ବାହାଘର କେବେ, କାହା ସହ ଓ କିଭଳି ହେବ ? ଜାଣିବା ପାଇଁ ବାଛିନିଅନ୍ତୁ…Tarot card reading

ବନ୍ଧୁଗଣ ବିବାହର ଏକ ଉପଯୁକ୍ତ ବୟସ ଆସିଯିବା ପରେ ସବୁ ପୁଅ ଓ ଝିଅଙ୍କ ମନରେ ବିବାହକୁ ନେଇ ଅନେକ ପ୍ରକାର ସ୍ଵପ୍ନ ଆସିଥାଏ ? ଏହି ଯେପରି ବାହାଘରର କେବେ, କାହା ସହ ଓ କିଭଳି ଭାବେ ହେବ ଏମିତି ଅନେକ କିଛି ପ୍ରଶ୍ନ ମନରେ ଉଙ୍କି ମାରିଥାଏ । ତେବେ ବନ୍ଧୁଗଣ ଏହି ସମ୍ପର୍କରେ ଆପଣ ଟାରୋଟ କାର୍ଡର ରିଡିଂ ମାଧ୍ୟମରେ ଆଜି ଜାଣିବାକୁ ପାଇବେ । ତେବେ ଆପଣଙ୍କୁ ଏଠାରେ 2 ଟି କାର ଦିଆଯିବ । ସେଥିମଧ୍ୟରୁ କୌଣସି ଗୋଟିଏ କାର୍ଡକୁ ବାଛି ସେହି ଅନୁସାରେ ନିଜ ବାହାଘର ସମ୍ପର୍କରେ କିଛି ତଥ୍ୟ ଜାଣି ରଖନ୍ତୁ ।

ପ୍ରଥମ କାର;- ଯେଉଁମାନେ ଏହି ପ୍ରଥମଟିକୁ ଚୟନ କରିଛନ୍ତି । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଯେ ଆପଣ ବିବାହ ପରେ ଯାହାଙ୍କୁ ନିଜର ଜୀବନସାଥି ରୂପେ ପାଇବାକୁ ଯାଉଛନ୍ତି । ତାଙ୍କର ସ୍ଵଭାବ ମୋଟାମୋଟି ଆପଣଙ୍କ ଭଳି ହିଁ ରହିବ । ଏହା ଖୁବ ଭଲ ଅଟେ କିନ୍ତୁ ବେଳେବେଳେ ଏହା ପାଇଁ ଦୁହିଁଙ୍କ ମଧ୍ୟରୁ କେହି ଜଣଙ୍କୁ କିଛି ସାକ୍ରିଫୀଏସ ମଧ୍ୟ କରିବାକୁ ପଡିପାରେ । ଆପଣଙ୍କର ପ୍ରେମ ବିବାହ ହୋଇପାରେ ।

ଯଦି ଆପଣ ଜଣେ ଝିଅ ହୋଇଥିବେ । ତେବେ ଏକ ଧନୀ ପରିବାରରେ ଆପଣଙ୍କ ବାହାଘର ହେବାର ସମ୍ଭାବନା ଅଧିକ ରହୁଛି । ଆପଣ ଯଦି ନିଜ ସମ୍ପର୍କର ମହତ୍ଵ ବୁଝି ଓ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରଖି ସମ୍ପର୍କ ଲିଭାଇବେ । ତେବେ ଆପଣଙ୍କର ଏହି ସମ୍ପର୍କ ଟି ପ୍ରେମ ଓ ମଧୁରତାରେ ଭରି ଯିବ ।

ଦିତୀୟ କାର;- ଏହି ଦିତୀୟ ନମ୍ବରକୁ ଚୟନ କରିଥିବା ଲୋକଙ୍କୁ ଆମେ କହି ରଖିବା ପାଇଁ ଚାହିଁବୁ । ଯେ ଆପଣଙ୍କ ବିବାହ ସମୟ ଖୁବ ନିକଟତର ହୋଇଗଲାଣି । ଆପଣ ଯେଉଁ ବ୍ୟକ୍ତି ଙ୍କୁ ପସନ୍ଦ କରନ୍ତି ତାଙ୍କୁ ମନେଇବା ପାଇଁ ଖୁବ ଚେଷ୍ଟା କରୁଛନ୍ତି ବା ଘର ଲୋକଙ୍କୁ ମଧ୍ୟ ଆପଣ ମନେଇବା ପାଇଁ ଚେଷ୍ଟା କରୁଛନ୍ତି । ଆପଣଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ରହିଛି ।

ଯେଉଁ ବ୍ୟକ୍ତିଙ୍କ ସହ ଆପଣଙ୍କର ବିବାହ ହେବାକୁ ଯାଉଛି ସେହି ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ ଖୁବ ଭଲ ଥିବ । ଯେପରି ଆପଣ ଚିନ୍ତା କରିଥିବେ, ସେହି ବ୍ୟକ୍ତିଙ୍କର ସ୍ଵଭାବ ସଂପୂର୍ଣ୍ଣ ରୂପରେ ଆପଣଙ୍କ ସ୍ଵପ୍ନ ଭଳି ହିଁ ହୋଇଥିବ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *