ଘରର ଝିଅକୁ କେବେବି ଏହି ଜିନିଷ ଭୁଲରେବି ଦିଅନ୍ତୁ ନାହିଁ, ନଚେତ ବାପଘର ଲୋକ ହୋଇଯିବେ କାଙ୍ଗାଳ – Vastu tips

ବନ୍ଧୁଗଣ ସବୁ ବାପାମାଆ ତାଙ୍କ ସନ୍ତାନକୁ ବହୁତ ଅଧିକ ଭଲ ପାଇଥାନ୍ତି । ପିଲାର ପାଠ ପଢା ଠାରୁ ଆରମ୍ଭ କରି ନିଜ ସନ୍ତାନର ବିବାହ ପର୍ଯ୍ୟନ୍ତ ଏମିତିକି ସନ୍ତାନର ମଙ୍ଗଳ ପାଇଁ ତାହାର ସବୁକିଛି କଥା ପାଇଁ ବହୁତ ଧ୍ୟାନ ଦେଇଥାନ୍ତି । ସବୁ ବାପା ମାଆଙ୍କ ପାଇଁ ତାଙ୍କ ଝିଅ ବାହାଘର ଦିନ ତାଙ୍କ ପାଇଁ ବହୁତ ବଡ ଦିନ ହୋଇଥାଏ । ମାଆବାପା ନିଜ ଝିଅକୁ ଭଲ ଭାବରେ ଶାଶୁଘରକୁ ବିଦା କରିବା ସହ ତାଙ୍କ ସକ୍ଷମ ଅନୁସାରେ ସେମାନେ ଝିଅର ବିଦାଇ ସମୟରେ ଝିଅକୁ ଅନେକ ପ୍ରକାର ଉପହାର ମଧ୍ୟ ଦେଇଥାନ୍ତି ।

ଆପଣ ଜାଣିଛନ୍ତି ଝିଅକୁ ବିବାହ ସମୟରେ ଉପହାର କେଉଁ ଜିନିଷ ଦେବା ଉଚିତ ଓ କେଉଁ ଜିନିଷ ଦେବା ଉଚିତ ନୁହେଁ । ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଝିଅକୁ କେବେ ଦେବା ଉଚିତ ନୁହେଁ ନଚେତ ଝିଅ ବାପାଘର ଲୋକ ବର୍ବାଦ ହୋଇଯିବେ ।

ଝିଅ ବାହାଘର ସମୟରେ ମାଆବାପା ନିଜ ଆଡୁ ସବୁ ପ୍ରକାର ଚେଷ୍ଟା କରନ୍ତି ଯେ ତାଙ୍କ ଝିଅର ବିବାହ ସମୟରେ ଯେପରି କୌଣସି ପ୍ରକାର ଭୁଲ ନହେଉ ଓ ଆମ ଝିଅ ବିବାହ ଭଲ ଭଲରେ ହୋଇଯାଉ । ବିବାହ ପରେ ତା’ ଜୀବନ ସୁଖମୟ ହେଉ । ତେବେ ମାଆବାପା ନିଜ ଝିଅକୁ ସବୁ ପ୍ରକାର ଉପହାର ଦେଇଥାନ୍ତି କିନ୍ତୁ ଏହା ସମସ୍ତଙ୍କୁ ଯାନୀ ରଖିବା ଉଚିତ ଯେ କେବେ ବି ଭୁଲରେ ନିଜ ଝିଅକୁ ଗଣେଶ ଭଗବାନଙ୍କ ମୂର୍ତ୍ତି ବା ଚିତ୍ର କେବେ ଉପହାରରେ ଦିଅନ୍ତୁ ନାହିଁ, ନଚେତ ଆପଣଙ୍କ ଘର ବର୍ବାଦ ହୋଇଯିବ ।

ତେବେ ଯଦି ଆପଣଙ୍କ ଘରେ କୌଣସି ନକାରାତ୍ମକ ଊର୍ଜା ଆପଣଙ୍କ ଘର ବର୍ବାଦ କରୁଅଛି ବା ଆପଣଙ୍କ ଘରେ କିଛି ଅସୁବିଧା ହେଉଛି । ତେବେ ଆପଣଙ୍କୁ ଗାଈକୁ ରୁଟି ଖୁଆଇବା ଉଚିତ । ତେବେ ମନେ ରଖନ୍ତୁ ଘରେ ରୋଷେଇ ହେଇଥିବା ପ୍ରଥମ ରୁଟି ଗାଈ ପାଇଁ ବାହାର କରି ରଖନ୍ତୁ ଓ ଗାଇକୁ ଖାଇବାକୁ ଦିଅନ୍ତୁ, ଆପଣଙ୍କ ସବୁ ଆର୍ଥିକ ଅସୁବିଧା ଦୂର ହୋଇଯିବ ।

ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ କୌଣସି ପଶୁ ମାନଙ୍କୁ ଖାଇବାକୁ ଦେଲେ ତାଙ୍କୁ ଅଇଁଠା ଦିଅନ୍ତୁ ନାହିଁ । କାରଣ ତାଙ୍କ ଭିତରେ ମଧ୍ୟ ଜୀବନ ଅଛି ଓ ପରମଆତ୍ମା ଅଛନ୍ତି ଓ ଆପଣ ପଶୁ ଦ୍ଵାରା ତାଙ୍କୁ ଶାନ୍ତ କରୁଛନ୍ତି ସେଥିପାଇଁ ତାଙ୍କୁ ରୋଷେଇ ହେବା ପରେ ଭୋଗ ଭଳି ବାହାର କରି ରଖି ଦିଅନ୍ତୁ ଓ ନିଜ ସମୟ ଅନୁଯାଇ ପଶୁ ମାନଙ୍କୁ ଖାଇବାକୁ ଦିଅନ୍ତୁ । ଦେଖିବେ ଆପଣଙ୍କ ସବୁ ସମସ୍ଯା ଧୀରେ ଧୀରେ ସମାଧାନ ହୋଇଯିବ ।

ତେବେ ଗାଈ, କୁକୁର, ମାଛ ଏହି ସବୁ ପଶୁ ମାନଙ୍କୁ ଖାଇବାକୁ ଦେଲେ ଆପଣଙ୍କ ଆର୍ଥିକ ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *