Pregnancy tips; – Period ର କେତେ ଦିନ ପରେ ଜଣେ ମହିଳା Pregnant ହୁଅନ୍ତି, ବିବାହିତ ମହିଳା ମାନେ ନିହାତି ଜାଣନ୍ତୁ….

ବନ୍ଧୁଗଣ ପ୍ରତ୍ଯେକଟି ମହିଳା ବିବାହ ପରେ ନିଜ କୋଳରେ ସନ୍ତାନଟିଏ ଦେଖିବାକୁ ଚାହିନଥାଏ । ତେବେ ଜଣେ ମହିଳା ପିରିୟଡର କେତେ ଦିନ ପରେ ପ୍ରେଗନେଣ୍ଟ ହୋଇଛି ବୋଲି ଜାଣିବାକୁ ପାଇବେ । ସେହି ସମ୍ପର୍କରେ ଆଜି ଆମେ ଏଠାରେ କିଛି ଜରୁରୀ କଥା ଆଲୋଚନା କରିବାକୁ ଯାଉଛୁ । ମହିଳା ମାନଙ୍କର ପ୍ରାୟତଃ ପିରିୟଡ ପାଞ୍ଚରୁ ସାତ ଦିନ ହୋଇଥାଏ । ସେହି ଅନୁସାରେ ଜଣେ ମହିଳା ନିଜ ତାରିଖ ଜାଣି ହିସାବ କରିବେ ।

 

ଗୋଟେ ମାସରେ ପାଞ୍ଚରୁ ସାତ ଦିନ ପିରିୟଡ ହୋଇଥାଏ । ଆଉ ମାସରେ ଓଭିଲ୍ୟୁସନ ୧୪ ରୁ ୧୮ ଦିନ ଭିତରେ ଅଭ୍ୟୁଲେସନ ହୋଇଥାଏ । ହିସାବରେ ଯଦି ପିରିଅଡ ଜଣେ ମହିଳାଙ୍କ ସାତ ତାରିଖରେ ହେଉଛି ତେବେ ପିରିୟଡର ସାତ ଦିନ ପରେ ଅଭ୍ୟୁଲେସନ ହୋଇଥାଏ । ଅଭିଲ୍ଯୁସନ ହେବାର ୨୪ ଘଣ୍ଟାରେ ହିଁ ଏଗ ଫଟିଲାଇଜ ହୋଇଥାଏ । ମହିଳାର ଶରୀରରେ ଯେଉଁ ଏଗ ହୋଇ ଥାଏ । ତା’ର ସମୟ କାଳ ୨୪ ଘଣ୍ଟା ହୋଇଥାଏ ।

୨୪ ଘଣ୍ଟା ଭିତରେ ଯଦି ସ୍ପର୍ମ ସପ୍ଲାଇ ହୋଇଥାଏ, ତେବେ ଫଟିଲାଇଜ ହୋଇଥାଏ । ତାପରେ ଗର୍ଭ ଧାରଣର ପ୍ରକ୍ରିୟା ଚାଲୁ ହୋଇଥାଏ । ହେଲେ ଏବେ ଅଳ୍ପ ସମୟ ବାକି ଥାଏ ଗର୍ଭ ଧାରଣର କାରଣ କେବଳ ଏଗ ଫଟିଲାଇଜ ହୋଇଥାଏ ଆଉ ଛଅ ଦିନରେ ଫେଲୋପିନ ଟ୍ଯୂବରେ ଯାଇ ଗର୍ଭାଶୟରେ ଲାଗିଥାଏ ଆଉ ତେବେଜଣେ ମହିଳା ଗର୍ଭଧାରଣ ହୋଇଥାଏ । ଗର୍ଭ ଧାରଣ କରିବା ଆଉ ଗର୍ଭ ଧାରଣାର ଜଣାପଡିବା ଏହି ଦୁଇଟି ଯାକ ଅଲଗା ଅଲଗା କଥା ହୋଇଥାଏ ।

ପିରିୟଡର ସାତ ଦିନ ପରେ ଅଭିଲ୍ଯୁସନ ହୋଇଥାଏ ଆଉ ଅଭ୍ୟୁଲେସନ ହେବାର ଛଅ ଦିନ ପରେ ଗର୍ଭ ଧାରଣ ହୋଇଥାଏ । ତେବେ ଟୋଟାଲ ଉପରେ ପିରିୟଡର ୧୩ ଦିନ ପରେ ଗର୍ଭ ଧାରଣ ହୋଇଥାଏ । ଏହାଛଡା ଲକ୍ଷଣ ଆସିବା ପାଇଁ ସାତ ରୁ ଆଠ ଦିନ ଲାଗିଯାଇଥାଏ । ଯେମିତି ୟୁଟ୍ରେସରେ ଗର୍ଭ ରୋପିତ ହୋଇଥାଏ ତେବେ ଯାଇ ପ୍ରେଗନେନସି ହରମୋନର ଚାଲୁ ହୋଇଥାଏ ।

ଆଉ ତାର ସ୍ତର ଗୋଟିଏ ଲେବଲ ଉପରକୁ ଯେତେ ପର୍ଯ୍ୟନ୍ତ ଆସିନାହିଁ ନା କିଛି ଲକ୍ଷଣ ଆସିଥାଏ ନା ଟେସ୍ଟରେ ଡିଟେକ୍ଟ ହୋଇଥାଏ । ସବୁ ମିଶାଇ ପିରିଅଡର ୨୦ ଦିନ ପରେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି । ପିରିୟଡର ଟେଷ୍ଟ କରିବା ପାଇଁ ପିରିଅଡ ମିସ ହେବାର ଅପେକ୍ଷା କରିବା ଦରକାର । ଏମିତି କିଛି ଲକ୍ଷଣ ସବୁ ରହିଛି ଜଣେ ମହିଳା ଗର୍ଭବତୀ ହୋଇଛନ୍ତି ବୋଲି ଜାଣିପାରିବେ । ସର୍ବ ପ୍ରଥମ ଲକ୍ଷଣ ହେଉଛି ସ୍ତନରେ ଟେଣ୍ଡରନେସ ଓ ମୁଡ ସ୍ଵୀଙ୍ଗ ହେବା ଓ ଥକା ଲାଗିବା ଆଉ ଏହି ଭଳି ବହୁତ ସାରା ଲକ୍ଷଣ ଦେଖା ଯାଇଥାଏ ।

ଆପଣ ମାନଙ୍କୁ ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ଆଗକୁ ଏହିଭଳି ଭଲ ଭଲ ଅପଡେଟ ପାଇବା ଏପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ବିଲକୁଲ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *