Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଘର ପାଖରେ ଏହି 2 ଟି ଗଛ କେବେ ବି ଲଗାନ୍ତୁ ନାହିଁ, ଘରକୁ ଆସିଥାଏ ବିପଦ

ନମସ୍କାର ବନ୍ଧୁଗଣ, ସଂସାରରେ ଜନ୍ମ ନେଇଥିବା ସଜୀବ ଠାରୁ ନିର୍ଜୀବ ପର୍ଯ୍ୟନ୍ତ ସମସ୍ତଙ୍କର କିଛି ନା କିଛି ମହତ୍ଵ ରହିଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଣିଷ ବାସ କରୁଥିବା ଘର ସାମ୍ନାରେ କିଛି ଗଛ ରହିବା ଦ୍ଵାରା ତାହା ଘର ଉପରେ ଶୁଭ ପ୍ରଭାବ ପକାଇଥାଏ ଆଉ କିଛି ଗଛ ଘର ଉପରେ ଅଶୁଭ ପ୍ରଭାବ ପକାଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଘର ସାମ୍ନାରେ କେଉଁ ଗଛ ଲଗାଇବା ଉଚିତ ନୁହେଁ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ ଗଛ ଲଗାଇବା ଘରର ଧନ ହାନି ହୋଇଥାଏ । ଓସ୍ତ ଗଛ: ଏହି ଗଛକୁ ଯଦି ଆପଣ ପ୍ରତ୍ୟକ ଦିନ ସକାଳୁ ସ୍ନାନ କରି ସ୍ପର୍ଶ କରନ୍ତି ତେବେ ଆପଣଙ୍କ ପିତୃଦୋଷ କ୍ଷମା ହୋଇଥାଏ । ସାରା ସଂସାରରେ ଓସ୍ତ ଗଛ ସମାନ କୌଣସି ବୃକ୍ଷ ନାହିଁ । ଓସ୍ତ ଗଛର ଡାଳ ଭାଙ୍ଗିବା ମହାପାପ ସମାନ ମନାଯାଇଥାଏ । ଯେଉଁ ମଣିଷ ଓସ୍ତ ଗଛକୁ ମୂଳରୁ କାଟି ଦେଇଥାଏ ସେହି ମଣିଷର କେବେ ମଧ୍ୟ ନର୍କରୁ ଉଦ୍ଧାର ହୋଇନଥାଏ ।

ଅଁଳା ଗଛ: ଶ୍ରୀକୃଷ୍ଣ କହିଛନ୍ତି ଏହି ଗଛ ସମସ୍ତ ଗଛ ଠାରୁ ପବିତ୍ର ଅଟେ । ଏହି ଫଳକୁ ଖାଇବା ଦ୍ଵାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ଅଁଳାକୁ ଜଳରେ ମିଶାଇ ସ୍ନାନ କରିବା ଫଳରେ ଦାରିଦ୍ରତା ଦୂର ହୋଇଥାଏ । ଏବଂ ଜୀବନରେ ସମସ୍ତ ପ୍ରକାର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । ଅଶୋକ ଗଛ: ଏହି ଗଛକୁ ଘର ପାଖରେ ଲଗାଇବା ଦ୍ଵାରା ଘରେ ସୁଖ ଶାନ୍ତି ଲାଗିରହିଥାଏ ।

ନିମ୍ବ ଗଛ: ଏହି ଗଛ ଘରେ ଲଗାଇବା ଦ୍ଵାରା ସୂର୍ଯ୍ୟ ଦେବଙ୍କ କୃପା ମିଳିଥାଏ ଏବଂ ଆୟୁ ବୃଦ୍ଧି ହୋଇଥାଏ । ଘର ସାମ୍ନାରେ ନିମ୍ବ ଗଛ ଲଗାଇବା ଦ୍ଵାରା ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ବାଉଁଶ ଗଛ: ଏହି ଗଛ ଚୋର ମାନଙ୍କୁ ଭୟଭୀତ କରିଥାଏ ଯାହାଫଳରେ ଘରେ ଚୋରୀ ହେବାର ଆଶଙ୍କା କମ ରହିଥାଏ ।

ପଣସ ଗଛ: ଏହି ଗଛର ରୋପଣ କରିବା ଦ୍ଵାରା ଆପଣଙ୍କ ଘରେ ଦୁଃଖ ଏବଂ ଦାରିଦ୍ରତା ନଷ୍ଟ ହୋଇଯାଇଥାଏ । ତାଳ ଗଛ: ଏହି ଗଛକୁ ଆପଣଙ୍କ ଘର ପାଖରେ ଲଗାଇବା ଉଚିତ ନୁହେଁ । କାରଣ ଏହି ଗଛ ସନ୍ତାନ ନାଶ କରିଦେଇଥାଏ । ଘର ସାମ୍ନାରେ ଏହି ଗଛ ରହିବା ଫଳରେ ସେହି ଘର ସନ୍ତାନ ମାନଙ୍କର କେବେ ମଧ୍ୟ ଉନ୍ନତି ହୋଇନଥାଏ ।

ବାହାଡା ଗଛ: ମଣିଷକୁ କେବେ ମଧ୍ୟ ନିଜ ଘର ପାଖରେ ବାହାଡା ଗଛ ଲଗାଇବା ଉଚିତ ହୋଇନଥାଏ । ଏହି ଗଛରେ ପ୍ରେତ ମାନଙ୍କର ବାସ ହୋଇଥାଏ । ତେଣୁ ଏହାର ଖରାପ ପ୍ରଭାବ ଆପଣଙ୍କ ଘର ଉପରେ ପଡିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *