ଚେହେରାରେ ଭୁଲରେ ବି ଲଗାଇବେ ନାହିଁ ଏହି ସବୁ ଜିନିଷ, ନହେଲେ ସ୍କିନ ପୁରା ଡ୍ୟାମେଜ ହୋଇଯିବ – Skin care tips

ବନ୍ଧୁଗଣ ସୁନ୍ଦର ଦେଖାଯିବା ପାଇଁ କିଏ ଅବା ମନ ବଳାଇ ନଥାଏ । ସମସ୍ତେ ଗୋଡ ଠାରୁ ଆରମ୍ଭ କରୁ ମୁଣ୍ଡ ପର୍ଯ୍ୟନ୍ତ ସବୁଥିରେ ପରଫେକ୍ଟ ଦେଖାଯିବାକୁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ତେବେ ଆମ ସଂପୂର୍ଣ୍ଣ ଶରୀର ମଧ୍ୟରେ ଆମ ଚେହେରା ହେଉଛି ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ । କାରଣ ଆମକୁ ଯିଏ ବି ପ୍ରଥମେ ଦେଖିଥାଏ । ସେ ପ୍ରଥମେ ଆମର ମୁଖମଣ୍ଡଳ ଅର୍ଥାତ ଚେହେରା ଉପରେ ହିଁ ତା’ ର ନଜର ପଡିଥାଏ ।

ତେବେ ଖାସ କରି ଝିଅ ମାନେ ନିଜ ଫେସକୁ ସୁନ୍ଦର ଆଉ ଗୋରା କରିବା ପାଇଁ ବହୁତ ପ୍ରକାର କ୍ରିମ ଆଦି ଅନ୍ୟାନ୍ୟ ଜିନିଷ ମାର୍କେଟରୁ କିଣି ଆଣି ନିଜ ମୁହଁରେ ଲଗାଇ ଦେଇଥାନ୍ତି । ତେବେ ଆଜି ଆମେ କେତେକ ଜିନିଷ ବିଷୟରେ କହିବାକୁ ଯାଉଛୁ । ଯଦି ଏହି ସବୁ ଜିନିଷ ଗୁଡିକୁ କୌଣସି ଝିଅ ନିଜ ଫେସରେ ବ୍ୟବହାର କରୁଥାନ୍ତି । ତେବେ ତୁରନ୍ତ ସେ ସବୁ ଲଗାଇବା ବନ୍ଦ କରନ୍ତୁ । ନଚେତ ଆପଣ ସ୍କିନ ଡ୍ୟାମେଜ ହୋଇଯାଇପାରେ ।

1- ଚୁଟି କଲର କରିବା ପାଇଁ ଝିଅମାନେ ମାର୍କେଟରେ ମିଳୁଥିବା ହେୟାର କଲରର ବ୍ୟବହାର କରିଥାନ୍ତି । ଯଦି ଏହି କଲର ଆପଣଙ୍କ ସ୍କିନରେ ଲାଗିଯାଏ, ତେବେ ସ୍କିନପାଇଁ ଏହା ବହୁତ କ୍ଷତିକାରକ ହୋଇଥାଏ ।

2- ମୁହଁର ସ୍କିନକୁ ସଫ୍ଟ କରିବା ପାଇଁ ପେଟ୍ରୋଲିୟମ ଜେଲିର ବ୍ୟବହାର କରାଯାଏ, କିନ୍ତୁ ଆପଣଙ୍କୁ କହି ଦେବାକୁ ଚାହୁଁ କି ପେଟ୍ରୋଲିୟମ ଜେଲିର ବ୍ୟବହାର ଖାଲି ହାତ ଗୋଡ ପାଇଁ ହୋଇଥାଏ । ଏହାକୁ ଭୁଲରେ ବି ଚେହେରାରେ ଲଗେଇବା କଥା ନୁହେଁ ।

3- ଯେଉଁ ଲୋକମାନେ ନିଜ ସ୍କିନରେ ଭିନେଗାରର ବ୍ୟବହାର କରନ୍ତି । ସେମାନଙ୍କୁ କହିବାକୁ ଚାହୁଁ କି ଭିନେଗାରରେ ପାଣିର ମାତ୍ରା ବହୁତ କମ ଥାଏ ଯାହାଦ୍ଵାରା ଏହାକୁ ସ୍କିନରେ ଲଗାଇବା ଫଳରେ ସ୍କିନ ପୋଡିବା ଆରମ୍ଭ ହୋଇଥାଏ ।

4- ବଡ଼ିଲୋସନରେ ଥିବା ଫ୍ରେଗରେଂସ ଆପଣଙ୍କ ଚେହେରାର କୋମଳ ସ୍କିନ ପାଇଁ କ୍ଷତିକାରକ ହୋଇଥାଏ । ସେଥିପାଇଁ ବଡ଼ିଲୋସନର ବ୍ୟବହାର କେବଳ ନିଜ ହାତରେ ବା ଶରୀରରେ ହିଁ କରନ୍ତୁ । କାରଣ ଏହା ମୁହଁରେ ବ୍ୟବହାର କଲେ ଚେହେରା ପାଇଁ କ୍ଷତି କାରକ ହୋଇଥାଏ ଓ ପରେ ବହୁତ ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡିଥାଏ ।

ତେଣୁ ସ୍କିନକୁ ସୁନ୍ଦର କରିବା ଚକ୍କରରେ ଇଆଡୁସିଆଡୁ ଜିନିଷ ଆଣି ମୁହଁରେ ବିଲକୁଲ ବି ଲଗାନ୍ତୁ ନାହିଁ । ପୋଷ୍ଟଟି କିଭଳି ଲାଗିଲା ? ଆପଣଙ୍କର ମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବା ସହ ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *