ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମହାଦେବ ଙ୍କ ର ମହିମା ଓ କୃପା ସବୁଠାରୁ ନିଆରା ହୋଇଥାଏ। ମହାଦେବ ହେଉଛନ୍ତି ଅନାଦ ତାଙ୍କର ନା ଆରମ୍ଭ ଅଛି ନା ଅନ୍ତ। ସେ ହେଉଛନ୍ତି ସ୍ୱୟଂଭୁ ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ। ସେ ସୃଷ୍ଟି ର ବିନାଶକ ବି।
ସେ ରୁଦ୍ର ବି ଆଉ ସେ ଶାନ୍ତ ଭୋଳାନାଥ ଭି।ତାଙ୍କ କ୍ରୋଧ ରୁ କେହି ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା କିମ୍ବା ପ୍ରସନ୍ନ କରିବା ଅନ୍ୟ ଦେବୀ ଦେବତା ଙ୍କ ଠାରୁ ଅତି ସହଜ। ଭଗବାନ ଶିବ ସମୟ ସମୟ ରେ ନିଜର ଅନେକ ସ୍ୱରୂପ ଙ୍କ ର ଦର୍ଶନ ଦେଇଛନ୍ତି।
ଶିବଙ୍କ ଭକ୍ତ ଙ୍କୁ ନା ମୃତ୍ୟୁ ର ଭୟ ଥାଏ ନା ରୋଗ ର। ମହାଦେବଙ୍କ ବାହନ ହେଉଛନ୍ତି ବୃଷଭ ସିଏ ସବୁବେଳେ ମହାଦେବ ଙ୍କ ପାଖରେ ରହିଥାନ୍ତି ଏବଂ ବୃଷଭ ଧର୍ମର ପ୍ରତୀକ ମଧ୍ୟ। ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନ ଶିଵଙ୍କ କୃପା ଯେ କୋୖଣସି ବ୍ୟକ୍ତି ଉପରେ ଥାଏ ତାର ସମସ୍ତ ଦୁଃଖ ଓ ଅସୁବିଧା ରୁ ମୁକ୍ତି ପାଇପାରିଥାଏ। ସେହି ସମ୍ବନ୍ଧରେ ଆଜି ଆମେ ଚର୍ଚ୍ଚା କରିବାକୁ ଯାଉଛୁ। ଆସନ୍ତା ସମୟ ରେ ଏକ ଶୁଭ ସଂଯୋଗ ଘଟିବାକୁ ଯାଉଛି ଯାହାର ପ୍ରଭାବ ରେ ରାଶିଚକ୍ର ର ୬ଟି ରାଶିର ଭାଗ୍ୟ ଖୋଲିଯିବ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ଙ୍କ ଉପରେ ମହାଦେବଙ୍କ ଅସୀମ କୃପା ରହିବ। ସେମାନେ ଅଚାନକ ଧନ ପ୍ରାପ୍ତ କରିବେ। ତାଙ୍କର ଅଟକି ଯାଇଥିବା ସବୁ କାମ ମଧ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ ଏବଂ ବ୍ୟବସାୟ ରେ ଉନ୍ନତି ହେବ।
୨- ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ଅନେକ ଖୁସି ଆସିବ ଏବଂ ଧନ ର ପ୍ରାପ୍ତି ମଧ୍ୟ ହେବ। ଯେଉଁମାନେ ବ୍ୟବସାୟ ରେ ଜଡ଼ିତ ଥାନ୍ତି ସେମାନେ ନିଜର ବ୍ୟବସାୟ ରେ ଉନ୍ନତି କରିବେ ଏବଂ ଅନେକ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ।
୩- ଏହି ରାଶି ଅନ୍ତର୍ଗତ ଯେଉଁ ବ୍ୟକ୍ତି ମାନେ ଚାକିରୀ କରୁଛନ୍ତି ସେମାନଙ୍କର ପଦୋନ୍ନତି ହେବ ଏବଂ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଜୀବନ ସାଥି ଙ୍କ ସହ ଖୁବ ମଧୁର ସମୟ କାଟିବେ ଏବଂ ବହୁତ ଖୁସି ରେ ମଧ୍ୟ ରହିବେ।ଏମାନଙ୍କୁ ନିଜର ପରିଶ୍ରମର ଉଚିତ ଫଳ ମଧ୍ୟ ପ୍ରାପ୍ତ ହେବ।
୪- ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ଅପୁର୍ଣ ରହିଥିବା କାମ ସବୁ ସମ୍ପୂର୍ଣ୍ଣ ହେବ ଏବଂ ଚାକିରୀ ଖୋଜୁଥିଲେ ତାହା ମଧ୍ୟ ମିଳିବ।ଏବଂ ପରିବାର ରେ ସମସ୍ତେ ଖୁସିରେ ରହିବେ। ଆପଣଙ୍କୁ ଅନେକ ଲାଭ ପ୍ରାପ୍ତି ହେବ।
୫- ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ବ୍ୟବସାୟ ରେ ଖୁବ ଧନ ର ଲାଭ ହେବ ଏବଂ ସମାଜରେ ଖୁବ ସମ୍ମାନ ବଢିବ। ନିଜ ଜୀଵନ ସାଥି ଙ୍କ ସହ ଭଲ ସମୟ ବିତାଇବେ ଏବଂ ଖୁସିରେ ରହିବେ।
୬- ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ଧନ ଲାଭ ହେବ ଏବଂ ବହୁତ ଭଲ ସମୟ ଆସିବ। କର୍ମ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ ଏବଂ ପଦୋନ୍ନତି ର ସମ୍ଭାବନା ରହିଛି। ସମସ୍ତ ଅସୁବିଧା ରୁ ମୁକ୍ତି ପାଇପାରିବେ।ଆପଣ ସମସ୍ତ ପ୍ରକାର ନକରାତ୍ମକ ଜିନିଷ ଠାରୁ ଦୂରରେ ରୁହନ୍ତୁ।ଏହାଦ୍ବାରା ଆପଣଙ୍କ ଜୀବନ ରେ ସକାରାତ୍ମକତା ଉର୍ଜା ର ସୃଷ୍ଟି ହେବ ଏବଂ ଆପଣ ଜୀବନ ରେ ଉନ୍ନତି ହାସଲ କରିବେ।ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ।
ତେବେ ବନ୍ଧୁଗଣ ସେହି ୬ଟି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି, ‘କୁମ୍ଭ ରାଶି’, ‘ମିଥୁନ ରାଶି’, ‘କର୍କଟ ରାଶି’, ‘ସିଂହ ରାଶି’, ‘ବୃଷ ରାଶି’ ଏବଂ ‘ତୁଳା ରାଶି’। ତେଣୁ ଏହି ସବୁ କରିବାରୁ ବଞ୍ଚିତ ରୁହନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ପସନ୍ଦ ହୋଇଥିଲେ କମେଣ୍ଟରେ ଲେଖନ୍ତୁ “ଜୟ ଶ୍ରୀକୃଷ୍ଣ” ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।