୧୦ ବର୍ଷରେ ଆଜି ଏତେ ବଦଳି ଯାଇଛନ୍ତି ଟିଭି ର ସବୁଠୁ ଛୋଟ ‘କୃଷ୍ଣ’ ! ଏବେ ଚିହ୍ନିବା ବି ମୁସ୍କିଲ- ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା କେତେକ ସିରିଏଲରେ ଶିଶୁ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ।

କିଛି କଳାକାର ଏପରି ଅଛନ୍ତି ଯେଉଁ ମାନେ ଦର୍ଶକ ମାନଙ୍କ ମନକୁ ଜିତି ଯାଇଥାନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଶିଶୁ କଳାକାର ଅଛନ୍ତି ଯେଉଁ ମାନଙ୍କୁ ଅଧିକ ସଫଳତା ମିଳିପାରେ ନାହିଁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ କଲର୍ସ ଚ୍ଯାନେଲରେ ପ୍ରସାରିତ ହେଉଥିବା ‘ଜୟ ଶ୍ରୀକୃଷ୍ଣ’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟିକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରିଥିଲେ । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କର ମନୋରଞ୍ଜନ କରିଥିଲେ । ହେଲେ ସବୁଠାରୁ ଅଧିକ ଲୋକମାନେ ଏହି ସିରିଏଲରେ ‘କୃଷ୍ଣ’ଙ୍କ ଭୂମିକା ପଦର୍ଶନ କରିଥିବା ଶିଶୁ କଳାକାରର ଅଭିନୟକୁ ପସନ୍ଦ କରିଥିଲେ ।

ଏହି ଧାରାବାହିକଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ‘କୃଷ୍ଣ’ଙ୍କ ଭୂମିକା ପଦର୍ଷ୍ଣ କରିଥିବା ଏହି ଶିଶୁ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ସିରିଏଲଟି ଶେଷ ହେବାର 10 ବର୍ଷ ହୋଇସାରିଛି ଓ ଶିଶୁ କଳାକାର ରୂପେ ଅଭିନୟ କରିଥିବା ସେହି କଳାକାର ଜଣକ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଶିଶୁ କଳାକାର ଜଣକଙ୍କ ବିଷୟରେ ।

‘ଜୟ ଶ୍ରୀକୃଷ୍ଣ’ ସିରିଏଲରେ କୃଷ୍ଣଙ୍କ ଭୂମିକା କରିଥିବା ଶିଶୁ କଳାକାର ଜଣକଙ୍କର ଅସଲ ନାମ ହେଉଛି ଦ୍ଧୁତି ଭାଟିଆ । ଦ୍ଧୁତି ନିଜ ଅଭିନୟ କାରିୟରର ଆରମ୍ଭ ଏହି ‘ଜୟ ଶ୍ରୀକୃଷ୍ଣ’ ସିରିଏଲରୁ କରିଥିଲେ । ଏହି ସିରିଏଲରେ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସିରିଏଲ ବ୍ଯତୀତ ସେ ଅନ୍ୟ କେତେକ ସିରିଏଲରେ ମଧ୍ୟ ନଜର ଆସିଥିଲେ । ହେଲେ ସବୁଠାରୁ ଅଧିକ ଲୋକପ୍ରିୟତା ତାଙ୍କୁ ଏହି ‘ଜୟ ଶ୍ରୀକୃଷ୍ଣ’ ସିରିଏଲରୁ ମିଳିଥିଲା ।

ଏହି ସିରିଏଲ ପରେ ସେ ‘ଇସ ପ୍ୟାର କୋ କ୍ଯା ନାମ ଦୂ’ ଓ ‘ମାତା କି ଚୌକି’ ଆଦି ସିରିଏଲରେ ମଧ୍ୟ ନଜର ଆସିଥିଲେ । ତାଙ୍କୁ ଲୋକମାନେ ଶ୍ରୀ କୃଷ୍ଣଙ୍କ ଭୂମିକାରେ ବହୁତ ଅଧିକ ଭଲ ପାଇବା ଦେଇଥିଲେ । ସେ ବହୁତ ସୁନ୍ଦର ଭାବରେ ଭଗବାନ ଶ୍ରୀ କୃଷ୍ଣଙ୍କ ଭୂମିକାକୁ ପଦର୍ଶନ କରିଥିଲେ ।

ହେଲେ ବନ୍ଧୁଗଣ ଏହି ସିରିଏଲଟି ଶେଷ ହେବାର ବହୁତ ବର୍ଷ ହୋଇସାରିଛି । ସେ ବର୍ତ୍ତମାନ ଅନ୍ୟ କୌଣସି ସିରିଏଲରେ ନଜର ଆସୁ ନାହାନ୍ତି କାରଣ ସେ ନିଜର ପାଠ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଦ୍ଧୁତି ବହୁତ ଅଧିକ ବଦଳି ଯାଇଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସେ ୧୩ ବର୍ଷ ବୟସର ହୋଇସାରିଛନ୍ତି ଓ ବହୁତ ସୁନ୍ଦର ନଜର ଆସୁଛନ୍ତି । ଆପଣ ମାନେ ତାଙ୍କୁ ଆମ ଫଟୋ ଜରିଆରେ ଦେଖିପାରୁଥିବେ । ସେ ଏହି ସମସ୍ତ ଫଟୋରେ ବହୁତ କ୍ୟୁଟ ନଜର ଆସୁଛନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *