Chanakya Niti; – ଏମିତି ନାରୀ କବଳରେ ଫସିଥିଲେ ଜୀବନ ବର୍ବାଦ ହୋଇଯାଏ, ପୁରୁଷ ମାନେ ନିହାତି ଜାଣନ୍ତୁ…

ବନ୍ଧୁଗଣ ଗୋଟିଏ ରାଗି ଏବଂ ବିଳାସ ରୂପୀ ବିଶାଗ୍ନୀବାଲୀ ସ୍ତ୍ରୀଙ୍କ ପାଖରୁ ସବୁବେଳେ ଦୂରରେ ରୁହ । ଜଦି ମଣିଷକୁ ବିଷଧର ସାପ କାମୁଡେ ତାହା ଔଷଧ ବା ମନ୍ତ୍ର ଦ୍ବାରା ଭଲ ହେଇଯିବ ହେଲେ କିନ୍ତୁ ଚତୁର ସ୍ତ୍ରୀ ଦ୍ବାରା ଚୋଟ ଖାଇଲେ କୈାଣସି ମନ୍ତ୍ର କିମ୍ବା ଔଷଧ କାମ କରିବ ନାହିଁ । ଜଦି କୈାଣସି ପୁରୁଷ ଦୃଷ୍ଟ ସ୍ତ୍ରୀର ଜାଲରେ ବାନ୍ଧି ହୋଇଥାଏ ତାକୁ ବୁଝାଇବା ଏବଂ ମୋହ ଭିତରୁ ତାକୁ ବାହାର କରିବା ଅସମ୍ଭବ ହୋଇଯାଏ । ସେହି ପୁରୁଷ ଭାଗ୍ୟବାନ ଯିଏ ଏହି ନାରୀ କବଳରୁ ମୁକ୍ତ ହୋଇ ପାରିଛି ।

କୌଣସି ସାଧାରଣ ମଣିଷ ଦ୍ଵାରା ସମ୍ଭବ ନୁହେଁ ଯେ ଦୁଷ୍ଟ ନାରୀ କବଳରୁ ମୁକ୍ତ ହେବ । ଜଦି ଆପଣଙ୍କର ସ୍ତ୍ରୀ ରଚି ଥିବା ମୋହ ମାୟା ଚକ୍ରବ୍ୟୁହରୁ ବାହାରିବା ବିଦ୍ୟା ଜଦି ଜଣା ନାହିଁ, ତେବେ କଣ ପାଇଁ ଅଭିମନ୍ୟୁ ଭଳି ଚକ୍ରବ୍ୟୁହରେ ଆସୁଛନ୍ତି । ଜଦି ତୁମର ସାମର୍ଥ୍ୟ ନାହିଁ ତେବେ ତାଙ୍କ ପାଖକୁ ଯାଆନ୍ତୁ ନାହିଁ । ବିଦ୍ୱାନ ମାନେ କହିଛନ୍ତି ନିଜର ବିନାଶ ହେବା ପୂର୍ବରୁ ସାବଧାନ ହୋଇ ଯାଆନ୍ତୁ ।

କାମଦେବଙ୍କ ପ୍ରଭାବ ଅତ୍ୟନ୍ତ କଷ୍ଟକର ହୋଇଥାଏ । ପୁରୁଷ ଯେଉଁ ସ୍ତ୍ରୀ ବିଷୟରେ ଚିନ୍ତା କରୁଛି ସେ ଅନ୍ୟ ପୁରୁଷକୁ ପାଇବାକୁ ଯଦି ଇଚ୍ଛା ରଖୁଥାଏ । ତେବେ ସେହି ପୁରୁଷ ମୂର୍ଖରେ ଗଣତି ହୋଇଥାଏ । ମହାଜ୍ଞାନୀ ମାନେ ଚତୁର ସ୍ତ୍ରୀ ଠାରୁ ସାବଧାନ ରହିବାକୁ ଆଦେଶ ଦେଇଛନ୍ତି । ଏହି ସଂସାର ରୂପି ସମୁଦ୍ରରେ କାମଦେବ ରୂପି ପୁରୁଷମାନଙ୍କୁ ଫସାଇବା ପାଇଁ ସ୍ତ୍ରୀ ମାନଙ୍କୁ ବନାଇଛନ୍ତି ।

ସ୍ତ୍ରୀ ରୂପି ଏମିତି ଏକ ଦୁର୍ଗମ ପର୍ବତ ଯେଉଁଠି ପୁରୁଷ ଯିବା କଥା ନୁହେଁ । ଜଦି କୈାଣସି ପୁରୁଷ ଏହି ବନରେ ନିଜର ସ୍ଥାନ ଖୋଜିବାକୁ ଯାଉଛି ତେବେ ତାକୁ ସାବଧାନତାର ସହ ଯିବାକୁ ପଡ଼ିବ ନହେଲେ କାମଦେବ ତାର ମାନସମ୍ମାନ, ଧନ, ସମ୍ପତ୍ତି ସବୁକିଛି ଛଡେଇ ନେବେ, ତାପରେ ସେହି ଜଙ୍ଗଲରେ ତୁମକୁ ମାରିଦେବ । କାମାଗ୍ନିରେ ଜଳୁଥିବା ରୋଗୀ ଶରୀରକୁ ଭାଙ୍ଗି ଦିଏ, ମନକୁ ଦୁର୍ବଳ କରିଦିଏ ସବୁ କିଛି ହରାଇବାକୁ ପଡ଼ିଥାଏ ।

ଏହି ରୋଗ ହେଲେ ପୂଜା ପାଠ, ଔଷଧ କୈାଣସି ଉପାୟ କାମ କରିବ ନାହିଁ । ଜଦି ସ୍ତ୍ରୀ ନ ମିଳେ କାମାଗ୍ନିର ଜ୍ୱାଳାକୁ ବେଶ୍ୟା ପାଖରେ ମେଣ୍ଟାଇ ଥାଏ । ଏହାର ଅର୍ଥ ତାର ସମସ୍ତ ପଇସା ଏବଂ ଯୌବନ ମଧ୍ୟ ଚାଲିଯିବ । ଯେଉଁ ପୁରୁଷ ମନରେ କୌଣସି ପ୍ରକାରର ବିକାର ଉତ୍ପନ୍ନ ହୁଏ ନାହିଁ ସେ ପୁରୁଷ ଧନ୍ୟ ଅଟେ । କିନ୍ତୁ ଯେଉଁ ପୁରୁଷ ସ୍ତ୍ରୀକୁ ଦେଖି ନରମି ଯାଏ ତାଠୁ ବଡ଼ ତୁଚ୍ଛ ଲୋକ ସଂସାରରେ କେହି ନାହାନ୍ତି ।

କେବଳ ପୁଣ୍ୟ କରିବା ଦ୍ବାରା ଉତ୍ତମ ସ୍ତ୍ରୀ ମିଳିଥାଏ । ଅର୍ଥାତ୍ ସ୍ତ୍ରୀକୁ ପାଇବାକୁ ହେଲେ ପୁଣ୍ୟ କର । ଗୁଣବାନ ଏବଂ ଅପସରା ଭଳି ସ୍ତ୍ରୀର ପ୍ରାପ୍ତ ହେବ ନହେଲେ ଆପଣ ଅନ୍ୟ ମାନଙ୍କ ପରି କାମଦେବଙ୍କ ଅଗ୍ନିରେ ଜଳି ପାଉଁଶ ହୋଇଯିବେ । ଏହି ଲେଖାଟି ଆପଣଙ୍କୁ କିପରି ଲାଗିଲା ? କମେଣ୍ଟରେ ଜଣାଇବା ସହ ପୋଷ୍ଟଟିକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *