Skin care tips; – ମୂଲତାନି ମାଟିର ଏହି ଫେସପ୍ୟାକ ଆପଣଙ୍କ ଫେସକୁ ଏତେ ଗୋରା କରିଦେବ, ଆପଣ ବିଶ୍ବାସ କରିପାରିବେ ନାହିଁ…

ତ୍ଵଚା ସମ୍ବଦ୍ଧିତ ସମସ୍ଯା ଯେମିତିକି ପିମ୍ପଲ, ବ୍ଲାକହେଡ୍ସ, ସନବର୍ଣ୍ଣ ଏହିଭଳି ଅନେକ ପ୍ରକାର ସମସ୍ଯା ପ୍ରାୟ ଅନେକଙ୍କ ମୁହଁରେ ଦେଖିବାକୁ ମିଳିଥାଏ । ଯେଉଁ ସମସ୍ଯା ତ୍ଵଚାରେ ଦେଖାଦେବା ପରେ ତାହା ତ୍ଵଚାର ସୁନ୍ଦରତାକୁ କମାଇ ଦେଇଥାଏ । ତେବେ ଦାଗମୁକ୍ତ ଓ ସଫା ତ୍ଵଚା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଯଦି ଆପଣ ମଧ୍ୟ ଅତି ସହଜ ଓ ଘରୋଇ ଉପଚାର ଦ୍ଵାରା ନିଜ ଘରେ ନିଜ ସ୍କିନକୁ ବିଉଟିଫୁଲ କରିବାକୁ ଚାହୁଁଥାନ୍ତି । ତେବେ ଆପଣଙ୍କୁ ମୁଲତାନି ମାଟିର ଏକ ବହୁତ ସୁନ୍ଦର ଘରୋଇ ଉପଚାର କହିବାକୁ ଯାଉଛୁ ।

ଯାହାକୁ ନିଜ ଫେସରେ ଟ୍ରାଏ କରିବା ପରେ ଆପଣଙ୍କୁ ବହୁତ ଫାଇଦା ହୋଇଥାଏ । ତେବେ ସେଥିପାଇଁ ଆପଣ କିଛି ମୁଲତାନି ମାଟି ନେବେ ଗୋଟେ ପତ୍ରରେ । ଆମେ ମୁଲତାନି ମାଟିକୁ ପାଣିରେ ଗୋଳେଇ ଥାଉ । କିନ୍ତୁ ଆମେ ଏହାକୁ ଟିକେ ଉଷୁମ କ୍ଷୀରରେ ରାତିସାର ଭିଜେଇକି ରଖିବେ, ଯଦି ଆପଣ ପୁରା ରାତି ଭିଜେଇକି ରଖିବେ ଏହା ବହୁତ ଅଧିକ କାମ କରିଥାଏ ।

ଗୋଟେ ରାତି ଭିଜେଇକି ରଖିବା ପରେ ସେ ପୁରା କ୍ଷୀର ପିଇଯାଇଥିବ ଓ ବହୁତ ବଢିଆ ଭାବରେ କ୍ଷୀରରେ ମଧ୍ୟ ମିଶିଯାଇଥିବ । ଏହି ଫେସ ପ୍ୟାକ ଏତେ ପ୍ରଭାବଶାଳୀ ହୋଇଥାଏ କି ଏହା ଅନ୍ୟ କେଉଁଠି ମିଳିବ ନାହିଁ ।

ଏହି ଫେସ ପ୍ୟାକ ବଜାରରେ ମିଳୁଥିବା ଫେସ ପ୍ୟାକକୁ ପଛରେ ପକାଇ ଦେବ । ଏହା ଗୋଟେ ନେଚୁରାଲ ଉପାୟ ଅଟେ, ଏଥିରେ କୌଣସି ପ୍ରକାର ରାସାୟନିକ ମିଶ୍ରଣ ନ ଥାଏ ।  ସେଥିଲାଗି ଏହା ବହୁତ ଫଳପ୍ରଦ ହୋଇଥାଏ ଯେବେ ଆପଣଙ୍କ ସ୍କିନ ଅଧିକ ତେଲିଆ  ହୋଇଯିବା ସହ ସନବର୍ଣ୍ଣର ମାର୍କ ମୁହଁରେ ଆସିଯାଇଥାଏ । ତେବେ ଆପଣଙ୍କ ସ୍କିନ କଳା ଦେଖାଯାଇଥାଏ ।

ତେବେ ଆପଣ ପ୍ରସ୍ତୁତ କରିଥିବା ଏହି ଫେସ ପ୍ୟାକକୁ ଲଗେଇ ୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ତାପରେ ଆପଣଙ୍କ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଆପଣ ପ୍ରଥମ ଥରରୁ ହିଁ ନିଜ ସ୍କିନରେ ବହୁତ ଫରକ ଦେଖିବାକୁ ପାଇବେ । କାରଣ ଏହି ଉପଚାରଟି ବହୁତ ପ୍ରଭାବଶାଳି ହୋଇଥିବାରୁ ଏହାକୁ ଆପଣ ମୁହଁ ଅବା ବଡିର କୌଣସି ସ୍ଥାନରେ ଲଗାଇବା ପରେ ସେଠାରେ ହୋଇଥିବା ସନବର୍ଣ୍ଣ, କଲାଦାଗ ଆଦି ଦୂର ହୋଇଯାଇଥାଏ । ସ୍କିନ ପୂର୍ବ ଅପେକ୍ଷା ଅଧିକ ସଫା ମଧ୍ୟ ଦେଖାଯାଇଥାଏ ।

ତେବେ ଏହି ଲେଖାଟି ଆପଣଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାଇବା ସହ ଆଗକୁ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *