ନିଜ ଘର ବାଡିରେ ଯଦି ଅଛି ଏହି ସବୁ ଗଛ, ତେବେ ହେଇ ଯାଆନ୍ତୁ ସାବଧାନ ! ଏବେ ହିଁ କାଟନ୍ତୁ ନହେଲେ ସର୍ବନାଶ- Vastu Shastra

ବନ୍ଧୁଗଣ ଆପଣ ମାନଙ୍କର ଘର ବଗିଚାରେ ବହୁତ ଗୁଡିଏ ଗଛ ନିଶ୍ଚୟ ରହିଥିବ । ହେଲେ ଆପଣ ମାନେ କଣ ଜାଣିଛନ୍ତି ଏପରି କିଛି ଗଛ ଅଛି ଯାହା ଆପଣଙ୍କ ଘରେ ରହିବା ଦ୍ଵାରା ଆପଣଙ୍କ ଘରେ ସବୁବେଳେ କଳହ ଓ ବିଶୃଙ୍ଖଳା ଲାଗିରହିଥାଏ ।

ଏହା ସହିତ ଆପଣଙ୍କ ପାଖରେ ସବୁବେଳେ ଧନର ଅଭାବ ଦେଖାଦେଇଥାଏ । ତେଣୁ ବନ୍ଧୁଗଣ ଏହି ସବୁ ଗଛ ଆପଣଙ୍କ ଘର ବାଡିରେ ରହିବା ଉଚିତ ନୁହେଁ । ଏହି ସବୁ ଗଛ ରହିବା ଦାରା ଆପଣଙ୍କର ଘୋର ଅନିଷ୍ଟ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଗଛ ଗୁଡିକ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଯଦି ବନ୍ଧୁଗଣ ଆପଣଙ୍କ ଘରେ ଏହି ସବୁ ଗଛ ରହିଛି ତା ହେଲେ ଶୀଘ୍ର ସେହି ଗଛକୁ ଓପାଡି ବାହାର କରିଦିଅନ୍ତୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଗଛ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣ ମାନଙ୍କ ଘର ବଗିଚାରେ କୌଣସି କଣ୍ଟା ଜାତୀୟ ଗଛ ରହିଛି ତା ହେଲେ ସେହି ଗଛକୁ ତୁରନ୍ତ ଓପାଡି ଫୋପାଡି ଦିଅନ୍ତୁ । କାରଣ ସଖାଳ ସମୟରେ ଉଠିବା ପରେ ଯଦି ଆପଣ ସେହି କଣ୍ଟା ଜାତୀୟ ଗଛକୁ ଦେଖିବେ ତା ହେଲେ ଆପଣଙ୍କର ଘୋର ଅନିଷ୍ଟ ହେବ । ଏହା ସହିତ ଆପଣଙ୍କର ଆର୍ଥିକ ସ୍ଥିତି ସବୁବେଳେ ଦୁର୍ବଳ ରହିବ । ତେଣୁ ବନ୍ଧୁଗଣ କଣ୍ଟା ଜାତୀୟ ଗଛକୁ ଘର ମଧ୍ୟରେ ରଖନ୍ତୁ ନାହିଁ ।

୨. ଯଦି ବନ୍ଧୁଗଣ ଆପଣଙ୍କ ଘର ବଗିଚାରେ କନିଆରି ଗଛ ଅଛି ତା ହେଲେ ଶୀଘ୍ର ସେହି ଗଛକୁ କାଟି ଦିଅନ୍ତୁ । ଏହି ଗଛକୁ ଆପଣ ନିଜ ଘରଠାରୁ କିଛି ଦୂରରେ ରଖିପାରିବେ ହେଲେ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ଗଛକୁ ଆପଣ ନିଜ ଘରର ଆଖପାଖରେ ରଖନ୍ତୁ ନାହିଁ । କାରଣ ବନ୍ଧୁଗଣ ଏହି ଗଛରେ ବିସ ରହିଥାଏ ଓ ଆପଣଙ୍କର ଘରର କୌଣସି ଏକ ସଦସ୍ୟ ଏହି ଗଛର ବିସକୁ ପାନ କରିପାରେ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି କନିଆରି ଗଛକୁ ଭୁଲ ସେ ମଧ୍ୟ ନିଜ ଘର ମଧ୍ୟରେ ରଖନ୍ତୁ ନାହିଁ ।

୩. ଯଦି ବନ୍ଧୁଗଣ ଆପଣଙ୍କ ଘର ପାଖରେ କୌଣସି ଓସ୍ତ ଗଛ ଓ ବର ଗଛ ଅଛି ତା ହେଲେ ଆପଣଙ୍କ ଉପରେ ବିପଦ ଆସିପାରେ । ବନ୍ଧୁଗଣ ଏହି ଦୁଇଟି ଗଛକୁ କେବେହେଲେ ଏକା ସହ ରଖିବା ଉଚିତ ନୁହେଁ । ଯଦି ଗୋଟିଏ ଗଛ ଅଛି ତା ହେଲେ କୌଣସି ସମସ୍ଯା ହେବ ନାହିଁ । ଦୁଇଟି ଗଛ ଏକ ସହ ରହିବା ଦ୍ଵାରା ଆପଣ ନିଜର ସମସ୍ତ କାର୍ଯ୍ୟରେ ଅସଫଳ ହେବେ ଓ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଯିବ । ତେଣୁ ବନ୍ଧୁଗଣ ଆପଣ ନିଜ ଘର ପାଖରେ ଏହି ସବୁ ଗଛକୁ ରଖନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *