Vastu Shastra- ଘର ଆଗରେ ଏହି ସବୁ ଗଛ ଥିଲେ ହୋଇଥାଏ ବହୁତ ଅଶୁଭ, ଘରକୁ ଆସିଥାଏ ବିପଦ, ତୁରନ୍ତ କାଟି ଫୋପାଡି ଦିଅନ୍ତୁ…

ନମସ୍କାର ବନ୍ଧୁଗଣ, ଆମି ଆଖି ସାମ୍ନାରେ ଅନେକ କିଛି ଘଟଣା ଘଟୁଛି । ସେହିସବୁ ଘଟଣା ଘଟିବା ପଛରେ ବହୁତ କିଛି କାରଣ ରହିଥାଏ । ବିନା କାରଣରେ ସୃଷ୍ଟିର ପତ୍ର ମଧ୍ୟ ହଲିନଥାଏ । କିନ୍ତୁ ଅସୁବିଧା ଏହା ହୋଇଥାଏ କି ଆମେ ତାହାକୁ ବୁଝିପାରି ନଥାଉ । ଯାହାଦ୍ୱାରା ଆମେ ତାହାର ବିଶେଷତା ବୁଝି ନଥାଏ ତେଣୁ ଆମେ ପାଳନ କରି ନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ଜଣାଇବୁ ଯାହା ଆପଣଙ୍କ ଜୀବନରେ ଶୁଭ ପରିଣାମ ଆଣିଦେବ ।

1- ଯଦି ଆପଣଙ୍କ ଘରେ କିମ୍ବା ଘର ଆଖ ପାଖରେ ମହୁଫେଣା ହୋଇଥାଏ ତେବେ ତାହାକୁ କେବେ ମଧ୍ୟ ଭାଙ୍ଗିବା ଉଚିତ ନୁହେଁ । କାରଣ ଏହା ଶୁଭ ହେବା ସହ ଧନ ଆଗମନ କରାଇଥାଏ । 2- ଗଛ ଲଗାଇବା ଧର୍ମର କାମ ହୋଇଥାଏ । ଗଛ କେବେ ମଧ୍ୟ କାହାରିକୁ ନିରାଶ କରିନଥାଏ କିଛି ନା କିଛି ସେ ଦେଇଥାଏ ମଣିଷକୁ ତାକୁ ଲଗାଇବା ପ୍ରତିବଦଳରେ ।

ଫୁଲ ହେଉ ଫଳ ହେଉ ବ କାଠ ହେଉ ଯଦି କିଛି ନ ଦେଇ ପାରେ ତ ଛାଇ ତ ଦେଇଥାଏ ନିଶ୍ଚିନ୍ତ ।3- ଅମାବାସ୍ୟା ଦିନ ଆପଣ ନିଜ ଘରକୁ ସଫା କରନ୍ତୁ । ଏବଂ ଘରର ସମସ୍ତ ଅଦରକାରୀ ଜିନିଷକୁ ଅମାବାସ୍ୟା ଦିନ ହିଁ ବାହାରକୁ ଫୋପାଡି ଦିଅନ୍ତୁ ।4- ନିଜ ଧର୍ମରେ ପଛେ ଘାସ କାଟନ୍ତୁ କିନ୍ତୁ କେବେ ବି ଅନ୍ୟର ଧର୍ମ ଗ୍ରହଣ କରନ୍ତୁ ନାହିଁ ।

5- ପ୍ରତିଦିନ ଅତି କମରେ ଆଠ ଗ୍ଳାସ ପାଣି ପିଅନ୍ତୁ । ଧ୍ୟାନ ରଖିବେ ପାଣି ପିଇବା ସମୟରେ କେବେ ମଧ୍ୟ ଠିଆ ହୋଇ ପଣି ପିଅନ୍ତୁ ନାହିଁ । ସର୍ବଦା ବସିକି ପାଣି ପିଇବା ଉଚିତ । ଏବଂ ପାଣିରେ କେବେ ମଧ୍ୟ ମଳମୁତ୍ର ତ୍ୟାଗ କରନ୍ତୁ ନାହିଁ । 6- ଘର ସାମ୍ନାରେ କଣ୍ଟା ଜାତୀୟ ଗଛ ଏବଂ କ୍ଷୀର ବାହାରୁଥିବା ଗଛ ରଖନ୍ତୁ ନାହିଁ ।

7- ଶରୀର ପାଇଁ ସବୁଠାରୁ ଭଲ ମାଛ ହୋଇଥାଏ ମହୁରାଡି ଏବଂ ମାଛ ପୋଡା ସବୁଠାରୁ ଭଲ ଆଇଟମ । 8- ଘର ସାମ୍ନାରେ କେବେ ବି ପଥର ଜମା କରି ରଖନ୍ତୁ ନାହିଁ । 9- ଛେଳି ଖୁରାର ଧୁଳି ଆପଣଙ୍କ ଘରେ ପଡିଲେ ଆପଣ ଧନୀ ଥିଲେ ଗରିବ ହେବେ । 10- ଘୁଷୁରି ଖୁରାର ଧୁଳି ଘରେ ପଡିଲେ ଧନୀ ଥିଲେ ଗରିବ ହୋଇଯିବେ ।

11- ଛାଞ୍ଚୁଣିରେ ଘର ଓଳାଇ ସାରିବା ପରେ ଯଦି ଛାଞ୍ଚୁଣିରେ ଧୁଳି ପୁଣି ଘରକୁ ଆସେ ତେବେ ଆପଣ ଧନୀ ଥିଲେ ମଧ୍ୟ ଗରିବ ହୋଇଯିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆସା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *