ଏମିତି ଲୋକ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳି, କୋଟି କୋଟି ଟଙ୍କାର ମାଲିକ ହେବା ପାଇଁ ହିଁ ଜନ୍ମ ହୋଇଥାନ୍ତି- Chanakya Niti

ନମସ୍କାର ବନ୍ଧୁଗଣ , ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନ କୁ ସୁଖୀ ଏବଂ ସଫଳ କରିବା ବିଷୟରେ ଲେଖା ହୋଇଛି । ଏହି ଗ୍ରନ୍ଥ ରେ ପ୍ରତ୍ୟେକ ଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଚାଣକ୍ୟ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଥିଲେ । ଯାହାଙ୍କ ଦ୍ବାରା ଚନ୍ଦ୍ରଗୁପ୍ତମୋର୍ଯ୍ୟ ରାଜା ହୋଇପାରିଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ଯାହା କି ଆପଣଙ୍କୁ ଜୀବନରେ ଅନେକ ପ୍ରକାର ସାହାଯ୍ୟ କରିପାରିବ ।

ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅମୂଲ୍ୟ କଥା ଜଣାଇବାକୁ ଯାଉଛୁ । କୁହାଯାଇଥାଏ ଯେ ଏହି ପାଞ୍ଚ ଅକ୍ଷର ଭିତରୁ ଗୋଟେ ଅକ୍ଷର କୁ ନେଇ ଜନ୍ମ ନେଇଥିବା ବ୍ୟକ୍ତି ଜନ୍ମ ରୁ ହିଁ ମାଲିକ ହୋଇଥାନ୍ତି । ଯେତେବେଳେ ଜଣେ ବ୍ୟକ୍ତି ର ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ରୁ ହିଁ ନାମ କରଣ ହୋଇ ଯାଇଥାଏ ।

ଯେଉଁ ନାମ ଜନ୍ମ ବେଳେ ରଖା ଯାଇଥାଏ ସେହି ନାମ ରେ ହିଁ ପୁରା ଦୁନିଆ ଆମକୁ ଜାଣିଥାଏ । କୁହାଯାଇଥାଏ କି ନାମ ରେ କଣ ରଖାଯାଇଛି ଯେଉଁ ନାମ ରେ ବି ଡାକିପାରିବ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ରେ ଏହାକୁ ପୁରା ଭୁଲ ବୋଲି ମନା ଯାଇଥାଏ । କାରଣ ନାମ ଆପଣଙ୍କ ଜୀବନରେ ବହୁତ ଭାବରେ ପ୍ରଭାବ ପକାଇଥାଏ । ଏହାର ବହୁତ ମହତ୍ତ୍ୱ ଥାଏ ଆପଣଙ୍କ ଜୀବନରେ । ସବୁ କିଛି ନାମ ଦ୍ବାରା ହୋଇଥାଏ ।

ଯେତେବେଳେ ଆପଣ ପଢିବାକୁ ଯାଆନ୍ତି ସେତେବେଳେ ଆପଣଙ୍କୁ ପ୍ରଥମେ ଆପଣଙ୍କ ନାମ ପଚାରା ଯାଇଥାଏ । ତେବେ ଏପରି ବ୍ୟକ୍ତି ପ୍ରଥମ ରୁ ହିଁ ମାଲିକ ହୋଇଥାନ୍ତି । ତେବେ ଆଜି ଆପଣଙ୍କୁ ସେହି କିଛି ନାମ ଥିବା ବ୍ୟକ୍ତି ଙ୍କ ବିଷୟରେ ଜଣାଇବୁ । ଏହି ଲୋକ ମାନେ ଅନେକ ସ୍ୱପ୍ନ ଦେଖିଥାନ୍ତି ଏବଂ ସେ ତାଙ୍କୁ ପୁରଣ ମଧ୍ୟ କରିଥାନ୍ତି ।

ଯେଉଁ ଲୋକମାନଙ୍କ ନାମ C ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଅଧିକ ଭାବେ ବ୍ୟବସାୟ ବିଷୟରେ ଭାବିଥାନ୍ତି । ଏମାନେ ଅନ୍ୟ କାହାର କାମ କରିବାକୁ ପସନ୍ଦ କରିନଥାନ୍ତି । ଏମାନେ ନିଜର ବ୍ୟବସାୟ ଆରମ୍ଭ କରିଥାନ୍ତି । ତେଣୁ ଏମାନେ କେଉଁଠି ଚାକିରୀ କରନ୍ତି ନାହିଁ ।

ଯେଉଁ ଲୋକମାନଙ୍କ ନାମ H ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସବୁବେଳେ ନୂଆ ନୂଆ କାମ ଏବଂ ଧନ ଅର୍ଜନ କରିବା କଥା ଭାବିଥାନ୍ତି । ସେ ନିଜର ସବୁ କାମ କରିବାକୁ ପସନ୍ଦ କରିଥାନ୍ତି ।

ଯେଉଁ ଲୋକମାନଙ୍କ ନାମ M ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି । ଏମାନେ ବହୁତ ସାହସୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜକୁ କେଉଁ ମାଲିକ ଠାରୁ କମ ଭାବିନଥାନ୍ତି ।

ଯେଉଁ ଲୋକମାନଙ୍କ ନାମ S ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ କେବଳ ମାଲିକ ହେବା ପାଇଁ ହିଁ ଜନ୍ମ ନେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ଏହା କୁହାଯାଇଛି । ଏମାନେ ସବୁବେଳେ ନିଜର କାମ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜର ବ୍ୟବସାୟ ପାଇଁ ସାରା ଜୀବନ ଲଗାଇ ଦେଇଥାନ୍ତି । ଏମାନେ ଆଉ କାହା ପାଖରେ କାମ କରିବାକୁ ପସନ୍ଦ କରି ନ ଥାନ୍ତି ।

ଯେଉଁ ଲୋକମାନଙ୍କ ନାମ V ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ପ୍ରଥମ ରୁ ବହୁତ କାମୀକିୟା ହୋଇଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ମଧ୍ୟ ହୋଇଥାନ୍ତି । ଏମାନେ ମଧ୍ୟ ଜନ୍ମ ରୁ ମାଲିକ ହେବାର ଭାଗ୍ୟ ନେଇ ଆସିଥାନ୍ତି । ଏମାନେ ନିଜ କାମ କୁ ପୁରା ଭଲ ରେ କରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *