ମହିଳାମାନଙ୍କର ବଡ ଥିଲେ ଏହି ଅଙ୍ଗ ଭାଗ୍ୟଶାଳୀ ! Samudrika shastra

ମହିଳା ମାନଙ୍କର ଏହି ଅଙ୍ଗ ବଡ ଥିଲେ ହୋଇଥାନ୍ତି ଭାଗ୍ୟଶାଳୀ ! ବନ୍ଧୁଗଣ ସୃଷ୍ଟିର ରଚୟିତା ବ୍ରହ୍ମାଙ୍କର ନାରୀ ଏକ ଏପରି ରଚନା ଅଟେ । ଯାହାକୁ ସ୍ଵୟଂ ବ୍ରହ୍ମା ମଧ୍ୟ ଭଲ ଭାବେ ବୁଝି ପାରିନଥିଲେ । କୌଣସି ଘରର ସମୃଦ୍ଧି ଓ ବୈଭବ ସେହି ଘରର ମହିଳାଙ୍କ ଚରିତ୍ର ଉପରେ ନିର୍ଭର କରିଥାଏ । ଭଲ ଚରିତ୍ରର ମହିଳା ଘରକୁ ସ୍ଵର୍ଗ ବନାଉ ଥିବା ବେଳେ ଖରାପ ଚରିତ୍ରର ମହିଳା ଘରକୁ ନର୍କ ମଧ୍ୟ ବନାଇ ଦେଇଥାନ୍ତି । ତେବେ ବନ୍ଧୁଗଣ ମହିଳାଙ୍କର ଏପରି କିଛି ଅଙ୍ଗ ବିଷୟରେ ଆଜି ଜାଣିବା । ଯାହାକି ସବୁ ବଡ ହୋଇଥିଲେ ସେହି ମହିଳା ଘର ପାଇଁ ସୌଭାଗ୍ୟଶାଳୀ ହୋଇଥାନ୍ତି ।

1- ଯେଉଁ ମହିଳାର ନାକ ଲମ୍ବା ଏବଂ ନାକର ଅଗ୍ର ଭାଗରେ କଳାଜାଇ ରହିଥାଏ । ସେପରି ମହିଳାଙ୍କୁ ବହୁତ ଶୁଭ ବୋଲି ମାନାଯାଇଥାଏ । ଏପରିକି ନାକର କୌଣସି ଅଂଶରେ କଳାଜାଇ ରହିବାକୁ ଅତ୍ୟନ୍ତ ଶୁଭ ବିବେଚନା କରାଯାଇଥାଏ ।

2- ଯେଉଁ ନାରୀଙ୍କର ହାତର ଆଙ୍ଗୁଠି ଲମ୍ବା ଲମ୍ବା ଓ ସୁନ୍ଦର ହୋଇଥାଏ । ତାହା ସେହି ନାରୀ ତଥା ତାଙ୍କ ପରିବାର ପାଇଁ ବହୁତ ଭଲ ହୋଇଥାଏ । କାରଣ ଲମ୍ବା ଆଙ୍ଗୁଠି ଥିବା ମହିଳାଙ୍କୁ ଅନେକ ସମୟରେ ତାଙ୍କର ଭାଗ୍ୟ ସାଥ୍ ଦେଇଥାନ୍ତି । ଯେଉଁ କାରଣରୁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ହେଲେ ଛୋଟ ଆଙ୍ଗୁଳି ଥିବା ମହିଳା ଅନ୍ୟ ମାନଙ୍କ ପାଇଁ ଭଲ ମାନାଯାଇଥାଏ ।

3- ଯେଉଁ ମହିଳାଙ୍କର କେଶ ଲମ୍ବା ହୋଇଥାଏ । ସେହି ମହିଳା ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାନ୍ତି । କାରଣ ଆପଣ ମାନେ ନିହାତି ଭାବେ ଦେଖିବାକୁ ପାଇଥିବେ । ଯେ କୌଣସି ଦେବୀ ମୂର୍ତ୍ତି ଅଥବା ଫୋଟରେ ଦେବୀ ମାତା ମାନଙ୍କର କେଶ ଲମ୍ବା, କଳା ଓ ଘନ ହୋଇଥାଏ । ତେଣୁ ଯେଉଁ ମହିଳାର କେଶ ଲମ୍ବା, କଳା ଓ ଘନ ହୋଇଥାଏ । ସେହି ମହିଳା ଘର ପରିବାର ପାଇଁ ଭଲ ହୋଇଥାନ୍ତି । ଏପରି ମହିଳା ଥିବା ଘର ବହୁତ ଉନ୍ନତି କରିଥାଏ ।

4- ଯେଉଁ ମହିଳାଙ୍କ ଆଖି ବଡ, ମୃଗ ନୟନା ଓ କ୍ଷୀର ପରି ଧଳା ହୋଇଥାଏ । ସେହିପରି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିଶ୍ରମ ଓ ଭାଗ୍ୟ ବଳରେ ଜୀବନରେ ଅନେକ କିଛି ଭଲ କାର୍ଯ୍ୟ କରି ଦେଖାଇଥାନ୍ତି ।

ବନ୍ଧୁଗଣ ଆଶା କରୁଛି । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *