ସ୍ତ୍ରୀ କୁ ସ୍ୱାମୀର ଏହି ପଟରେ ଭୁଲରେ ବି ଶୋଇବା ଅନୁଚିତ ! ନଚେତ ସାରା ଜୀବନ ଦୁଃଖ ଭୋଗିବାକୁ ପଡିବ… Anuchinta

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତିକୁ ସୁଖମୟ ଜୀବନ ବଞ୍ଚିବାର ଥିଲେ । ସେମାନଙ୍କୁ ବାସ୍ତୁଶାସ୍ତ୍ର ସମ୍ବଦ୍ଧିତ କିଛି ନିୟମ ମଧ୍ୟ ମାନିବାକୁ ପଡିବ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସ୍ଵାମୀ ଓ ସ୍ତ୍ରୀର ବୈବାହିକ ଜୀବନ ସୁଖମୟ ହେବା ପାଇଁ ଏହି ସବୁ ନୀତିନିୟମ ଦମ୍ପତ୍ତିଙ୍କୁ ପାଳନ କରିବାକୁ ପଡିଥାଏ । ତେବେ ସେହି ସବୁ ନିୟମ ଉପରେ ଚାଲନ୍ତୁ ଏ ପୋଷ୍ଟଟିରେ ଜାଣିବା ।

1- ଆପଣ ମାନେ ଅନେକ ସମୟରେ ଦେଖିଥିବେ । ସ୍ତ୍ରୀ କୁ ତା’ ସ୍ଵାମୀର ବାମ ପଟେ ବସିବା କି ବସି ଖାଇବା ଆଦି କାର୍ଯ୍ୟ କରିବାର ଦୃଶ୍ୟ ଆପଣ ମାନେ ଦେଖିଥିବେ । କାରଣ ସ୍ତ୍ରୀ ମାନଙ୍କୁ ସ୍ଵାମୀର ବାମାଙ୍ଗୀ ବୋଲି କୁହାଯାଇଥାଏ । ସ୍ଵାମୀର ବାମ ଅଙ୍ଗର ଅଧିକାରୀ ହେଉଛନ୍ତି ତା’ ର ସ୍ତ୍ରୀ ।

ସେଥିପାଇଁ ପୁରୁଷ ଶରୀରର ବାମ ପାର୍ଶ୍ଵ ସ୍ତ୍ରୀ ର ହୋଇଥାଏ । ଭଗବାନ ଶିବଙ୍କର ବାମ ଅଙ୍ଗରୁ ସ୍ତ୍ରୀର ଉତ୍ପତ୍ତି ହୋଇଥିଲା ଏବଂ ଡାହାଣ ଅଙ୍ଗରୁ ପୁରୁଷର ସୃଷ୍ଟି ହୋଇଥିଲା । ଏହାର ଉଦାହରଣ ହେଉଛି ଭଗବାନ ଶିବଙ୍କର ଅର୍ଦ୍ଧନାରୀଶ୍ଵର ରୂପ ।

2- ପୁରୁଷର ବାମ ହସ୍ତରେ ସ୍ତ୍ରୀ ର ଭାଗ୍ୟର ସ୍ଥିତିକୁ ଅନୁମାନ କରାଯାଇଥାଏ । ସେଥିପାଇଁ ସିନ୍ଦୁର ଦେବା, ଆଶ୍ରୀବାଦ ନେବା, ବସିବା, ସଭାସମିତି ଓ ଶୋଇବା, ସମୟରେ ସ୍ଵାମୀର ବାମ ପଟେ ସ୍ତ୍ରୀ ରହିଥାଏ । ଏହା ଛଡା ଭୋଜନ କରିବା ସମୟରେ ମଧ୍ୟ ସ୍ଵାମୀର ବାମ ପାର୍ଶ୍ଵରେ ସ୍ତ୍ରୀ ବସି ଭୋଜନ କରିବା ଉଚିତ । ଯାହା ଫଳରେ ସ୍ଵାମୀ ଓ ସ୍ତ୍ରୀଙ୍କର ବୈବାହିକ ଜୀବନ ଭଲ ରହିଥାଏ ।

3- ସ୍ତ୍ରୀ ତା’ ସ୍ଵାମୀର ବାମାଙ୍ଗୀ ହେଲେ ମଧ୍ୟ ଏପରି କିଛି କାର୍ଯ୍ୟ ରହିଛି । ଯାହାକୁ ସ୍ତ୍ରୀ ତା’ ସ୍ଵାମୀର ଡାହାଣ ପଟେ ରହି ମଧ୍ୟ କରିପାରିବ । କନ୍ୟାଦାନ ସମୟ, ଯଜ୍ଞକର୍ମରେ, ବିବାହ, ଜାତକ, ନାମକରଣ ଓ ଅନ୍ନପ୍ରସନ୍ନ ସମୟରେ ପତ୍ନୀକୁ ସବୁବେଳେ ନିଜ ସ୍ଵାମୀର ଡାହାଣ ପଟେ ରହି କରିବା ଉଚିତ । ଏହା କରିବା ପଛରେ ମୁଖ୍ୟ କାରଣ ହେଉଛି । ଯେଉଁ ସବୁ କାର୍ଯ୍ୟ ସାଂସାରିକ ହୋଇଥାଏ । ସେହି ସବୁ କାର୍ଯ୍ୟ ପାଇଁ ପତ୍ନୀକୁ ପତିର ବାମ ପାର୍ଶ୍ଵରେ ରହି କରିବା ଦରକାର । କାରଣ ଏହି ସବୁ କର୍ମ ପାଇଁ ସ୍ତ୍ରୀ କୁ ପ୍ରଧାନ କର୍ମର ମାନ୍ୟତା ଦିଆଯାଇଛି ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *