି ସବୁ ଜିନିଷକୁ ଆମ୍ବ ଖାଇବାର ତୁରନ୍ତ ପରେ ଖାଇବା ଦ୍ଵାରା ମଣିଷ ରୋଗକ୍ରାନ୍ତ ହୋଇଥାଏ ଓ ଏମିତିକି ମଣିଷର ଜୀବନ ମଧ୍ୟ ଯାଇପାରେ । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଆମ୍ବ ଖାଇବାର ତୁରନ୍ତ ପରେ ଭୁଲ ସେ ମଧ୍ୟ ଖାଇବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ଗୁଡିକ ବିଷୟରେ ।

କଲରା- ବନ୍ଧୁଗଣ ଆମ ଖାଇବାର ତୁରନ୍ତ ପରେ ଭୁଲ ସେ ମଧ୍ୟ କଲରାର ସେବନ କରିବା ଉଚିତ ନୁହେଁ । କାରଣ କଲରାକୁ ଏକ ଆୟୁର୍ବେଦିକ ଔଷଧ ରୂପରେ ବ୍ୟବହାର କରାଯାଇଥାଏ । ବହୁତ ଗୁଡିଏ ରୋଗ ପାଇଁ କଲରାର ବ୍ୟବହାର କରାଯାଇଥାଏ । କିନ୍ତୁ ବନ୍ଧୁଗଣ ଆମ୍ବ ସହ କଲରାର ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇପାରେ । ଯେହେତୁ କଲରାରେ କେତେକ ଔଷଧୀୟ ଗୁଣ ରହିଛି ଯାହା ଆମ୍ବ ଖାଇବା ପରେ ଖାଇଲେ ଶରୀରକୁ ଖରାପ ପ୍ରଭାବ ପାକାଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଆମ୍ବ ଖାଇବାର ତୁରନ୍ତ ପରେ କଲରାର ସେବନ କରନ୍ତୁ ନାହିଁ ।

ସବୁଜ ଲଙ୍କା- ବନ୍ଧୁଗଣ ଆମ୍ବ ଖାଇବାର ତୁରନ୍ତ ପରେ ସବୁଜ ଲଙ୍କାର ସେବନ କରିବା ଉଚିତ ନୁହେଁ । ସବୁଜ ଲଙ୍କା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କେତେକ ଲୋକ ଖାଦ୍ୟ ଖାଉଥିବା ସମୟରେ ସବୁଜ ଲଙ୍କାର ସେବନ କରିଥାନ୍ତି । ହେଲେ ବନ୍ଧୁଗଣ ଆମ୍ବ ସହ ସବୁଜ ଲଙ୍କାର ସେବନ କରିବା ଉଚିତ ନୁହେଁ । କାରଣ ଆମ୍ବ ଯେତେ ମିଠା ହୋଇଥାଏ ସେହିପରି ସବୁଜ ଲଙ୍କା ଅଧିକ ତୀଖା ମଧ୍ୟ ହୋଇଥାଏ ଯାହା ଆମ ଶରୀର ପାଇଁ ହାନିକାରକ ଅଟେ ।

ରାଇତା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ରାଇତା । ଅଧିକାଂଶ ଲୋକ ଖାଦ୍ୟ ସେବନ କରିବା ସମୟରେ ରାଇତାର ସେବନ କରିଥାନ୍ତି । ରାଇତା ବହୁତ ସ୍ଵାଦିଷ୍ଟ ହୋଇଥାଏ ହେଲେ ଯଦି ଆପଣ ଆମ୍ବ ଖାଇବାର ତୁରନ୍ତ ପରେ ରାଇତାର ସେବନ କରିବେ ତା ହେଲେ ଆପଣ କେତେକ ରୋଗର ଶିକାର ହେବେ । ତେଣୁ ବନ୍ଧୁଗଣ ଆମ୍ବ ଖାଇବାର ତୁରନ୍ତ ପରେ ଏହି ତିନୋଟି ଜିନିଷର ସେବନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ନଚେତ ଆପଣ ଭୟଙ୍କର ରୋଗର ଶିକାର ହେବେ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *