Tarot card reading- ବାଛନ୍ତୁ ଯେ କୌଣସି ଗୋଟିଏ ଫୁଲ ଦେଖିବା ଆପଣଙ୍କ ଉପରେ କେଉଁ ଦୈବୀଶକ୍ତିର ହାତ ଅଛି ? ମିଳିବାକୁ ଯାଉଛି କେଉଁ ଖୁସି ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନ ଏକ ସୁଖ ଓ ଦୁଃଖ ଭରା ଯାତ୍ରା ହୋଇଥାଏ । ଏହି ଯାତ୍ରାରେ ପରିଚାଳିତ ହେବା ହେବା ଏତେ ସହଜ ହୋଇନଥାଏ । ମନୁଷ୍ୟ ଜୀବନରେ ଖୁସିରେ ରହିବାକୁ ଚାହୁଁଥିଲେ । କର୍ମ କରିବା ସହିତ ଇଶ୍ଵରଙ୍କର ଉପରେ ମଧ୍ୟ ଆସ୍ଥା ରଖିବାକୁ ପଡିବ । ଆଜି ଆପଣଙ୍କୁ ୨ ଟି ଫୁଲ ଦିଆଯିବ । ଫୁଲ ୨ ଟି ହେଉଛି ଗୋଲାପ ରଙ୍ଗର ଗୋଲାପ ଓ ହଳଦିଆ ରଙ୍ଗର ଗୋଲାପ  । ଏଥିମଧ୍ୟରୁ କୌଣସି ଏକ ନମ୍ବର ବାଛିକି ଆପଣଙ୍କ ଉପରେ କେଉଁ ଶକ୍ତିର ପ୍ରଭାବ ରହିଛି ।

ତାହା ଜାଣିବା ସହିତ ଆପଣଙ୍କ ପାଇଁ ଆସୁଥିବା ଖୁସି ଖବର ବିଷୟରେ ଜାଣନ୍ତୁ । ଗୋଲାପୀ ରଙ୍ଗର ଗୋଲାପ ;- ଯେଉଁ ମାନେ ଗୋଲାପୀ ରଙ୍ଗର ଗୋଲାପକୁ ବାଛିଛନ୍ତି । ସେମାନଙ୍କ ଉପରେ ପ୍ରଭୁ ସୂର୍ଯ୍ୟ ଦେବତା, ମା ଲକ୍ଷ୍ମୀ ଓ ପ୍ରଭୁ ଶନିଦେବଙ୍କର ମଧ୍ୟ ହାତ ରହିଛି । ତେଣୁ ଆପଣ ଯେଉଁ ଧର୍ମର ହୋଇଥାନ୍ତୁ ।

ଆପଣ ସେହି ଧର୍ମର ଉପାସନା କରିବା ସହିତ ମା ଲକ୍ଷ୍ମୀ, ସୂର୍ଯ୍ୟ ଦେବ ଓ ଶନିଦେବଙ୍କର ମଧ୍ୟ ଆରାଧନା ନିହାତି ଭାବେ କରନ୍ତୁ ।ଜୀବନରେ ବହୁତ ଶୀଘ୍ର ସଫଳତା ପ୍ରାପ୍ତ ହୋଇବ । ଏହି କାର୍ଡକୁ ବାଛିଥିବା ଲୋକଙ୍କ ଜୀବନରେ ସମସ୍ଯା କିଛି ମାତ୍ରାରେ ଅଛି । ଏହା ସହିତ ଏମାନେ କୌଣସି ନିସ୍ପତି ନେବା ପାଇଁ ବହୁତ ବ୍ୟସ୍ତ ହୋଇପଡୁଛନ୍ତି ।

ତେଣୁ ଭାଗ୍ୟରେ ଯାହା ଥିବ ।ତାହା ନିହାତି ଭାବରେ ଘଟିବ । ତେଣୁ ଆପଣ ସୂର୍ଯ୍ୟଦେବଙ୍କ ଆଶ୍ରୀବାଦ ନେବା ସହିତ କିଛି ସମୟ ପାଇଁ ପ୍ରତିଦିନ କଅଁଳ ଖରାରେ ସମୟ ବିତାନ୍ତୁ । କର୍ମ ଉପରେ ଅଧିକ ଫୋକୋଷ କରନ୍ତୁ । କାରଣ ମା ଲକ୍ଷ୍ମୀ ଓ ଶନିଦେବଙ୍କ କୃପାରୁ ଭାଗ୍ୟ ବହୁତ ହିଁ ଆଗାମୀ ସମୟରେ ଉଜ୍ଜଳ ଅଛି ।

ହଳଦିଆ ରଙ୍ଗର ଗୋଲାପ ଫୁଲ ;- ଯେଉଁମାନେ ଏହି କାର୍ଡକୁ ବାଛିଛନ୍ତି । ସେମାନେ ନିଜର କାମରେ ବ୍ୟସ୍ତତା କାରଣରୁ କିମ୍ବା ଅତ୍ୟଧିକ ଆଧୁନିକ ଜୀବନ ଶେଳୀର କାରଣରୁ ଆପଣଙ୍କର ଈଶ୍ବରୀୟ ଭାବନା ଆଗ ଅପେକ୍ଷା କମିଯାଉଛି । ଆପଣଙ୍କ ଜୀବରେ ଅତୀତରେ ବହୁତ କିଛି ଏପରି ସମସ୍ଯା ବିତିଯାଇଛି ।

ଯେଉଁ କାରଣରୁ ଆପଣ ବହୁତ ଭାଙ୍ଗିପଡିଛନ୍ତି ।ଜୀବନ ଅଛି ତେବେ ସୁଖ ଏବଂ ଦୁଃଖ ୨ ଟି ରହିବ । ତେଣୁ ସେଥିପ୍ରତି ବିଚଳିତ ହୋଇ ନିଜ ଲକ୍ଷପଥରୁ ବିଚ୍ଯୁତ ହୋଇବା ଜମାରୁବି ଠିକ ନୁହେଁ । ତେଣୁ ଆପଣଙ୍କର ଯିଏ ବି କୁଳଦେବତା କିମ୍ବା ଆରଧ୍ୟ ଦେବତା ଅଛନ୍ତି ।

ତାଙ୍କର ସ୍ମରଣ କରି ନିଜ ଲକ୍ଷପୂରଣ କରିବାରେ ଆଗେଇ ପଡନ୍ତୁ । ଆପଣଙ୍କ ସାଥିରେ ଆପଣଙ୍କ ପରିବାର ଓ ଆପଣଙ୍କ ଭଗବାନ ଅଛନ୍ତି । ନିହାତି ଭାବେ ବହୁତ ଶୀଘ୍ର ନିଜ ଗୋଲ୍ ରେ ପହଞ୍ଚିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *