ବିବାହ ପରେ ଆଉ କାହାକୁ ପ୍ରେମ କରିବା ଠିକ ନା ଭୁଲ ? ଯଦି ବିବାହ ପରେ ଆଉ କାହା ସହ ପ୍ରେମ ହୋଇଯାଏ ତ କଣ କରିବେ ?

ବନ୍ଧୁଗଣ ଯିଏ ଦୁନିଆକୁ ଆସିଛି ସେ ବଞ୍ଚିବାର କିଛି କାରଣ ରଖିବା ଉଚିତ ନିଜ ଜୀବନରେ । ନିଜ ଜୀବନର ଲକ୍ଷ୍ୟ ନିର୍ଧାରତ କରିବା ହେଉଛି ପ୍ରତେକ ବ୍ଯକ୍ତିର କର୍ତ୍ତବ୍ୟ । ଶତ୍ରୁ ମାନଙ୍କର ଯେତିକି ଭୟ ନ ଥାଏ ତା ଠାରୁ ଅଧିକ ନିଜ ଲୋକଙ୍କ ଠାରେ ଥାଏ । ତେଣୁ ନଜର ରଖିବା ଦରକାର ନିଜ ଲୋକଙ୍କ ଉପରେ । କାହା ଉପରେ ଅଧିକ ଭରସା କରନ୍ତୁ ନାହି । କାରଣ ମାଟିରେ ତିଆରି ମଣିଷ କାଗଜରେ ବିକ୍ରି ହୋଇ ଯାଇଥାନ୍ତି ।

ତେବେ ପ୍ରେମ କରି ବିବାହ କରିବା ଆଉ ଆରେଞ୍ଜ ମ୍ୟାରେଜ ଭିତରେ ବହୁତ ଫରକ ରହିଥାଏ । କିନ୍ତୁ ଯଦି ଜଣେ ବ୍ୟକ୍ତି ବିବାହିତା ହୋଇ ମଧ୍ୟ ନିଜ ସ୍ତ୍ରୀ ଛଡା ଆଉ କାହା ପ୍ରେମରେ ପଡି ଯାଇଥାନ୍ତି ତେବେ ସଂସାର ଆରମ୍ଭ ହେବା ପୂର୍ବରୁ ଭାଙ୍ଗି ଯାଇଥାଏ । ଏଭଳି ଅନେକ ଥର ଦେଖା ଯାଇଛି । କିଛି ବ୍ୟକ୍ତି ବିବାହ ହୋଇଥାନ୍ତି ଜଣଙ୍କୁ ଆଉ ଭଲ ପାଇଥାନ୍ତି ଅନ୍ୟ ଜଣଙ୍କୁ । ଯାହା ଫଳରେ ତିନି ଜଣଙ୍କର ଜୀବନ ବରବାତ ହୋଇଥାଏ ।

ତେବେ କଣ ବିବାହିତା ବ୍ୟକ୍ତି ଆଉ କାହାକୁ ପ୍ରେମ କରିବା ଭୁଲ କଣ ହୋଇପାରେ ଏହାର ଅର୍ଥ । ଆମେ ଆପଣଙ୍କୁ ଏହି ବିଷୟର ସାରାଂଶ କହିବାକୁ ଯାଉଛୁ ଯାହା ଆପଣ ମନେ ହୁଏ ତ କେବେ ଭାବି ନ ଥିବେ । ପ୍ରେମ ହେଉଛି ଶାଶ୍ଵତ, ଚିରନ୍ତନ ସତ୍ୟ । ଥରେ ଯିଏ ପ୍ରେମରେ ପଡେ ସେ କେବେ ବି ତାକୁ ଭୁଲିପାରେ ନାହି । ସେ ପ୍ରେମ ମିଳୁ କି ନ ମିଳୁ ଯଦି ପ୍ରେମ ସଚ୍ଚା ହୋଇଥିବ ତେବ ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ବି ତାକୁ ଭୁଲି ହୁଏ ନାହି ।

ମଣିଷ ଅନ୍ୟତାପ ସେତେବେଳେ କରିଥାଏ ଯେବେ ମଣିଷ କାହାକୁ ପ୍ରେମ କରି ବିବାହ କରିଥାଏ ଆଉ ବିବାହ ପରେ ସେ ମଣିଷ ବଦଳି ଯାଏ । କିନ୍ତୁ ଏଥିରୁ ଧୋକା ଖାଇବା ବ୍ୟକ୍ତି କିଛି ନା କିଛି ନୂଆ ଶିକ୍ଷା ଲାଭ କରିଥାଏ । ବଞ୍ଚିବାର ଆଉ ଗୋଟେ କାରଣ ବାହାରି ପଡିଯାଏ ।

ସବୁ କିଛି ଜରୁରୀ ନୁହେଁ କି ବହି ରୁ ଶିଖି ହେବ । କିଛି କଥା ନିଜ ଲୋକ ବି ଶିଖାଇଥାନ୍ତି । ଯଦି କୌଅଂଶୀ ବ୍ୟକ୍ତି ବିବାହିତା ହୋଇ ମଧ୍ୟ ଅନ୍ୟ କାହା ପ୍ରେମରେ ପଡି ଯାଇଥାନ୍ତି ତେବେ ଏହାର ଅର୍ଥ ଏମିତି ବି ହୋଇପାରେ ସେ ବିବାହତ ହୋଇ ମଧ୍ୟ ଏକା ଅନୁଭବ କରୁଛନ୍ତି । ଏମିତି ବି ହୋଇପାରେ ତାଙ୍କୁ ଆପଣଙ୍କ ଅଭାବ ଅନୁଭବ ହେବ । ଆଉ ଏମିତି ବି ହୋଇପାରେ ସେ ଯାହାକୁ ଭଲ ପାଉଛନ୍ତି ତାଙ୍କ କଥା ବହୁତ ମନେ ପଡୁଥିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *