Vastu Tips- ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କ ଅଇଁଠା ଭୋଜନ ଗ୍ରହଣ କରନ୍ତି ସେମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗରୁଡ ପୁରାଣରେ ବହୁତ କିଛି ତଥ୍ୟ ବର୍ଣ୍ଣନା କରାଯାଇଛି । ଯାହା ପ୍ରତ୍ଯେକଟି ପୁରୁଷ ଓ ମହିଳାଙ୍କୁ ଜାଣିବା ନିହାତି ଦରକାର । କାରଣ ନୂଆ ନୂଆ କଥା ଜାଣିବା ଦ୍ଵାରା ଜ୍ଞାନ ବଢିଥାଏ । ସ୍ଵାମୀ ଓ  ସ୍ତ୍ରୀ’ ର ସପର୍କ ହେଉଛି ଅମୂଲ୍ୟ ତଥା ପବିତ୍ର ସମ୍ପର୍କ । ମାନ୍ୟତା ରହିଛି ଏହା କି ଯେ ପ୍ରତ୍ଯେକଟି ପୁରୁଷଙ୍କ ସଫଳତା ପଛରେ ଏକ ନାରୀର ହାତ ରହିଥାଏ ।

ତେଣୁ ଆଜି ଜାଣିବାକୁ ପାଇବେ ଏହା କି ଯେ ବିବାହିତ ମହିଳଙ୍କର କେଉଁ ସବୁ କର୍ମର ଫଳ ସ୍ଵାମୀକୁ ଭୋଗିବାକୁ ପଡିଥାଏ । ଯେଉଁ ବିବାହିତ ମହିଳା ସୂର୍ଯ୍ୟ ଉଦୟ ହୋଇସାରିଲା ପରେ ବି ବହୁତ ସମୟ ପର୍ଯ୍ୟନ୍ତ ବାସି ଶେଯରେ ଶୋଇ ରହିଥାଏ । ସେପରି ସ୍ତ୍ରୀ’ ତା’ ର ସ୍ଵାମୀର ଦୁର୍ଭାଗ୍ୟକୁ ଆମନ୍ତ୍ରିତ କରିଥାଏ । ଏପରି ମହିଳାଙ୍କୁ ମା ଲକ୍ଷ୍ମୀ ମଧ୍ୟ ପସନ୍ଦ କରିନଥାନ୍ତି ।

ତେଣୁ ନିଜ ସ୍ଵାମୀର ଓ ଘରର ଉନ୍ନତି ପାଇଁ ବିବାହିତ ମହିଳାଙ୍କୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ହିଁ ଉଠିଯିବା ଆବଶ୍ୟକ ହୋଇଥାଏ । ଯେଉଁ ମହିଳା ମାନେ ଘରର ସଠିକ ଭାବରେ ପରିଷ୍କାର ଓ ପରିଚ୍ଛନ ଉପରେ ଧ୍ୟାନ ଦେଇନଥାନ୍ତି । ଏହା ସହିତ ଘର ରୁମ୍ ମାନଙ୍କରୁ ଦୁର୍ଗନ୍ଧ ବାହାରୁଥାଏ । ଏହିପରି ଘରେ ଦରିଦ୍ରତା ବୃଦ୍ଧି ହୋଇଥାଏ ।

ଏହା ସହିତ ଘରେ ନକରାତ୍ମକ ଊର୍ଜାର ବିକାଶ ହୋଇଥାଏ । ସ୍ଵାମୀ ଯେତେ ଅର୍ଜନ କରିଲେ ମଧ୍ୟ ଘରେ ଅଭାବ ଅନାଟନ ଦେଖାଯାଇଥାଏ । ଯେଉଁ ମହିଳା ମାନେ ପ୍ରତିଦିନ ଭଲ ଭାବରେ ଗାଧୋଇ ନଥାନ୍ତି । ଅପରିଷ୍କାର ବସ୍ତ୍ର ପିନ୍ଧିବା ସହ ନିଜ ଶରୀରର ସ୍ବଚ୍ଛତା ଉପରେ ଧ୍ୟାନ ଦେଇନଥାନ୍ତି । ସେପରି ମହିଳାଙ୍କର ସ୍ଵାମୀ ଅଳସୁଆ ହୋଇଯାଇଥାଏ ।

ଘରେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଉଠେ । ଯେଉଁ ମହିଳା ମାନେ ସର୍ବଦା ନିଜ ସ୍ଵାମୀ ତଥା ଘରର ଅନ୍ୟ ପରିବାରର ସଦସ୍ୟଙ୍କ ସହିତ କଳି ଓ ହିଂସା ବାଦ କରି ସମସ୍ତଙ୍କୁ କଟୁ ବଚନ ବୋଳିଥାନ୍ତି । ସେହିପରି ମହିଳାଙ୍କର ଉପରେ ମା ଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୋଇଥାନ୍ତି । ଯେଉଁ ମହିଳା ମାନେ ଘର ଲୋକଙ୍କୁ ଖାଦ୍ୟ ଦେଲା ବେଳେ ଭାଦଭେବ କରିଥାଏ ।

ସେହି ଘରେ ସ୍ଵାମୀର ଭାଗ୍ୟର ଉଦୟ କେବେ ମଧ୍ୟ ହୋଇନଥାଏ । ଖଟ ଉପରେ ବସି ଭୋଜନ କରିବା ଅନୁଚିତ । ଖାଦ୍ୟରେ ଚୁଟି ବାହାରିଲେ, ସେହି ଖାଦ୍ୟକୁ ଖାଇବା ଅନୁଚିତ । ନଚେତ ଘରେ ଦରିଦ୍ରତା ବଢିଥାଏ । ସ୍ଵାମୀ ଓ ସ୍ତ୍ରୀ ଏକା ସହିତ ମିଶି ଗୋଟିଏ ଥାଳିରେ ଭୋଜନ କରିବା ଅନୁଚିତ । ଏହା ଶୁଭ ହୋଇନଥାଏ ।

ସର୍ବଦା ସ୍ଵାମୀ ଭୋଜନ ପରେ ହିଁ ସ୍ତ୍ରୀ’ କୁ ଭୋଜନ କରିବା ଉଚିତ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ବଢିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *