ଡେଲିଭରିର ଏତିକି ଦିନ ପର୍ଯ୍ୟନ୍ତ ସ୍ଵାମୀ-ସ୍ତ୍ରୀ ବନାନ୍ତୁ ନାହିଁ ଶାରୀରିକ ସମ୍ବଦ୍ଧ, ନହେଲେ ବଡ ଅସୁବିଧା ହୋଇଯିବ

ବନ୍ଧୁଗଣ କହିବାକୁ ଗଲେ ଦୁନିଆର ସବୁଠୁ ଖୁସିର କଥା ହେଉଛି ଯେତେବେଳେ ବିବାହିତ ଦମ୍ପତି ମାତା ପିତା ହୋଇଥାନ୍ତି । କିନ୍ତୁ ଗୋଟିଏ ଝିଅ ପାଇଁ ମା ହେବାର ଖୁସି ଦୁନିଆର ସବୁଠୁ ବଡ ଖୁସିର କଥା ହୋଇଥାଏ । ଗୋଟିଏ ଝିଅର ଜୀବନ ସେତେବେଳେ ସାର୍ଥକ ହୋଇଥାଏ । ଯେତେବେଳେ ସେ ମା’ ହୋଇଥାଏ । ଭାଗ୍ୟଶାଳୀ ହୋଇଥାନ୍ତି ସେହି ମହିଳାମାନେ ଯେଉଁମାନେ ମା’ ହେବାର ସୁଖ ପ୍ରାପ୍ତ କରିଥାନ୍ତି ।

ଗର୍ଭବତୀ  ମହିଳାକୁ ଡେଲିଭରି ସମୟରେ ବହୁତ କଷ୍ଟ ସହ୍ୟ କରିବାକୁ ପଡିଥାଏ । ସନ୍ତାନକୁ ଜନ୍ମ ଦେବା ପରେ ମା’ର ଶରୀର ବହୁତ ଦୁର୍ବଳ ହୋଇଯାଏ । ସେଥିପାଇଁ ଡେଲିଭରି ପରେ ମା’ର ସ୍ୱାସ୍ଥ୍ୟ ପ୍ରତି ଖାସ ଧ୍ୟାନ ଦେବା ଉଚିତ । ଯେତେବେଳେ ଗୋଟେ ମହିଳା ନିଜର ସନ୍ତାନକୁ ଜନ୍ମ ଦେଇଥାଏ, ତେବେ ତା’ର ଶରୀର ଏତେ କମଜୋର ପଡିଯାଏ କି ସେ କିଛି ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ଅବସ୍ଥାରେ ନ ଥାଏ । ଡେଲିଭରି ପରେ ଗୋଟିଏ ମହିଳାର ଶରୀରରେ ବହୁତ କିଛି ଚେଞ୍ଜେସ ଆସିଥାଏ ।

ଏମିତିରେ ସ୍ଵାମୀ ମାନେ ନିଜ ପତ୍ନୀଙ୍କ ବିଶେଷ ଧ୍ୟାନ ରଖିବା ଦରକାର ଅଟେ । କୁହନ୍ତି କି ଡେଲିଭରିର କିଛି ଦିନ ପର୍ଯ୍ୟନ୍ତ ସ୍ଵାମୀ ଓ ସ୍ତ୍ରୀଙ୍କୁ ଶାରୀରିକ ସମ୍ବନ୍ଧ କରିବା ଉଚିତ ନୁହେଁ ଓ ଯଦି ସେମାନେ ଏହିଭଳି କିଛି କରୁଛନ୍ତି, ତେବେ ଏହା ଦ୍ଵାରା ମହିଳାର ଜୀବନ ପ୍ରତି ବି ଭୟ ରହିପାରେ । ତେବେ ବର୍ତ୍ତମାନ ଆପଣ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି ଡେଲିଭରିର କେତେ ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କ ପାଇଁ ଏହି ସମ୍ପର୍କରେ କିଛି ତଥ୍ୟ ନେଇକି ଆସିଛୁ ।

1- ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଡେଲିଭରି ଦୁଇ ପ୍ରକାରର ହୋଇଥାଏ – ନର୍ମାଲ ଡେଲିଭରି ଓ ସିଜେରିୟନ ଡେଲିଭରି । ଯେଉଁ ମହିଳାମାନଙ୍କର ନର୍ମାଲ ଡେଲିଭରି ହୋଇଥାଏ ସେମାନଙ୍କୁ ଶାରୀରିକ ସମ୍ବନ୍ଧ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ ପିଲାମାନଙ୍କୁ ଜନ୍ମ ଦେବା ପରେ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥାଏ । ଯେ ତାଙ୍କ ଶରୀରରେ ଏତେ ବି ଶକ୍ତି ନ ଥାଏ କି ସେମାନେ ଶାରୀରିକ ସମ୍ବନ୍ଧ କରି ପାରିବେ । ଏହା ଛଡା ସଂକ୍ରମଣର ବି ଭୟ ରହିଥାଏ ।

2- ଅନ୍ୟ ପଟେ ଯଦି କୌଣସି ମହିଳାର ସିଜେରିୟନ ଡେଲିଭରି ହେଉଛି ତେବେ ଏଥିରେ ପେଟକୁ କାଟି ପିଲାକୁ ବାହାର କରାଯାଏ ଓ ପରେ ପେଟକୁ ସିଲେଇ କରି ଦିଆଯାଏ । ଏହା ଏକ ପ୍ରକାରର ଖଣ୍ଡିଆ ହୋଇଥାଏ ଯାହା ଧୀରେ ଧୀରେ ଭଲ ହୋଇଥାଏ । ଏହିଭଳି ସ୍ଥିତିରେ ସିଲେଇ ଶୁଖିବା ବହୁତ ଜରୁରୀ ଅଟେ ଓ ସେତେ ଦିନ ପର୍ଯ୍ୟନ୍ତ ମହିଳାକୁ ନିଜ ଶରୀରକୁ ଆରାମ ଦେବା ଉଚିତ । ଯଦି ଏହା ମଧ୍ୟରେ ସ୍ଵାମୀ ମାନେ ସମ୍ବନ୍ଧ କରିବାକୁ ଚେଷ୍ଟା କରିବେ ତେବେ ମହିଳାଙ୍କ ଜୀବନ ପ୍ରତି ଭୟ ରହିଥାଏ ।

ସେଥିପାଇଁ କୁହାଯାଏ କି ଅପରେସନ ହେବାର କମ ସେ କମ ୭ ସପ୍ତାହ ପର୍ଯ୍ୟନ୍ତ ଶାରିରୀକ ସମ୍ବନ୍ଧ କରିବା ଉଚିତ ନୁହେଁ । ଯଦି କୌଣସି ମହିଳା ଏବେ ଏବେ ମା’ ହୋଇଛନ୍ତି କିମ୍ବା ଆଗାମୀ ସମୟରେ ମା’ ହେବାକୁ ଯାଉଛନ୍ତି, ତେବେ କମ୍ ସେ କମ୍ 2 ରୁ 3 ମାସ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ କରନ୍ତୁ ନାହିଁ ।

ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବା ସହ ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *